THE BYAPINI
Browsing Category

ରାଜ୍ୟ

କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଦୀପ ମାଝୀ

କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଦୀପ ମାଝୀ । ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦେଲେ ଇସ୍ତଫାପତ୍ର । କାମ କରିବାର ସୁଯୋଗ ଦେଇଥିବାରୁ କଂଗ୍ରେସକୁ ଧନ୍ୟବାଦ ଦେଲେ । କଂଗ୍ରେସ ହାଇକମାଣ୍ଡଙ୍କୁ ମଧ୍ୟ ଧନ୍ୟବାଦ ଦେଲେ । କହିଲେ, କିଛି

ମହାଲିଙ୍ଗ ଷ୍ଟାଡିୟମରେ ଛାନଭିନ୍

ମମିତା ହତ୍ୟାକାଣ୍ଡକୁ ନେଇ ଜୋରସୋରରେ ଚାଲିଛି ତନାଘନା । ମହାଲିଙ୍ଗ ଷ୍ଟାଡିୟମରେ ପହଞ୍ଚିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗୀର ଏସପି । ମମିତାଙ୍କ ମୃତଦେହକୁ ଯେଉଁଠି ପୋଡାଯିବା ପରେ ପୋତା ଯାଇଥିଲା ସେଠାରେ ପହଞ୍ଚି କରିଛନ୍ତି

ଆଜି କଳାହାଣ୍ଡି ବନ୍ଦ

ମମିତା ମେହେର ମୃତ୍ୟୁ ମାମଲାରେ ବିଜେପି ପକ୍ଷରୁ ୧୨ଘଣ୍ଟିଆ କଳାହାଣ୍ଡି ବନ୍ଦ ।ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସଂପୃକ୍ତି ରହିଛି ବୋଲି ବିଜେପି ଦାବି କରିଛି । ତେଣୁ ଦିବ୍ୟ ଶଙ୍କରଙ୍କର ଇସ୍ତଫା ଦାବି

ବିଧାୟକଙ୍କ ଘରୁ ମିଳିଲା ୧୪୪୦ ଗ୍ରାମର ସୁନା

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ମିଳିଲା ୧୪୪୦ ଗ୍ରାମର ସୁନା ଗହଣା ।ଭାରତର ସବୁଠୁ ବଡ଼ ଡିଜାଇନର ସବ୍ୟସାଚୀ ବ୍ରାଣ୍ଡର ଏକ ହାର ଜବତ ହୋଇଛି, ଯାହାର ମୂଲ୍ୟ ୨୪ ଲକ୍ଷ ୨୫ ହଜାର ଟଙ୍କା । ଭିଜିଲାନ୍ସ ଅଧୀନରେ ଥିବା ଚାଟାର୍ଡ

ଖସୁଛି ସଂକ୍ରମଣ

ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୯୯ ଜଣ ଥିବା

୨୩ ଘଣ୍ଟା ଧରି ରେଡ୍

ପ୍ରାୟ ୨୩ ଘଣ୍ଟାର ଛାନ୍‌ଭିନ୍‌ ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସରକାରୀ ବାସଭବନରୁ ଫେରିଲା ଭିଜିଲାନ୍ସ ଟିମ୍‌। ପ୍ରଦୀପ ପାଣିଗ୍ରାହୀଙ୍କ ସରକାରୀ ବାସଭବନରେ ରେଡ୍ କରିିଛି ଭିଜିଲାନ୍ସ । ରାତି ସାରା ରେଡ୍ କରିଥିଲା

ସତ ମାନିବେ ଅଭିଯୁକ୍ତ!

ମନୀଷ ଅନୁରାଗ ମୃତ୍ୟୁ ମାମଲା। ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି ହୋଇଛି। ୩ ଅଭିଯୁକ୍ତଙ୍କର ୪ ଦିନ ପାଇଁ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ମିଳିଛି । ଭୁବନେଶ୍ୱର ଜେଏମଏଫସି ୪ ଦିନ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ

ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ଼ । ପ୍ରଦୀପଙ୍କ ଘନିଷ୍ଠ ଥିବା ସର୍ବେଶ୍ୱର ରାଓଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି । ତାଙ୍କ ଡ୍ରାଇଭର ସହଯୋଗୀ ଓ ସର୍ମ୍ପକୀୟଙ୍କ ଘର ଉପରେ

କମୁଛି କରୋନା ସଂକ୍ରମଣ

ଦେଶରେ କମୁଛି କରୋନା ସଂକ୍ରମଣ । ୨ ଲକ୍ଷ ତଳକୁ ଖସିଛି ସକ୍ରିୟ ମାମଲା ।ବର୍ତମାନ ଦେଶର ସକ୍ରିୟ ମାମଲା ମୋଟ୍ ମାମଲାର ୧ ପ୍ରତିଶତରୁ କମ୍ । ଏବେ ଦେଶରେ ସକ୍ରିୟ ମାମଲା ଶୂନ ଦଶମିକ ୫୭ ପ୍ରତିଶତ ରହିଛି । ଯାହାକି ମାର୍ଚ୍ଚ ୨୦୨୦

ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଲଘୁଚାପ ପ୍ରଭାବରେ ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ୧୬ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ