THE BYAPINI
Browsing Category

ରାଜ୍ୟ

ସ୍ତ୍ରୀ,ପୁଅକୁ ମାରିବା ପରେ ସ୍ୱାମୀର ଆତ୍ମହତ୍ୟା

ସ୍ତ୍ରୀ ଓ ପୁଅକୁ ମାରିବା ପରେ ସ୍ୱାମୀର ଆତ୍ମହତ୍ୟା । ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ କୋଟବଗଡ ଗାଁରେ ଏଭଳି ଏକ ଅଭାବନନୀୟ ଘଟଣା ଘଟିଛି ।ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ସାଇଂଟିଫିକ୍

ବାଚସ୍ପତିଙ୍କ ଚାମ୍ବର ଘେରିଲେ ବିରୋଧୀ

ବିଧାନସଭା ମୌସୁମୀ ଅଧିବେଶନର ସପ୍ତମ ଦିନରେ ଗୃହ କାର୍ୟ୍ୟ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ।ଖଣି ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରି ନଥିବାରୁ ଗୃହରେ ହୋହଲ୍ଲା ହୋଇଥିଲା ।

୨ ଦିନ ଭିତରେ ମୂର୍ତ୍ତି ଉଚ୍ଚତା ନିଷ୍ପତ୍ତି

ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ବସିଥିବା ବୈଠକ ଶେଷ । ମୂର୍ତ୍ତିର ଉଚ୍ଚତା କେତେ ଫୁଟ ରହିବ, ଏନେଇ ଆସନ୍ତା ଦୁଇଦିନ ଭିତରେ ନିଷ୍ପତ୍ତି ନେବେ ସରକାର । ମହାନଗର ଶାନ୍ତି କମିଟି ମୁଖ୍ୟ ପ୍ରଭାତ ରଞ୍ଜନ ତ୍ରିପାଠୀ କହିଛନ୍ତି,

ଖୋର୍ଦ୍ଧାରେ ପୁଣି ୩୦୦ ଟପିଲା

୨୪ଘଂଟାରେ ରାଜ୍ୟରେ ୭୬୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୪ ହଜାର ୬୦୨ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ୧ ଦଶମିକ ୧୭ ପ୍ରତିଶତ ରହିଛି ।ଶୂନରୁ ୧୮ ବର୍ଷ ଭିତରେ ୧୦୨ ପିଲାଙ୍କୁ କରୋନା । ଏମାନଙ୍କ

‘ଡିଏଫଓଙ୍କୁ ସରକାର ଘଣ୍ଟ ଘୋଡାଉଛନ୍ତି’

ବିଧାନସଭାରେ ଉଠିଲା ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ପ୍ରସଙ୍ଗ। ଗୃହରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓ। ମାମଲାରେ ପ୍ରଥମେ ପୋଲିସ୍ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଛି। ହେଲେ ତଥାପି

୩ ବର୍ଷରେ ୨୮୨ ହାତୀଙ୍କ ମୃତ୍ୟୁ

ବିଧାନସଭାରେ ବିଧାୟକ ଗଣେଶ ରାମ ଖୁଣ୍ଟିଆ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ୨୦୧୮ରୁ ଏବେ ଯାଏଁ ରାଜ୍ୟରେ କେତେ ସଂଖ୍ୟକ ହାତୀ ଓ ବାଘର ମୃତ୍ୟୁ ହୋଇଛି ତାହାର ସବିଶେଷ ତଥ୍ୟ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ

ମାନସ ଦାସଙ୍କ ଘରେ ରେଡ୍

ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ଘରେ ଚଢାଉ । ଭୁବନେଶ୍ୱର ସ୍ଥିତ ଘରେ ସହିଦ ନଗର ପୋଲିସ ସହ ଖୋର୍ଦ୍ଧା ପୋଲିସର ରେଡ୍ । ଘରୁ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ କଲା ପୋଲିସ ।ଏବେ ଝାରପଡା ଜେଲରେ ଅଛନ୍ତି ମାନସ ଦାସ ଓ ପୁଅ

‘ଆବଶ୍ୟକ ହେଲେ ସ୍କୁଲ ବନ୍ଦ ହେବ’

ଶିଶୁଙ୍କ ସଂକ୍ରମଣ ନେଇ ଡିଏମଇଟିଙ୍କ ସୂଚନା । ପିଲାମାନେ କରୋନାରେ ସଂକ୍ରମିତ ହେବା ପାଇଁ ପରିବାରକୁ ପରୋକ୍ଷରେ ଦାୟୀ କଲା ସ୍ୱାସ୍ଥ୍ୟ ବିଭାଗ। ପିଲାମାନଙ୍କୁ ସୁରକ୍ଷିତ ରଖିବା ଅଭିଭାବକଙ୍କ ଦାୟିତ୍ୱ । ପିଲାକୁ ଥଣ୍ଡା, କାଶ କି

୨୪ଘଂଟାରେ କରୋନାରେ ଗଲା ୭ ଜୀବନ

୨୪ଘଂଟାରେ ରାଜ୍ୟରେ ୬୩୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ୫୭ ହଜାର ୩୦୩ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ୧ ଦଶମିକ ୧୧ ପ୍ରତିଶତ ରହିଛି । କ୍ୱାରେଣ୍ଟାଇନ ସେଣ୍ଟରରୁ ୩୭୨ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ

୬ ଜିଲ୍ଲାରେ ପ୍ରବଳ ବର୍ଷା

ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ସୋମବାର ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ