THE BYAPINI
Browsing Category

ନେତା

କୌଣସି ରାଜନୀତିକ ଦଳ ସହ ସାଲିସ୍ କରାଯିବ ନାହିଁ:ଅପରାଜିତା

ଭୁବନେଶ୍ୱର: କୌଣସି ରାଜନୀତିକ ଦଳ ସହ ସାଲିସ୍ କରାଯିବ ନାହିଁ। ଆଗାମୀ ସାଧାରଣ ନିର୍ବାଚନରେ ଜିତିବା ପାଇଁ ଦଳ ଲଢ଼େଇ କରିବ। ଏନେଇ ରାଉରକେଲାରେ ଅନୁଷ୍ଠିତ ଦଳର ଚିନ୍ତନ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ବିଜେପି ସାଂସଦ

ଓଡ଼ିଶାର ୪ଟି ଜିଲ୍ଲାରେ ପଦଯାତ୍ରା କରିବେ ରାହୁଲ

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧି ନିଜର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ରେ ଓଡ଼ିଶାର ୪ଟି ଜିଲ୍ଲାରେ ପଦଯାତ୍ରା କରିବେ । ଇମ୍ଫାଲରୁ ଜାନୁୟାରୀ ୧୪ରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ୬୬ଦିନ ଚାଲିବ ଓ ମାର୍ଚ୍ଚ ୨୦ରେ

ରାଜ୍ୟରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ହାର ବଢିଛି

ଭୁବନେଶ୍ୱର: ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ହାର ବଢିଛି। ୨୦୧୯ରେ ପ୍ରତି ହଜାରେ ପୁରୁଷରେ ୯୪୬ ମହିଳା ଥିବା ବେଳେ ୨୦୨୪ରେ ୯୭୨କୁ ବୃଦ୍ଧି ହୋଇଛି। ୫ ଜାନୁଆରୀ ୨୦୨୪ ସୁଦ୍ଧା ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୩୨

ପାଣ୍ଡିଆନଙ୍କ ବାଲେଶ୍ୱର ଗସ୍ତ

ବାଲେଶ୍ୱର : ବାଲେଶ୍ଵର ଗସ୍ତରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ପାଣ୍ଡିଆନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି ହୋଇଛି । ପାଣ୍ଡିଆନବାଲେଶ୍ଵର ଜିଲ୍ଲାରେ ୫ଟି କାର୍ୟ୍ୟକ୍ରମରେ ଯୋଗଦେବାର

ରାଜ୍ୟସଭା ଯିବେ ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ତରଫରୁ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଦିଲ୍ଳୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ତାଙ୍କୁ ସୁଶିଲ କୁମାର ଗୁପ୍ତାଙ୍କ

ସୁନ୍ଦରଗଡ଼କୁ ୯୭୦ କୋଟିର ଭେଟି

ରାଇରକେଲା: ସୁନ୍ଦରଗଡ଼କୁ ରାଜ୍ୟ ସରକାରଙ୍କ ୯୭୦ କୋଟିର ପ୍ୟାକେଜ । ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟ ଲାଗି ରାଜ୍ୟ ସରକାର ଦେଇଛନ୍ତି ୯୭୦ କୋଟି ଟଙ୍କାର ଅନୁଦାନ । ବର୍ତ୍ତମାନ ନୂଆ ଭାବରେ ସୁନ୍ଦରଗଡ଼ ଜିଲ୍ଲାର ଉନ୍ନତି

ପୁଣି ଥରେ ରାଜ୍ୟ ସଭା ଏମପି ପ୍ରାର୍ଥୀ ହେବେ ସଞ୍ଜୟ ସିଂ

ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି(ଏଏପି) ରାଜ୍ୟ ସଭା ଏମପି ସଞ୍ଜୟ ସିଂଙ୍କୁ ଏକ ଆଶ୍ୱସ୍ତି ମିଳିଛି। ସେ ପୁଣି ଥରେ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ପ୍ରାର୍ଥୀ ହେବେ, କାରଣ ରାଜ୍ୟ

ବିଜେଡିରୁ ବହିଷ୍କୃତ ହେଲେ ଏହି ଉପଦେଷ୍ଟା

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବିଜେଡିର ଉପଦେଷ୍ଟା ପ୍ରମୋଦ ରଥ ବିଜେଡିରୁ ବହିଷ୍କୃତ । ଦଳ ବିରୋଧି କାର୍ୟ୍ୟ ପାଇଁ ବହିଷ୍କୃତ । ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ପ୍ରମୋଦ ରଥ ପୂର୍ବରୁ

ଟିଏମସିର ସମର୍ଥନ ଦରକାର ନାହିଁ:ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଆସନ ଭାଗବଂଟାକୁ ନେଇ ଇଣ୍ଡିଆ ମେଂଟରେ ଫାଟ ଦେଖାଦେଇଛି । ଯାହାକୁ ନେଇ କଂଗ୍ରେସ-ଟିଏମସି ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୪୨ ଟି ଆସନରୁ

ଯିଏ ବରଯାତ୍ରୀ ଯାଇନି, ସିଏ ବାହାଘର ମଜା କୁଆଡୁ ଜାଣିବ:ସୌମ୍ୟ

ଭୁବନେଶ୍ୱର: ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚୁପ୍ ରହିବା ପରେ ପୁଣି ମୁହଁ ଖୋଲିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏଥର ଉଠାଇଛନ୍ତି ଛାତ୍ର ସଂସଦ ନିର୍ବାଚନ ବନ୍ଦ ପ୍ରସଙ୍ଗରେ। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍