THE BYAPINI
Browsing Category

ରାଜ୍ୟ

ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲରେ ଡ଼ାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ବିଳମ୍ବିତ ରାତିରେ ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ ନିରୁପମା ନନ୍ଦଙ୍କ ମୃତ୍ୟୁ ହୋଇଛି । ମେଡିକାଲ କଲେଜର ଲେଡିଜ୍ ହଷ୍ଟେଲ ଝରକାରେ

ଦିନକରେ ଚିହ୍ନଟ ହେଲେ ୫୮୨ ଆକ୍ରାନ୍ତ, ଗଲା ୭ ଜୀବନ

ପାର୍ବଣ ଋତୁ ଆସୁଥିବା ବେଳେ ଉପରତଳ ହେଉଛି କରୋନା ଗ୍ରାଫ୍ । ଦୁଇ ଦିନ ହେବ ରାଜ୍ୟରେ ୫୦୦ ଉପର ରହୁଛି ସଂକ୍ରମଣ । ୨୪ ଘଂଟାରେ ୫୮୨ ନୂଆ ଆକ୍ରାନ୍ତ ଚିହ୍ନଟ । ଶୁନରୁ ୧୮ ବର୍ଷ ଭିତରେ ୮୩ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ

ଭୁବନେଶ୍ୱରକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍‌

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ପୁଣିଥରେ ରାଜଧାନୀକୁ କଣ୍ଟେନମେଣ୍ଟ ଜୋନ୍‌ ଫେରିଛି। ଫରେଷ୍ଟ ପାର୍କ

ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ

ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ । ପିପିଲି-ଡେଲାଙ୍ଗ ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ । ରୁଦ୍ରଙ୍କୁ ଶପଥପାଠ କରାଇଛନ୍ତି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର । ବିଧାୟକ ଭାବେ ଶପଥ ନେବା ପରେ ରୁଦ୍ର କହିଛନ୍ତି,

ସ୍ଥାନାନ୍ତର ହେଲା ୫୦୦ କେଜି ରୁପା

ନିଳାଦ୍ରୀ ଭକ୍ତ ନିବାସ ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ରୂପା ସ୍ଥାନାନ୍ତର କରାଯାଇଛି । ଏଗାରଟି ବାକ୍ସରେ ୫କୁଇଣ୍ଟାଲ ରୁପା ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତରିତ କରାଗଲା। ଆସନ୍ତା ଶ୍ରୀଗୁଣ୍ଡିଚା ସମୟରେ ଶ୍ରୀମନ୍ଦିର କଳାହାଟ

ଇଡିରେ ହାଜର ହେଲେ ଅଭୟ ପାଠକ

ଇଡିରେ ହାଜର ହେଲେ ଅଭୟକାନ୍ତ ପାଠକ । ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ସମନ ଜାରି କରିଥିଲା ଇଡ଼ି । ଅଭୟ ପାଠକଙ୍କୁ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଭୟ ପାଠକଙ୍କ ଘରୁ ବାହାରିଥିବା ଟଙ୍କା ଓ ଟାଟା କମ୍ପାନୀ ସହ

ଶୀତଦିନ ପାଇଁ କରୋନା କଟକଣା

ଶୀତକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଜାରି ହେଲା ସ୍ବତନ୍ତ୍ର ଗାଇଡଲାଇନ୍ । ଭୁବନେଶ୍ୱରରେ ଏଣିକି ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ଯୋଗ ଦେଇପାରିବେନି ୫୦ରୁ ଅଧିକ ଅତିଥି । ଶୀତ ଦିନ ଆସୁଥିବା ଦେଖି ବିଏମସି ଜାରି କରିଛି

ପିପିଲିରେ କିଏ ମାରିବ ବାଜି ?

ପିପିଲିରେ କିଏ ମାରିବ ବାଜି ? କାହାର ହେବ ପିପିଲି ? ଜି ପ୍ରକାଶ ପାଇବ ପିପିଲି ଉପନିର୍ବାଚନ ଫଳାଫଳ । ସକାଳ ୮ରୁ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଥିବା ବେଳେ, ୮ଟା ୩୦ରୁ ଇଭିଏମ ଭୋଟ ଗଣତି ଆରମ୍ଭ ହୋଇଛି । ରୁଦ୍ର ମହାରଥୀ,

ଚାନ୍ଦା ମାଗିଲେ ବନ୍ଧା ହେବେ

ଦୁର୍ଗାପୂଜା ପାଇଁ ଟ୍ୱିନସିଟିର ଅଫିସରଙ୍କୁ ପୋଲିସ କମିଶନରଙ୍କ ନିର୍ଦ୍ଦେଶ । ଯିଏ ଚାନ୍ଦା ମାଗିବ ତାକୁ ଛଡ଼ାଯିବ ନାହିଁ । ଯିଏ ଜବରଦସ୍ତ ଚାନ୍ଦା ମାଗିବ ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଚାନ୍ଦା ମାଗୁଥିବା

ସକାଳ ୮ଟାରୁ ପିପିଲି ଉପ ନିର୍ବାଚନ ଭୋଟ୍ ଗଣତି

ଆସନ୍ତାକାଲି ଆସିବାକୁ ଯାଉଛି ପିପିଲି ଉପ ନିର୍ବାଚନ ଫଳାଫଳ । କାଲି ସକାଳ ୮ଟାରୁ ପିପିଲି ଉପ ନିର୍ବାଚନର ଭୋଟ ଗଣତି ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ୍ ଏବଂ ସକାଳ ସାଢେ ୮ଟାରୁ ଇଭିଏମ୍ ଭୋଟ ଗଣତି ଆରମ୍ଭ ହେବ ବୋଲି ଶନିବାର