THE BYAPINI
Browsing Category

ନେତା

ରେକର୍ଡ ଭାଙ୍ଗୁଛି ଭାଇରସ

ଦିନକୁ ଦିନ କରୋନାର ସ୍ଥିତି ଭୟଙ୍କର ରୂପ ନେଉଛି । ନିୟନ୍ତ୍ରଣ ବାହାରକୁ ଯାଉଛି ସଂକ୍ରମଣ । ଦେଶରେ ସଂକ୍ରମଣ ଦ୍ରତ ଗତିରେ ବଢି ଚାଲିଛି । ଦେଶରେ ୬୦ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୨୫୮ଜଣ

ପିପିଲି କଥା ବୁଝୁନାହାନ୍ତି କି ଧର୍ମେନ୍ଦ୍ର?

ପିପିଲି ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ମୈଦାନକୁ ଓହ୍ଲାଇବା ପୂର୍ବରୁ ଚାଲିଛି ଯୁଦ୍ଧ ଜିତିବାକୁ ପ୍ରସ୍ତୁତି । ପୁଣିଥରେ ପିପିଲିରେ ଶଙ୍ଖନାଦ କରିବାକୁ ବିଜେଡି ମାଷ୍ଟରପ୍ଲାନ କରୁଥିବା ବେଳେ କଂଗ୍ରେସ ମଧ୍ୟ ପିପିଲିରେ

ବିଜେଡି ବ୍ୟୁହକୁ ଭେଦ କରିପାରିବ କି ବିଜେପି?

ପିପିଲି ନିର୍ବାଚନ ପାଇଁ ଆଜିଠୁ ବିଧିବଦ୍ଧ ଭାବେ ବାଜିଛି ବିଗୁଲ । ହାଇଭୋଲଟେଜ ଲଢେଇ ପାଇଁ ପ୍ରସ୍ତୁତ ହେଲାଣି ପିପିଲି ଋଣଭୂମି । ୪୦ ଡିଗ୍ରୀ ଖରାକୁ ଖାତିର ନକରି ନେତା ଏବେ ପିପିଲି ମୁହାଁ । ଏସବୁ ଭିତରେ ପିପିଲି ବାଜି ଜିତିବ

ପିପିଲି ତାରିଖ ଘୋଷଣା କେବେ?

ପିପିଲି ଉପ ନିର୍ବାଚନ ପାଇଁ ରାଜନୈତିକ ଦଳ ନିଜ ପ୍ରସ୍ତୁତି ଜୋରଦାର ଚଳାଇଥିବା ବେଳେ ନିର୍ବାଚନ କମିଶନ କିନ୍ତୁ ତାରିଖ ଏଯାଏଁ ଘୋଷଣା କରିନାହାନ୍ତି । ୫ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା ସହ ଅପେକ୍ଷା କରାଯାଇଥିଲା ପିପିଲି

ସିଂହଦେଓଙ୍କ ପାଇଁ ଶ୍ରୀମୟୀ ସଙ୍କଟ !

ସିଂହଦେଓଙ୍କ ପାଇଁ ସଙ୍କଟ ଶ୍ରୀମୟୀ । ବିଜେଡି ରାଜନୀତିରେ ଏବେ ଏଭଳି ଘଟଣାକୁ ନେଇ ଅଧିକ ଚର୍ଚ୍ଚା । ଖାସକରି ଯେତେବେଳେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶା ଗସ୍ତ କରୁଛନ୍ତି ଆଉ ଶ୍ରୀମୟୀ ତାଙ୍କ ସହ ମଞ୍ଚରେ ଉପସ୍ଥିତ ରହୁଛନ୍ତି ।

ନୂଆପଡା- ନବୀନ ନେଉଛନ୍ତି ବଡ ଉପହାର

ନୂଆପଡାବାସୀଙ୍କୁ ଜାଗର ଭେଟି । କାଲି ନୂଆପଡାକୁ ନୂଆ ଉପହାର ଦେବେ ନବୀନ । ଆଉ ଉପହାର ପାଇବା ପରେ ନୂଆପଡାରେ ଯୋଡିହେବ ନୂଆ ଏକ ଫର୍ଦ୍ଦ । ଯାହା ଆଗାମୀ ଦିନରେ ଜିଲ୍ଲାକୁ ନୂଆ ଶିଖରରେ ପହଞ୍ଚାଇବ । ବୁଧବାର ମୁଖ୍ୟମନ୍ତ୍ରୀଙ୍କ

ଅନୁଭବ ଆଉଟ୍‌, ଅରିନ୍ଦମ ଇନ୍‌!

ଅନୁଭବ ଆଉଟ, ଅରିନ୍ଦମ ଇନ୍‌! ଆପଣଙ୍କୁ କଥାଟା ଟିକିଏ ଅଡୁଆ ଲାଗୁଥିବ ନିଶ୍ଚୟ । କିନ୍ତୁ ଏବେ ସେହିଭଳି ଏକ ସ୍ଥିତି ବିଜେଡି ଶିବିରରେ ଉତ୍ପନ୍ନ ହୋଇଛି । ଆଉ ଦଳର ବଭିନ୍ନ କାର୍ଯ୍ୟକ୍ରମକୁ ତର୍ଜମା କଲେ ସେହିଭଳି କିଛି ଅନୁଭୂତ

ଗଜପତିଙ୍କ ଉପରେ ବିଜେପି-ବିଜେଡି ଆଖି !

ଗଜପତି ମହାରାଜ ଦିବ୍ୟସିଂହ ଦେବ । ମହାପ୍ରଭୁଙ୍କ ପ୍ରଥମ ସେବକ । ରାଜ୍ୟ, ଦେଶ, ବିଦେଶରେ ସ୍ୱତନ୍ତ୍ର ପରିଚୟ ରଖୁଥିବା ମହାରାଜାଙ୍କ ଉପରେ ଏବେ ଉଭୟ ବିଜେପି ଏବଂ ବିଜେଡିର ଆଖି ଥିବା ଚର୍ଚ୍ଚା ହେଉଛି । କୋଭିଡ ସମୟରେ ରଥଯାତ୍ରାକୁ

ନବୀନଙ୍କ ପାଇଁ ସବୁଠାରୁ ବଡ ପୁରଷ୍କାର କଣ?

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଜନ୍ମଦିନ ପଂଚାତିରାଜ ଦିବସରେ ନବୀନ ଏକ ଗୁରୁତ୍ୱପୁର୍ଣ୍ଣ ଦିଗ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି । ଦୀର୍ଘ ୨୧ ବର୍ଷ ଧରି କ୍ଷମତାରେ ଥିବା ଦଳ ଏବଂ ୫ ଥର ମୁଖ୍ୟମନ୍ତ୍ରୀ ହୋଇ ଅନେକ ରେକର୍ଡ

ବିଜୁ ପଟ୍ଟନାୟକ : ରାଜନୀତିର ଧ୍ରୁବତାରା

ବିଜୁ ପଟ୍ଟନାୟକ । ଦୁର୍ଦ୍ଦଷ ତଥା ପରାକ୍ରମୀ ପାଇଲଟ ଭାବେ ଯାହାଙ୍କୁ ପୂରା ଦେଶ ଜାଣିଥିଲା । କେବଳ ଦେଶ କାହିଁକି ବିଦେଶରେ ମଧ୍ୟ ଯାହାଙ୍କର ଜୟ ଜୟକାର ପଡିଥିଲା । ଯାହାଙ୍କ ବିନା କଷ୍ଟସାଧ୍ୟ ମିଶନ ସମ୍ପୂର୍ଣ୍ଣ ହେଉନଥିଲା ।