Browsing Category
ରାଜ୍ୟ
କୋଟିପତି ଅଙ୍ଗନବାଡି ଦିଦି
ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡି ଦିଦି । ଭୁବନେଶ୍ୱର କୋରଡକଣ୍ଟାର ଅଙ୍ଗନବାଡି ଦିଦି କବିତା ମାଥନଙ୍କ ଘରେ ଭିଜିଲାନ୍ସର ଚଢାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାସଙ୍ଗରେ ୬ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ!-->…
ତୀବ୍ର ଅବପାତର ରୂପ ନେଲା ଅବପାତ
ତୀବ୍ର ଅବପାତର ରୂପ ନେଲା ଅବପାତ । ସାରା ରାଜ୍ୟରେ ଲାଗିରହିଛି ପ୍ରବଳ ବର୍ଷା ।୮ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ପୁରୀ,ଖୋର୍ଦ୍ଧା, କଟକ, ଜଗତସିଂହପୁର,କେନ୍ଦ୍ରାପଡା, ନୟାଗଡ,!-->…
କାଲି ୧୨ ଘଣ୍ଟିଆ କଟକ ବନ୍ଦ
ଆସନ୍ତାକାଲି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦେଲା ବିଜେପି । ଉଚ୍ଚତାକୁ ନେଇ ଉଠିଥିବା ବିବାଦ ପ୍ରସଙ୍ଗରେ ବନ୍ଦ ଡାକରା ଦେଇଛି ବିଜେପି । ସକାଳ ୬ରୁ ସନ୍ଧ୍ୟା ୬ ପର୍ୟ୍ୟନ୍ତ କଟକ ବନ୍ଦ ରହିବ । ବନ୍ଦ ଡାକରା ନେଇ ପ୍ରେସମିଟରେ ସୂଚନା!-->…
ଡେଲିଭରି ବଏଙ୍କୁ ଅପହରଣ
ରାଜଧାନୀରେ ଡେଲିଭରି ବଏଙ୍କୁ ଅପହରଣ । ଭୁବନେଶ୍ୱର ଉତରା ଛକରୁ ସ୍ୱିଗୀ ଡେଲିଭରି ବଏ ପତିତପାବନ ପୃଷ୍ଟିଙ୍କୁ ଗତକାଲି ରାତିି ୧୦ ଟା ବେଳେ କିଛି ଦୁର୍ବୁତ ମାଡ ମାରି ଅପହରଣ କରିନେଇଥିବା ନେଇ ଧଉଳି ଥାନାରେ ଅଭିଯୋଗ ହୋଇଛି ।!-->…
୬୪୯ କରୋନା ସଂକ୍ରମିତ ଚିହ୍ନଟ, ୧୦୩ କେବଳ ପିଲା
ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍ରୁ ୩୮୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ସ ୨୬୮ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୩ ଜଣ!-->…
୩ ଦିନ ପ୍ରବଳ ବର୍ଷିବ!
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ହି ଲଘୁଚାପ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହେବା ସମ୍ଭାବନା ରହିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବା ଅନୁମାନ କରାଯାଉଥିବା!-->…
ନୂଆଁଖାଇରେ ମୁଖ୍ୟମନ୍ତ୍ରୀଙ୍କ ‘କାଳିଆ’ ସହାୟତା
ରବି ଫସଲ ପାଇଁ ନୂଆଖାଇ ରେ ମିଳିଲା ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା । ୩୭ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ଗଲା ୭୪୩ କୋଟି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୩୭,୧୨,୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ!-->…
ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା
ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟ ରୂପାଣୀ । ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ଦେଇଛନ୍ତି ବିଜୟ । ତେବେ ହଠାତ କାହିଁକି ଏଭଳି ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ଇସ୍ତଫା ଦେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।
!-->!-->!-->…
କମିଶନରେଟ ପୋଲିସ କରିବ ତଦନ୍ତ
ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲାର ତଦନ୍ତ କରିବ କମିଶନରେଟ ପୋଲିସ ।ଜଗତସିଂହପୁର କୁଜଙ୍ଗରୁ କଟକ ସ୍ଥାନାନ୍ତର ହେଲା ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲା । ମୃତ ଦୁଷ୍ମନ୍ତ ମା’ ଜଗତସିଂହପୁର କୁଜଙ୍ଗ ଥାନାରେ ଏକ ଏତଲା ଦେଇଥିବା ବେଳେ!-->…
‘ଡେପୁଟି କଲେକ୍ଟର ହେବାକୁ ସ୍ୱପ୍ନ’
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତ । ୬ କୋଟିର ଚେକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଗ୍ରୁପ ଏ ସ୍ତରୀୟ ଚାକରି ବି ମିଳିଛି । ସମ୍ବର୍ଦ୍ଧନା ପରେ ପ୍ରମୋଦ ଭଗତଙ୍କୁ!-->…