THE BYAPINI
Browsing Category

ରାଜ୍ୟ

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିଲା ମୋହର । ଶ୍ରୀମନ୍ଦିର ସେବାୟତ ପରିବାରକୁ ମିଳିବ ଘର। ପ୍ରଥମ ପର୍ୟ୍ୟାୟରେ ୪ଶହ ସେବାୟତ ପରିବାରକୁ ଘର ମିଳିବ। ୮ ଏକର ଜମିରେ ବ୍ୟବସ୍ଥା ହୋଇଛି।

ଦ୍ୱିତୀୟଠୁ ବଡ଼ ହୋଇପାରେ ତୃତୀୟ ଲହର!

ଦ୍ୱିତୀୟଠୁ ବଡ଼ ହୋଇପାରେ ତୃତୀୟ ଲହର । କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରର ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ପସ୍ତୁତ କରାଇଛନ୍ତି । ଦ୍ୱିତୀୟ

ପୁଣି ୧୩୦ ପିଲା ଆକ୍ରାନ୍ତ

ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ହେଲେ ଏବେ ଅଧିକାଂଶ ଛୁଆ କରୋନାରେ ସଂକ୍ରମିତ ହେଉଛନ୍ତି, ଯାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ରାଜ୍ୟରେ ପୁଣି ୧୩୦ ପିଲା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ଗତ ୨୪

୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ

ରାଜ୍ୟରେ ପୌରନିର୍ବାଚନ ବିଳମ୍ବ ମାମଲା । ବିଭିନ୍ନ ପୌରାଞ୍ଚଳର ନିର୍ବାଚନ ବିଳମ୍ବ ପ୍ରସଂଗକୁ ନେଇ ଦାୟର ତିନୋଟି ପୃଥକ ମାମଲାର ହାଇକୋର୍ଟ ଏକତ୍ର ଶୁଣାଣି କରିଛନ୍ତି । ଶୁଣାଣି ପ‌ରେ ରାଜ୍ୟ ନିର୍ବାଚନ କମିସନ ଓ ରାଜ୍ୟ

ସେପଟେମ୍ବରରୁ ଗଡ଼ିବ ଇ-ଯାନ

ରାଜ୍ୟରେ ଖୁବଶୀଘ୍ର ଆସୁଛି ଇ ଯାନ ନୀତି । ଆସନ୍ତା କ୍ୟାବିନେଟରେ ଆସିବ ଏହି ଇ ଯାନ ନୀତି । ଏହାର ମୁଖ୍ୟ ଉଦେଶ୍ୟ ହେଉଛି ପ୍ରଦୂଷଣ ରୋକିବା । ପରିବହନ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ମଡେଲ

ଆଉ ୧୩୧ ପିଲା ସଂକ୍ରମିତ

ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା ।ଗତ ୨୪ ଘଣ୍ଟା ମଧ୍ୟରେ ୮୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ପିଲାଙ୍କ ସଂକ୍ରମଣ ସଂଖ୍ୟା କମୁନି । ୧୮ ବର୍ଷରୁ କମ ୧୩୧ ଜଣ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ।ଚିହ୍ନଟ

ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ଫଳ

ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ରେଜଲ୍ଟ । ଅଫଲାଇନ ପରୀକ୍ଷାରେ ୫୨୩୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଯେଉଁଥିରେ ୩୧୦୦ ଛାତ୍ର ଓ ୨୧୩୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଅଫଲାଇନ ପରୀକ୍ଷାରେ ୮୦.୮୩ ପ୍ରତିଶତ

ତଳମୁହାଁ କରୋନା ସଂକ୍ରମଣ

ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ମାତ୍ର ୬୨୫ କରୋନା ଆକ୍ରାନ୍ତ। କ୍ୱାରେଣ୍ଟାଇନରୁ ୩୬୬ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୨୫୯। ୧୮ ବର୍ଷ ମଧ୍ୟରେ ଆକ୍ରାନ୍ତ ହୋଇଛନ୍ତି ୮୦ ଜଣ

ହାଇକୋର୍ଟ ଯିବାକୁ କହିଲେ ସୁପ୍ରିମକୋର୍ଟ

ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆବେଦନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ପରୀ ହତ୍ୟା ମାମଲାରେ ଦୋଷୀଙ୍କୁ ଉଚିତ ଦଣ୍ଡ ଦେବା ପାଇଁ ମାମଲାର ସିବିଆଇ ତଦନ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରୀର

ବନ୍ଧା ହେଲେ ତହସିଲଦାର

ବସୁନ୍ଧରା ଯୋଜନା ଜମି ଜାଲିଆତି ମାମଲାରେ ୫ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ମାନଙ୍କ ମଧ୍ୟରେ ଜଣେ ତହସିଲଦାର ଓ ୪ ପୂର୍ବତନ ଆରଆଇ ଅଛନ୍ତି।ଅପରାଧିକ ଯୋଜନା, ଅନିୟମିତତା , ଜାଲିଆତି ଏବଂ ଅପରାଧିକ ଷଡ଼ଯନ୍ତ୍ର କରି ବ୍ୟାପକ