Browsing Category
ରାଜ୍ୟ
୪ ଫୁଟ ରହିବ ମାଆ ଦୂର୍ଗାଙ୍କ ମୂର୍ତ୍ତି
ଏଥର ବି ୪ ଫୁଟ ରହିବ ମାଆ ଦୂର୍ଗାଙ୍କ ମୂର୍ତ୍ତି । ପୂର୍ବ ନିର୍ଦ୍ଧାରିତ ଗାଇଡଲାଇନ ମୁତାବକ ୪ ଫୁଟ୍ ରହିବ ଦେବୀଙ୍କ ମୂର୍ତ୍ତି ଉଚ୍ଚତା । ମୂର୍ତ୍ତି ଉଚ୍ଚତା ବଢବନି ବୋଲି ଏସଆରସି କହିଛନ୍ତି। କରୋନା ପାଇଁ ଏଥର ନିରାଡ଼ମ୍ବରରେ!-->…
ଦୁଷ୍ମନ୍ତଙ୍କ ପରିବାରକୁ ପୌଷ୍ୟ ଭାବେ ଗ୍ରହଣ କଲେ ପାରାଦୀପ ବିଧାୟକ
ଦୁଷ୍ମନ୍ତ ଦାସଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କଲେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ । ଦୁଷ୍ମନ୍ତ ଦାସଙ୍କ ଦୁର୍ଭାଗ୍ୟ ଜନକ ବିୟୋଗରେ ସେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି । ଦୁଃଖଦ ସମୟରେ ପରିବାର ସହ ଅଛନ୍ତି ଓ ତାଙ୍କ!-->…
ଓଡିଶାରେ ପ୍ରମୋଦ ଭଗତ
ଓଡିଶାରେ ପହଞ୍ଚିଲେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତ । ବିମାନବନ୍ଦରରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଟୋକିଓ ପାରା ଅଲିମ୍ପିକ୍ସରେ ଓଡିଆ ପୁଅ ପ୍ରମୋଦ ଭଗତ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରମୋଦ!-->…
ଆଜିଠୁ ତିନି ଦିନ ବନ୍ଦ ରହିବ ଶ୍ରୀମନ୍ଦିର
ଆଜିଠୁ ତିନିଦିନ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଆଜି ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି । ସେପଟେ ପୂର୍ବ ଏସ୍ଓପି ଅନୁଯାୟୀ ଶନିବାର ଓ ରବିବାର ବି ଶ୍ରୀମନ୍ଦିରରେ ଦର୍ଶନ!-->…
ପୁଣି ୧୦୦ରୁ ଅଧିକ ଛୁଆ ଆକ୍ରାନ୍ତ
ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । କୋଭିଡ୍ ସଂକ୍ରମଣର ମାସେ ଭିତରେ ଶିଶୁଙ୍କ ମଧ୍ୟରେ ଏମଆଇ ସିଣ୍ଡ୍ରୋମ ବଢ଼ୁଥିବା ସ୍ୱାସ୍ଥ୍ୟ!-->…
ବ୍ୟବସାୟୀଙ୍କୁ ଗୁଳିମାଡ
କଟକ କନ୍ଦରପୁର ସ୍ଥିତ ଅଥଙ୍ଗାରେ ବ୍ୟବସାୟୀଙ୍କୁ ଗୁଳିମାଡ । ଦିନ ଦ୍ୱିପହରରେ ଗୋଟିଏ ବାଇକ୍ରେ ୨ ଜଣ ଦୁର୍ବୃତ୍ତ ଆସି ଜଣେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରିଥିବା ଜଣାପଡ଼ିଛି। ବ୍ୟବସାୟୀଙ୍କ ଗୋଡ଼ରେ ଗୁଳି ବାଜିଛି। ତାଙ୍କ!-->…
‘ଦୁଷ୍ମନ୍ତଙ୍କ ମୃତ୍ୟୁର ହେବ ବିଭାଗୀୟ ତଦନ୍ତ’
ଦୁଷ୍ମନ୍ତଙ୍କ ମୃତ୍ୟୁର ହେବ ଆଭ୍ୟନ୍ତରୀଣ ବିଭାଗୀୟ ତଦନ୍ତ । ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରାଣା ଏନେଇ ସୂଚନା ଦେଇଛନ୍ତି । ଗତକାଲି ରାତିରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାତିରେ ଶବ ବ୍ୟବଚ୍ଛେଦ ହୋଇଛି ।!-->…
ଶିଶୁଙ୍କ ପାଇଁ ଚିନ୍ତା ବଢାଇଲା ଏମଆଇ ସିଣ୍ଡ୍ରୋମ!
ଶିଶୁଙ୍କ ସଂକ୍ରମଣ ନେଇ ଚିନ୍ତା ବଢାଇଲା ଏମଆଇ ସିଣ୍ଡ୍ରୋମ । କୋଭିଡ ସଂକ୍ରମଣର ଏକ ମାସ ପରେ ଶୂନରୁ ୧୦ ବର୍ଷ ପିଲାଙ୍କ ଭିତରେ ଏମଆଇ ସିଣ୍ଡ୍ରୋମର ସମ୍ଭାବନା ବଢିଯାଉଛି। ପ୍ରଥମ ଲହରିରେ ଏହା ଚିହ୍ନଟ ହୋଇ ନଥିଲା। ଦ୍ଵିତୀୟ!-->…
ଶେଷ ଦିନରେ ଅଚଳାବସ୍ଥା
ମୌସୁମୀ ଅଧିବେସନ ଶେଷ ଦିନରେ ଚାଲିପାରୁନି ଗୃହ କାର୍ୟ୍ୟ । ଆଜି ପ୍ରଶ୍ନକାଳ ଆରମ୍ଭରୁ ଦୁଷ୍ମନ୍ତ ମୃତ୍ୟୁ ପ୍ରସଙ୍ଗ ଓ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ହଙ୍ଗାମା କରିଥିଲେ ବିରୋଧୀ । କଂଗ୍ରେସ ବି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ!-->…
ଏଣିକି ଶନିବାର ବି ଖୋଲିବ ଶ୍ରୀମନ୍ଦିର
ଏଣିକି ସପ୍ତାହକୁ ୬ ଦିନ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । କେବଳ ରବିବାରକୁ ଛାଡିଦେଲେ ଅନ୍ୟ ୬ ଦିନ କାଳିଆ ଦର୍ଶନ କରିପାରିବେ ଭକ୍ତ । ଶନିବାର ଶ୍ରଦ୍ଧାଳୁ ଜଗା ଦର୍ଶନ କରିପାରିବେ । ରବିବାର ସାନିଟାଇଜେସନ୍ ପାଇଁ!-->…