THE BYAPINI
Browsing Category

ନେତା

ବିରୋଧୀଙ୍କୁ ମୋଦୀଙ୍କ କଟାକ୍ଷ: ସଂସଦରେ ନିର୍ବାଚନ ପରାଜୟ ରାଗ ଉଦ୍‌ଗାରନ୍ତୁ ନାହିଁ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ପରାସ୍ତଜନିତ ରାଗ ଉଦ୍‌ଗାରିବା ପରିବର୍ତ୍ତେ ସଂସଦରେ ବିଭିନ୍ନ ଆଲୋଚନାରେ ଭାଗ ନେବା ଉଚିତ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳ ନେତାଙ୍କୁ କଟାକ୍ଷ କରି ପରାମର୍ଶ

ରାଜସ୍ଥାନରେ ବି ଚାଲିବ ବୁଲଡୋଜର: ବାଲକନାଥ

ନୂଆଦିଲ୍ଲୀ : ରାଜସ୍ଥାନରେ ଭାଜପାର ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ଚେହେରାକୁ ନେଇ କଳ୍ପନାଜଳ୍ପନା ଚାଲିଛି। ଏହି ତାଲିକାରେ ଅନେକ ଚେହେରା ଅଛନ୍ତି। ବାବା ବାଲକନାଥଙ୍କ ନାମ ମଧ୍ୟ ସେମାନଙ୍କ ମଧ୍ୟରୁ ଗୋଟିଏ ଭାବରେ ବିବେଚନା

ସନ୍ଧ୍ୟାରେ ଗ୍ରାଣ୍ଡ ସେଲିବ୍ରେସନ, ସାମିଲ ହେବେ ମୋଦି

ନୂଆଦିଲ୍ଲୀ: ତିନି ରାଜ୍ୟରେ ପ୍ରଚଣ୍ଡ ବିଜୟ ଅଭିମୁଖେ ଅଗ୍ରସର ହେଉଛି ଭାରତୀୟ ଜନତା ପାର୍ଟି ବିଜେପି ।ତିନି ରାଜ୍ୟରେ ଆସିଛି ମୋଦି ସୁନାମୀ । ଏହି ମହାବିଜୟକୁ ଆହୁରି ସ୍ମରଣୀ କରିବାକୁ ସଂଧ୍ୟାରେ ନୂଆଦିଲ୍ଲୀ ସ୍ଥିତ

ତେଲେଙ୍ଗାନା : ଏକଜାଟ୍ ହେବାକୁ ଯାଉଛି ଏକଜିଟ୍ ପୋଲ୍

ନୂଆଦିଲ୍ଲୀ: ଏକଜାଟ୍ ହେବାକୁ ଯାଉଛି ଏକଜିଟ୍ ପୋଲ୍ । ତେଲେଙ୍ଗାନାରେ ସରକାର ପରିବର୍ତ୍ତନର ସଂକେତ। ହ୍ୟାଟ୍ରିକ ଲକ୍ଷ୍ୟରେ ଥିବା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ କ୍ଲିନବୋଲ୍ଡ କରିଛି କଂଗ୍ରେସ । ୪ଟି ରାଜ୍ୟରେ ଜନାଦେଶ

କାମାରେଡ୍ଡୀ ଆସନରେ କେସିଆର୍‌ ପଛୁଆ

ନୂଆଦିଲ୍ଲୀ: କାମାରେଡ୍ଡୀ ଆସନରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଓରଫ୍‌ ‘କେସିଆର୍‌’ ରାଜ୍ୟ କଂଗ୍ରେସ ମୁଖ୍ୟ ଏ. ରେବାନାଥ ରେଡ୍ଡୀଙ୍କଠାରୁ ୨୧୦୦ ଭୋଟ୍‌ରେ ପଛୁଆ ଥିବା କଥା ଅପରାହ୍ଣ ୧୨.୫୫ ସୁଦ୍ଧା

ମୋଦିଜୀ ଏମପି ମନରେ ଆଉ ଏମପି ମୋଦିଜୀଙ୍କ ମନରେ ଅଛି: ଶିବରାଜ

ନୂଆଦିଲ୍ଲୀ: ଆଜି ଆସିବ ମଧ୍ୟପ୍ରଦେଶ ଜନାଦେଶ । ଏମପିରେ ଆଗାମୀ ୫ ବର୍ଷ ପାଇଁ କିଏ ସରକାର ଗଢିବ ଏହାର ଫଇସଲା ଆଉ କିଛି ଘଣ୍ଟା ପରେ ହୋଇଯିବ । ଟ୍ରେଣ୍ଡରେ ମଧ୍ୟପ୍ରଦେଶରେ ବିଜେପି ଆଗୁଆ ରହିଛି । ରିପୋର୍ଟ ଲେଖା ହେବା

ମଧ୍ୟପ୍ରଦେଶ: ବିଜେପି ଦଳୀୟ କାର୍ୟ୍ୟାଳୟରେ ସେଲିବ୍ରେସନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ୨୩୦ ଆସନରେ ଭୋଟ ଗଣତି ଜାରି ରହିଛି । ଏକଜିଟ ପୋଲରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିବ ବୋଲି ଆକଳନ କରିଥିବା । ରିପୋର୍ଟ ଲେଖାହେବା ସୁଦ୍ଧା ମଧ୍ୟପ୍ରଦେଶରେ ବିଜେପି

ମୋଦୀ ମ୍ୟାଜିକ:୩ ରାଜ୍ୟରେ ବିଜେପିର ଜଲୱା

ନୂଆଦିଲ୍ଲୀ: ଜବରଦସ୍ତ ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି । ୪ଟି ରାଜ୍ୟର ନିର୍ବାଚନୀ ଫଳାଫଳରୁ ୩ଟି ରାଜ୍ୟରେ ବିଜେପି ଆଗୁଆ ରହିଛି । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ସରକାରକୁ ଫେରୁଥିବା ଦେଖିବାକୁ

ମାଡ଼ି ଆସୁଛି ବାତ୍ୟା: ପୁଡୁଚେରୀ ଠାରୁ ୩୦୦ କିଲୋମିଟର ଦୂରରେ ରହିଛି

ଭୁବନେଶ୍ୱର: ବଙ୍ଗୋପସାଗରରେ ଗଭୀର ଅବପାତ, ବାତ୍ୟା ରୂପ ନେଇଛି । ଏହା ଆସନ୍ତା ୫ ତାରିଖରେ ଆନ୍ଧ୍ରପ୍ରଦେଶ ସଂଲଗ୍ନ ଉତ୍ତର ତାମିଲନାଡ଼ୁ-ପୁଡୁଚେରୀ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହାର ପ୍ରଭାବରେ ଅରେଞ୍ଜ ଆଲର୍ଟ ଜାରି କରିଛି

୩ ରାଜ୍ୟରେ ବିଜେପି ଟପିଲା ମ୍ୟାଜିକ ନମ୍ବର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡ଼ ଓ ତେଲଙ୍ଗାନାର ବିଧାନସଭା ନିର୍ବାଚନ ଫଳାଫଳର ଗଣତିରୁ ଜଣାପଡ଼ିଛି ବିଜେପି ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ମ୍ୟାଜିକ୍‌ ନମ୍ବର ଟପିଛି। ମଧ୍ୟପ୍ରଦେଶରେ ମୋଟ ଆସନ ସଂଖ୍ୟା ୨୩୦