THE BYAPINI
Browsing Category

ନେତା

ଧର୍ମେନ୍ଦ୍ରଙ୍କ ପଛରେ ଶାହା, ଅପରାଜିତାଙ୍କୁ ସମର୍ଥନ ଦେଉଛନ୍ତି ନଡ୍ଡା?

ରାଜ୍ୟ ବିଜେପିରେ ଅସଲ ନେତା କିଏ? ଗଣମାଧ୍ୟମରେ ବରିଷ୍ଠ ନେତା ତଥା ବିଧାୟକ ମୋହନ ମାଝୀ ରଖିଥିବା ଏକ ଉତ୍ତର ଏବଂ ପ୍ରକୃତ କାର୍ଯ୍ୟଶୈଳୀକୁ ଦେଖିଲେ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ । ଖାସ୍ କରି ପୁରୀ ମନ୍ଦିର ବିକାଶ କାର୍ଯ୍ୟ

ପ୍ରଚାର ସର୍ବସ୍ୱ ପ୍ରତାପ ନନା!

ସମସ୍ତେ ତାଙ୍କୁ ଜାଣନ୍ତି ଯେ, ସେ ଜଣେ ସନ୍ନ୍ୟାସୀ ଓ ବ୍ରହ୍ମଚାରୀ । ନିରାଡ଼ମ୍ବର ଜୀବନଯାପନ କରନ୍ତି । ଏପରିକି ରାଜ୍ୟର ସବୁ ରାଜନେତାଙ୍କ ଭିତରେ ତାଙ୍କୁ ସବୁଠାରୁ ସରଳ ବୋଲି ବିବେଚନା କରାଯାଏ । କିନ୍ତୁ ଏହି ସରଳତା ପଛରେ ଯେ

ଅପରାଜିତାଙ୍କୁ ପାଠ ପଢାଇଲେ ମାନସ ମଙ୍ଗରାଜ

ବାଇ-ଲ’ ପ୍ରସଙ୍ଗରେ ସାଂସଦ ଅପାରିଜିତା ଷଡଙ୍ଗୀଙ୍କୁ ପାଠ ପଢାଇଛନ୍ତି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ । ମଙ୍ଗଳବାର ଅପରାଜିତା ଷଡଙ୍ଗୀ ବିଜେଡିକୁ ପଚାରିଥିବା ପାଂଚ ପ୍ରଶ୍ନର ଜବାବ ଦେଇଛନ୍ତି ମାନସ

‘ପାଠ ପଢି ଆସୁ ବିଜେଡି’

ସଂସଦ ଅଧିବେଶନ ସାରି ଦିଲ୍ଲୀରୁ ଫେରିବା ପରେ ଏବେ ଆଟାକିଙ୍ଗ ମୁଡରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ରାଜ୍ୟ ସରକାରଙ୍କୁ ଘନ ଘନ ଆକ୍ରମଣ କରୁଛନ୍ତି ଅପରାଜିତା । ଗତକାଲି ପରେ ଆଜି ପୁଣି ଥରେ ସାମ୍ବାଦିକ ସମ୍ମିଳନୀ କରି

ବିଜେଡିର ‘ବଳ’ବନ୍ତରାୟ

ନୁଆ ଓଡିଶା ଓ ବିକଶିତ ଓଡିଶା ସ୍ୱପ୍ନକୁ ସାକାର କରିବାକୁ ଗତ ଦୁଇ ଦଶନ୍ଧି ଧରି ନିରନ୍ତର ପ୍ରୟାସ ଜାରି ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମର୍ଥ ସାରଥୀ ସାଜିଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ।

ବିଜେଡିର ବଳ ବାପିଙ୍କ କୈାଶଳ!

ନିଜ ପାରିବାରିକ ଝଡଝଞ୍ଜାକୁ ପଛରେ ପକାଇ, ବ୍ୟକ୍ତିଗତ କ୍ଷତିକୁ ଭୁଲାଇବା ସମ୍ଭବ ନଥିଲେ ମଧ୍ୟ ଦଳ ପାଇଁ ତାକୁ ପଛରେ ରଖି ସାଂଗଠନିକ ଶକ୍ତିର ବିସ୍ତାର ଆଉ ଯୁବକଙ୍କ ମନରେ ବିଜେଡି ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ମିଶନରେ

ନବୀନଙ୍କ ବିଶ୍ୱାସ – ବବି ଦାସ

ବିଜୁ ଜନତା ଦଳ ଆରମ୍ଭ ହେବା ଦିନଠାରୁ ଏକା ନବୀନ ଥିଲେ ଦଳର ଆନ୍ ବାନ୍ ଆଉ ଶାନ୍ । ସଂଗଠନ ଆଉ ସରକାର ଉଭୟ ନବୀନଙ୍କ ଠାରୁ ଆରମ୍ଭ ହେଉଥିଲା ଆଉ ନବୀନଙ୍କ ଠାରେ ହିଁ ସରୁଥିଲା । ପରାମର୍ଶଦାତା ଆଳରେ କିଏ ଗଣମାଧ୍ୟମରେ ନିଜର ଛବି

କେବେ ସୁଧୁରିବ କଂଗ୍ରେସ ?

ସମ୍ମାନଜନକ ପିପିଲି ଉପନିର୍ବାଚନରେ କିଏ ହେବ କଂଗ୍ରେସ ପ୍ରାର୍ଥୀ ? ଏହାକୁ ନେଇ ଦଳ ଭିତରେ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ । ବୈଠକ ପରେ ବୈଠକ ବସୁଛି କିନ୍ତୁ ବଡ଼ ନେତାଙ୍କ ଭିତରେ ଟିକେଟ ଦେବାକୁ ନେଇ ମତାନ୍ତର ଓ ମନାନ୍ତର

ନବୀନ-ନୀତିନ ଆଲୋଚନା : ଅକଳରେ ପଡିଲେ ଦାସବର୍ମା

ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କୁ କୋଷ୍ଟାଲ ହାଇୱେ ଝଟକା । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ଆଲୋଚନା ପରେ ଏହି ପ୍ରକଳ୍ପ ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଓ ଅନୁମତି ଦେବାକୁ ନବୀନ

ବିଜେଡି ଏତେ ଅସହାୟ କାହଁକି?

ଜଣେ ପରେ ଜଣେ ମନ୍ତ୍ରୀ ବିବାଦ ଘେରକୁ ଆସୁଛନ୍ତି । ଅଭିଯୋଗ ବି ସାଂଘାତିକ । ସରକାରଙ୍କ ଭାବମୁର୍ତ୍ତିକୁ ନେଇ ଗଳି ଗଳିରୁ ପ୍ରଶ୍ନ ଉଠୁଛୁ । ହେଲେ ସରକାର କିନ୍ତୁ ନୀରବଦ୍ରଷ୍ଟା । କାହିଁକି କେଜାଣି ସତେ ଯେମିତି ସବୁ କିଛି