Browsing Category
ନେତା
ରାଜନୀତି ପଛ..ପରୀ ଆଗ
କଂଗ୍ରେସ ଦଳରେ ତୁତୁ ମେଁମେଁ । ଗତ କିଛି ଦିନ ତଳେ ପରୀ ପ୍ରସଙ୍ଗରେ ଦଳ ଭିତରେ ନେତାଙ୍କ ଭିନ୍ନ ଭିନ୍ନ ମତକୁ ନେଇ ମତଭେଦ ସୃଷ୍ଟି ହୋଇଥିଲା । ଆଉ ଏବେ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ବୟାନକୁ ନେଇ ଦଳ ଭିତରେ ସୃଷ୍ଟି ହୋଇଛି!-->…
ନିଜ ଜାଲରେ ଫସିଗଲେ ମୋକିମ ?
ପିସିସି ସଭାପତି ପଦ ପାଇଁ ଆଶା ବାନ୍ଧି ଜୋରଦାର ଲବି ଚଳାଇଥିବା ବରିଷ୍ଠ କଂଗ୍ରେସ ନେତା ତଥା କଟକ ବାରବାଟୀ ବିଧାୟକ ମହମଦ ମୋକିମଙ୍କ ପାଇଁ ବାଟ ଏକ ପ୍ରକାର ବନ୍ଦ ହେଇଯାଇଛି । ଯୋଉ ସଂଖ୍ୟାଲଘୁ କାର୍ଡ ଖେଳି ମୋକିମ ସଭାପତି ପଦ!-->…
ଫଶିଗଲେ ପ୍ରଦୀପ !
ଅଡୁଆରେ ପୂର୍ବତନ ସାଂସଦ ତଥା ରାଜ୍ୟ କଂଗ୍ରେସର ବଡ ଚେହେରା ପ୍ରଦୀପ ମାଝୀ । ପରୀ ପ୍ରସଙ୍ଗରେ ବିଜେପି କରିବାକୁ ଥିବା ପଦଯାତ୍ରା ସପକ୍ଷରେ ବୟାନ ରଖି ସେ ବିବାଦ ଘେରକୁ ଚାଲି ଆସିଛନ୍ତି । ବରିଷ୍ଠ କଂଗ୍ରେସ ନେତା ପିସିସି!-->…
ମିଡିଆକୁ ବୁଝିଛନ୍ତି ମିଡିଆମ୍ୟାନ୍ !
ମାନସ ମଙ୍ଗରାଜ । ବିଜୁ ଜନତା ଦଳର ଗଣମାଧ୍ୟମ ବ୍ୟାପାରର ସାଧାରଣ ସଂପାଦକ ଏବଂ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ବିଭାଗର ପରାମର୍ଶଦାତା । ଗଣମାଧ୍ୟମ କର୍ମଚାରୀଙ୍କ ସୁଖ ଦୁଖ ବୁଝିବା ଦାୟିତ୍ୱ ତାଙ୍କର କର୍ତ୍ତବ୍ୟ । ନିର୍ବାଚନ ପରେ!-->…
ଅଲୋଡା ରେକର୍ଡ ରାସ୍ତାରେ ଧର୍ମେନ୍ଦ୍ର ପ୍ରଧାନ !
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୬ ବର୍ଷରୁ ଅଧିକ ସମୟ ଧରି ପେଟ୍ରୋଲିୟମ ବିଭାଗକୁ ନିଜ ଅଧୀନରେ ରଖି ରେକର୍ଡ କରି ସାରିଥିବା ଧର୍ମେନ୍ଦ୍ର ପ୍ରଧାନ ଏଥର କିନ୍ତୁ ଭିନ୍ନ ଏକ ରେକର୍ଡର ଅଧିକାରୀ ହେବାକୁ!-->…
ଏଥର ଅଶ୍ୱିନୀ ବୈଷ୍ଣବଙ୍କ ପାଳି?
ଖୁବଶୀଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଏକ ଅଦଳ ବଦଳ ହେବାକୁ ଯାଉଥିବା ସୂଚନା ମିଳୁଛି । ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଗଲାଣି । କିଏ ପଦ ବଜାୟ ରଖିବ, କାହାର ପଦ ଯିବ, ନୂଆ ଚେହେରା କିଏ ସାମିଲ ହେବ, କାହାର!-->…
ପଦ ଏକ, ଆଶାୟୀ ଅନେକ…
ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା । ବିଜେଡି ନେତା ସୁବାସ ଚୌହ୍ୱାନଙ୍କ ଅକାଳ ବିୟୋଗ ପରେ ପରିଷଦର ଅଧ୍ୟକ୍ଷ ପଦ ଫାଙ୍କା ପଡିଛି । ଦୀର୍ଘ ୬ ମାସରୁ ଅଧିକ ସମୟ ହେବ ପରିଷଦର ଅଧ୍ୟକ୍ଷ ପଦ ଫାଙ୍କା!-->…
ବିଜେଡି-ବିଜେପି: ସଂପର୍କ କ’ଣ?
ବିଜେଡି ବିଜେପି ଗୋଟିଏ ମୂଦ୍ରାର ଦୁଇ ପାର୍ଶ୍ୱ । ବିଜେଡି ବିଜେପି ଭାଇ ଭଉଣୀ । ଏଭଳି ଆକ୍ଷେପ କରିଛନ୍ତି କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର । ପରୀ ପ୍ରସଙ୍ଗକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ । ଗତକାଲି!-->…
ନବୀନଙ୍କ ନ୍ୟାୟ : ୧୨ ବନାମ ୧୩
ରାଜଧାନୀର ୟୁନିଟ -୬ ଅଂଚଳରେ ଥିବା ସରକାରୀ କ୍ୱାର୍ଟର ନମ୍ବର ଭିଆଇଆର - ୧୩ । ବିଗତ ପାଞ୍ଚ ଛ' ଦିନ ହେବ ସମଗ୍ର ରାଜ୍ୟରେ ଏହି ଘରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ପୋଲିସ, ଗଣମାଧ୍ୟମଠାରୁ ଆରମ୍ଭ କରି ଶାସକ, ବିରୋଧୀ!-->…
କଂଗ୍ରେସ: କାହାର ଗତି କୁଆଡେ?
କଂଗ୍ରେସ ଆଉ କନ୍ଦଳ । ଗୋଟିଏ ମୂଦ୍ରାର ଦୁଇଟି ପାଶ୍ୱ । ଓଡିଶା ରାଜନୀତିରେ ଯେଉଁଠି କଂଗ୍ରେସ ସେଇଠି କନ୍ଦଳ । ଏହା ପୂର୍ବରୁ ରହିଆସିଛି । ଆଉ ଏବେ ପରୀ ପ୍ରସଙ୍ଗରେ ମଧ୍ୟ କଂଗ୍ରେସରେ ଦେଖାଦେଇଛି ଫାଟ । ଦଳ ଭିତରେ ନେତାଙ୍କ ଭିନ୍ନ!-->…