THE BYAPINI
Browsing Category

ରାଜ୍ୟ

ବଜେଟ: ୩କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି । ଏହି ସମୟରେ ସେ ପ୍ରଥମ ଓ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କରିବା ସହ ୩କୋଟି ଲକ୍ଷପତି ଦିଦି ସୃଷ୍ଟି

ବଜେଟ: ମାଗଣା ବିଜୁଳି ନେଇ ବଡ଼ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ବଜେଟ ଉପସ୍ଥାପନ କରିଛନ୍ତି । ଏହି ସମୟରେ ସେ ପ୍ରଥମ ଓ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କରିବା ସହ ୧ କୋଟି ଘରକୁ ୩ଶହ ୟୁନିଟ ମାଗଣା ବିଜୁଳି

୫୦ ପୁଲିସ କର୍ମୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ରଘୁବର ଦାସ ରାଜ୍ୟ ପୁଲିସର ୫୦ଜଣ କର୍ମଚାରୀ ଓ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ରାଜ୍ୟ ପୁଲିସର ବିଭିନ୍ନ ସେବାରେ କାର୍ୟ୍ୟରତ ଏହି ଅଫିସର ଓ

୨ଟା ପର୍ୟ୍ୟନ୍ତ ବନ୍ଦ ରହିବ ମା’ ସମଲେଶ୍ୱରୀଙ୍କ ଦର୍ଶନ

ସମ୍ବଲପୁର: ବହୁ ପ୍ରତିକ୍ଷିତ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ପରିକ୍ରମା ପ୍ରକଳ୍ପର ଶନିବାର ଲୋକାର୍ପିତ ହେବ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭବ୍ୟ

କର୍ତ୍ତବ୍ୟପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ଗଡ଼ିଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼। ବିଶ୍ୱ ଦେଖିଲା ଓଡ଼ିଶାର ମହାନ କଳା ସଂସ୍କୃତିର ଝଲକ। ସମ୍ୱଲପୁରୀ ନାଚଗୀତରେ ସମସ୍ତ ବିମୋହିତ ହୋଇଛନ୍ତି। ସୂଚନା ଅନୁଯାୟୀ,

ସମଲେଶ୍ୱରୀ ପ୍ରକଳ୍ପ ଭାଇଚାରାର ପ୍ରକଳ୍ପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶନିବାର ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରକଳ୍ପ ପୂର୍ବରୁ ମହାଯଜ୍ଞ ପାଇଁ କଳସ ଯାତ୍ରା ମଧ୍ୟ ସରିଛି। ଶନିବାରଠାରୁ ଆରମ୍ଭ ହେବ ମହାଯଜ୍ଞ । ଏଥି ପାଇଁ ରାଜ୍ୟ

ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା, ୩ ଛାତ୍ରୀ ମୃତ

ନୟାଗଡ଼ : ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ବାଣିଗୋଛା ଥାନା ଶାଳଭଙ୍ଗା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟୁରିଷ୍ଟ ବସ୍‌ ଏବଂ ଟ୍ରକ ମଧ୍ୟରେ ହୋଇଛି ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ

ଦୁଇ ଦିନ ପାଇଁ ଶୀତ ଲହରୀ ସମ୍ଭାବନା

ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ମୁତାବିକ, ଆଗାମୀ ଦୁଇ ଦିନ ପାଇଁ ଝାରସୁଗୁଡ଼ା,ଦେବଗଡ଼, ସୁନ୍ଦରଗଡ଼ , ଅନୁଗୁଳ , କେନ୍ଦୁଝର ଜିଲ୍ଲାରେ ଶୀତ ଲହରୀ ସମ୍ଭାବନା ରହିଛି। ରାତିର ତାପମାତ୍ରା ୪.୫ ଡିଗ୍ରୀ କମ୍

ଆଜି ଲୋକାର୍ପିତ ହେବ ସମଲେଇ ପ୍ରକଳ୍ପ

ଭୁବନେଶ୍ୱର  : ଶନିବାର ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ । ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ତଥା ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠର ବିକାଶ କରାଯାଇଛି । ଶନିବାର  ହେବାକୁ ଥିବା ସମଲେଇ

ହାତୀ ଆକ୍ରମଣରେ ଦୁଇ ମହିଳା ମୃତ

ଦେବଗଡ: ଦନ୍ତା ହାତୀ ଆକ୍ରମଣରେ ଦୁଇ ମହିଳା ମୃତ । ଲଇମୁରା ଥାନା ଅନ୍ତର୍ଗତ ଟିପିରିସିଂହା ଗ୍ରାମରେ ଘଟିଛି ଘଟଣା । ବିଳମ୍ବିତ ରାତିରେ ଆକ୍ରମଣ କରିଛି ହାତି । ମୃତକମାନେ ଲଇମୁରା ଟିପିରିସିଂହା ଗ୍ରାମ ୪୦ ବର୍ଷୀୟା ସୁରୁବାଲି