Browsing Category
ରାଜ୍ୟ
ହାଇୱା ଧକ୍କାରେ ଶିଶୁ ମୃତ,ରାସ୍ତା ଅବରୋଧ
ବଡ଼ମ୍ବା: ହାଇୱା ଧକ୍କାରେ ଶିଶୁ ମୃତ । ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା, ରାସ୍ତା ଅବରୋଧ । କଟକ ଜିଲ୍ଲା ନରସିଂହପୁର ଥାନା ବାଘୁଆପାଳ ଗାଁରେ ହାଇୱା ଧକ୍କାରେ ଜଣେ ଶିଶୁ ପ୍ରାଣ ହରାଇଛି । ଶିଶୁଟି ସ୍କୁଲରୁ ଫେରୁଥିବା ବେଳେ!-->…
ଏଣିକି ଶୀତ ଆହୁରି ଅନୁଭୂତ ହେବ
ଭୁବନେଶ୍ୱର: ଏଣିକି ରାତିରେ ତାପମାତ୍ରା ଆହୁରି କମିବ । ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବ । ତେଣୁ ଶୀତ ଆହୁରି ଅନୁଭୂତ ହେବ ବୋଲି ଜଣାପଡିଛି । ଉପକୂଳ ଓଡିଶାରେ ରାତିରେ ତାପମାତ୍ରା ୧୫ ଡିଗ୍ରୀ ତଳେ ପୁଣିଥରେ ରହିବ!-->…
ହତ୍ୟା ମାମଲାରେ ଡାକ୍ତରଙ୍କୁ ଆଜୀବନ ଜେଲ
ବ୍ରହ୍ମପୁର : ବହୁ ଚର୍ଚ୍ଚିତ ବିଷ୍ଣୁ ଗୌଡ଼ ହତ୍ୟା ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁକ୍ରବାର ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ (ଏଡିଜେ)୩ ରାଜ କୁମାର ଦାଶ ପ୍ରକାଶ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ!-->…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ବ୍ରାହ୍ମଣବରଣ କଲେ ଗଜପତି
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ଆଦ୍ୟପର୍ବ ୧୨ତାରିଖ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ସନ୍ଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରେ ବ୍ରାହ୍ମଣବରଣ ଓ ଗୁଆଟେକା କରିଛନ୍ତି। ବିଧିବିଧାନ!-->…
ସମଲେଇ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ପାଣ୍ଡିଆନ
ସମ୍ବଲପୁର : ସମ୍ବଲପୁର ଗସ୍ତରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ ପରେ ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ ବୁଲି ଦେଖିଛନ୍ତି । ଶୁକ୍ରବାରଭିକେ ପାଣ୍ଡିଆନ୍ ସମ୍ବଲପୁର ଗସ୍ତରେ!-->…
ଓଏଏସ୍ସ୍ତରରେ ଅଦଳବଦଳ
ଭୁବନେଶ୍ୱର : ରାଜ୍ୟ ସରକାର ଶୁକ୍ରବାର ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ବଦଳି କରିଛନ୍ତି । ୧୨ଜଣ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ,!-->…
ଆଜି ନୀଳଗିରିକୁ ପାସେଞ୍ଜର ଟ୍ରେନ ଲୋକାର୍ପଣ କରିବେ ରେଳମନ୍ତ୍ରୀ
ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳରେ ଅଞ୍ଚଳବାସୀଙ୍କ ସ୍ୱପ୍ନ ଆଜି ପୂରଣ ହେବାକୁ ଯାଉଛି । ନୀଳଗିରିକୁ ପାସେଞ୍ଜର ଟ୍ରେନ ଚାଲିବା ନେଇ ବହୁ ଦିନରୁ ଅଞ୍ଚଳବାସୀ ଅପେକ୍ଷା କରିଥିଲେ । ଶନିବାର ଦିନ!-->…
ସରିଲା ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା
ସମ୍ବଲପୁର : ସରିଲା ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା । ଆସିଲା ପକ୍ଷୀ ଗଣନା ରିପୋର୍ଟ । ଗତବର୍ଷ ଅପେକ୍ଷା ପ୍ରଜାତି ବଢିବା ସହ ସଂଖ୍ୟା ମଧ୍ୟ ବଢିଛନ୍ତି । ଚଳିତ ବର୍ଷ ହୀରାକୁଦକୁ ୧୧୩ ପ୍ରଜାତିର ୩ ଲକ୍ଷ ୪୨ ହଜାର ପକ୍ଷୀ!-->…
ଅର୍ପଣ କାର୍ୟ୍ୟକ୍ରମକୁ ନେଇ ରାଜନୀତି କରିବା ଅନୁଚିତ୍:ଧର୍ମେନ୍ଦ୍ର
କଟକ: ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ କାର୍ୟ୍ୟକ୍ରମକୁ ନେଇ ନହେଉ ରାଜନୀତି । ଯିଏ ପ୍ରଭୁ ରାମ ସିଏ ହିଁ ଜଗନ୍ନାଥ । ତେଣୁ କୌଣସି ଧାର୍ମିକ କାର୍ୟ୍ୟକ୍ରମକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି,!-->…
ପରିକ୍ରମା ପ୍ରକଳ୍ପ ପାଇଁ ୪୪ ପ୍ଲାଟୁନ ଫୋର୍ସ ମୁତୟନ
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି।ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ।ତାଙ୍କ ସୂଚନା ଅନୁଯାୟୀ ୪୪ ପ୍ଲାଟୁନ!-->…