THE BYAPINI
Browsing Category

ନେତା

ଶପଥ ନେଲେ ରେବନ୍ତ ରେଡ୍ଡି

ନୂଆଦିଲ୍ଲୀ: ତେଲେଙ୍ଗାନାରେ ଆରମ୍ଭ ହେଲା ରେବନ୍ତ ସରକାର ରାଜ୍ । ସେଥିପାଇଁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେବନ୍ତ ରେଡ୍ଡି । କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ଉପସ୍ଥିତିରେ ଶପଥ ନେଇଥିଲେ ରେବନ୍ତ ।

ଦୟାକରି ମୋତେ ମୋଦିଜୀ ଡାକନ୍ତୁ ନାହିଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦୀୟ ଦଳ ବୈଠକରେ ଯୋଗ ଦେଇଛି। ମୋଦି ପହଞ୍ଚିବା ପରେ ଭାଜପା ଏମ୍‌ପିମାନେ ‘ମୋଦି ଜୀ ସ୍ବାଗତ ହୈ’ ସ୍ଲୋଗାନ ଦେବା ଆରମ୍ଭ କରିଛନ୍ତି। ପୁରା ହଲ ପ୍ରକମ୍ପିତ ହୋଇଥିଲା।

ନେହରୁ ପିଓକେ ପାଇଁ ଦାୟୀ: ଅମିତ ଶାହ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର ପ୍ରସଙ୍ଗରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଦାୟୀ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଲୋକସଭାରେ ଜମ୍ମୁ-କଶ୍ମୀର ସଂଶୋଧନ ବିଲ୍ ଓ

ବିଧାନସଭା ନିର୍ବାଚନ ପାଇଁ ବିଜେପି ପାଖେ ନେତୃତ୍ବ ନାହିଁ:ଖାରବେଳ

ଭୁବନେଶ୍ବର: ବିଜେପିର ବରିଷ୍ଠ ନେତା ଖାରବେଳ ସ୍ବାଇଁଙ୍କ ବିସ୍ପୋରକ ବୟାନ। ୨୪ ନିର୍ବାଚନ ଜିତିବା ନେଇ ଛାତିରେ ହାତ ରଖି କହିପାରିବେନି ରାଜ୍ୟ ବିଜେପିର କୌଣସି ବରିଷ୍ଠ ନେତା। କାରଣ ବିଧାନସଭା ନିର୍ବାଚନ ପାଇଁ ବିଜେପି ପାଖେ

ଓଡ଼ିଶା ମାଗିଲା ଆଦିବାସୀ ହକ୍, ସଂସଦରେ ପ୍ରସଙ୍ଗ ଉଠାଇଲେ ସସ୍ମିତ

ଭୁବନେଶ୍ୱର : ଓଡ଼ିଶା ମାଗିଲା ଆଦିବାସୀ ହକ୍ । ସଂସଦରେ ବିଜେଡି ସାଂସଦ ସସ୍ମିତ ପାତ୍ର ଓଡ଼ିଶା ଆଦିବାସୀଙ୍କ ସ୍ବାର୍ଥ ସଂପର୍କିତ ବିଭିନ୍ନ ଦାବି ଉଠାଇଛନ୍ତି। କେନ୍ଦ୍ର ସରକାରଙ୍କ ନିକଟରେ ଏସବୁ ଦାବି ଦୀର୍ଘ ଦିନ ଧରି

ଇସ୍ତଫା ଦେଲେ ୧୦ ବିଜେପି ସାଂସଦ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ​​ଜିତିବା ପରେ ଭାରତୀୟ ଜନତା ପାର୍ଟିର ୧୦ ଜଣ ସାଂସଦ ବୁଧବାର ଇସ୍ତଫା ଦେଇଛନ୍ତି । ଏହି ସମସ୍ତ ସାଂସଦ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ସେମାନଙ୍କର ଇସ୍ତଫାପତ୍ର ପଠାଇଛନ୍ତି

ରେବନ୍ତ ରେଡ୍ଡୀ ତେଲଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ରେବନ୍ତ ରେଡ୍ଡୀ ତେଲଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ବିଧାୟକ ଦଳ ବୈଠକ ପରେ ସର୍ବସମ୍ମତିକ୍ରମେ କଂଗ୍ରେସ ହାଇକମାଣ୍ଡ ଏହି ନିଷ୍ପତ୍ତି ନେଇଛନ୍ତି। ଡିସେମ୍ବର ୭ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ

ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ

କଟକ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ ହୋଇଛି। ବିଧାୟକ ଶ୍ରୀ ଦାସଙ୍କ ଆବଦେନକୁ କଟକ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟର ବିବାହ ପଞ୍ଜୀକରଣ ଅଧିକାରୀ ବିବାହ ଆବେଦନରେ ତ୍ରୁଟି

ବିଜେପିକୁ ହରାଇବାକୁ ଲାଗିଥିଲା ବିଜେଡି ଟଙ୍କା:ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ଛତିଶଗଡ଼ରେ ବିଜେପିକୁ ହରାଇବାକୁ ବିଜେଡି ଟଙ୍କା ଲଗାଇଥିଲା। ଏଭଳି କିଛି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ।ସେ କହିଛନ୍ତି, ଗତ ନିର୍ବାଚନରେ ମଧ୍ୟ ବିଜେପିକୁ ହରାଇବାକୁ ଛତିଶଗଡ଼ରେ ବିଜେଡ଼ି

ଓଡ଼ିଶା ରାଜନୀତି ୨୦୨୪ରେ ୟୁ ଟର୍ଣ୍ଣ ନେବ: ମନମୋହନ

ଭୁବନେଶ୍ବର: ଓଡ଼ିଶା ରାଜନୀତି ୨୦୨୪ରେ ୟୁ ଟର୍ଣ୍ଣ ନେବ। ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଆଗ୍ରେସିଭ ମୁଡରେ ଲଢ଼ିବ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ରାଜ୍ୟ ସଭାପତି