Browsing Category
ରାଜ୍ୟ
ଅକ୍ଟୋବରରେ ପିକ୍ !
ଆସନ୍ତା ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର। ବଢିପାରେ କରୋନା ସଂକ୍ରମଣ । ପିଏମ୍ଓକୁ ସତର୍କ କରାଇଲା ଏମ୍ଏଚ୍ଏ ପେନାଲ । ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଷ୍ଟର ମ୍ୟାନେଜମେଂଟ ବା ଏନ୍ଆଇଡିଏମ୍ ଦ୍ୱାରା ଗଠିତ ଏକ ବିଶେଷଜ୍ଞ!-->…
୧୦୦ ତଳକୁ ଖସୁନି ପିଲାଙ୍କ ସଂକ୍ରମିତ ସଂଖ୍ୟା
ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ । ହେଲେ ଶିଶୁଙ୍କ ସଂକ୍ରମିତ ସଂଖ୍ୟା ୧୦୦ ତଳକୁ ଖସୁନି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୪୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ!-->…
ଆଜିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ
ଚାରି ମାସ ପରେ ଆଜିଠୁ ପୁଣି ଆରମ୍ଭ ହୋଇଛି ଭକ୍ତ ଓ ଭଗବାନଙ୍କ ମିଳନ । ଶ୍ରୀମନ୍ଦିରରେ ଜଗା ଦର୍ଶନ କରୁଛନ୍ତି ସର୍ବସାଧାରଣ । ଶ୍ରଦ୍ଧାଳୁମାନେ କିଭଳି ମନ୍ଦିରକୁ ଯାଇ ଶୃଙ୍ଖଳିତ ଦର୍ଶନ କରିପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ!-->…
ଡିଏଫ୍ଓ ଓ ବିଦ୍ୟାଭାରତୀଙ୍କ ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ
ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଡିଏଫ୍ଓ ଏବଂ ବିଦ୍ୟାଭାରତୀ ପଣ୍ଡାଙ୍କର ଆବଶ୍ୟକ ହେଲେ କରାଯିବ ଲାଏ ଡିଟେକ୍ସନ ଟେଷ୍ଟ। ଆଜି ଡିଏଫ୍ଓଙ୍କୁ ୩ ଘଣ୍ଟା ଧରି ମାରାଥନ ଜେରା କରିଥିଲେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍। ସଂଗ୍ରାମ!-->…
ଡିଏଫ୍ଓଙ୍କୁ ଜେରା କରୁଛି କ୍ରାଇମ୍ବ୍ରାଞ୍ଚ
ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି ଡିଏଫଓ ସଂଗ୍ରାମ ବେହେରା । ପାରଳାଖେମୁଣ୍ଡି ପୁଲିସ ଗେଷ୍ଟ ହାଉସ୍ରେ କ୍ରାଇମ୍ବ୍ରାଞ୍ଚର ୪ ଜଣିଆ ଟିମ୍ ତାଙ୍କୁ ପଚରାଉଚରା କରୁଛି।!-->…
୧୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ରାଜ୍ୟରେ ୧୦ ହଜାର ଡେଇର୍ଛି ମୋଟ ସଂକ୍ରମିତଙ୍କ ସଂଖ୍ୟା । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୪ରେ ପହଞ୍ଚିଛି । ୨୪ ଘଣ୍ଟାରେ ୭୧ ହଜାର ୨୬୪ ନମୂନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ରହିଛି ୧.୨୭% । ୨୪ ଘଣ୍ଟା ମଧ୍ୟରେ!-->…
ଆଉ ରହିବନି ଚିକିତ୍ସା ପାଇଁ ଟଙ୍କା ଚିନ୍ତା..
ମାଲକାନଗିରିରେ ସ୍ମାର୍ଟ ହେଲଥ୍ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଣ୍ଡା ଜନଜାତି ମହିଳା ଶୁକ୍ରୀ ଧାଙ୍ଗଡା ମାଝୀଙ୍କୁ ଵିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର ପ୍ରଥମ ସ୍ମାର୍ଟ ହେଲଥ କାର୍ଡ ପ୍ରଦାନ କରି!-->…
ରେଳମନ୍ତ୍ରୀଙ୍କ ରେଳଯାତ୍ରା
ରେଳମନ୍ତ୍ରୀଙ୍କ ରେଳଯାତ୍ରା । ରାୟଗଡ଼ାକୁ ଟ୍ରେନରେ ଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀ ବୈଷ୍ଣବଙ୍କ ରାୟଗଡ଼ାକୁ ଟ୍ରେନ ଯାତ୍ରା ସମୟରେ ଯାତ୍ରୀଙ୍କ ସହ କଥା ହେଲେ, ସୁଖ ଦୁଃଖ ବୁଝିଲେ । ଆଜି ଭୋର ୪ଟା ୪୫ରେ!-->…
ରାଜ୍ୟରେ ୧୦ ଲକ୍ଷ ଟପିବ ସଂକ୍ରମିତଙ୍କ ସଂଖ୍ୟା
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଛି । ହେଲେ ଶିଶୁଙ୍କ ସଂକ୍ରମିତ ସଂଖ୍ୟା ଚିନ୍ତା ବଢାଉଛି । ସେହିପରି ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପିପାରେ । ଗତ ୨୪ ଘଣ୍ଟା ମଧ୍ୟରେ ୯୮୬ କରୋନା ପଜିଟିଭ୍ ଚିହ୍ନଟ!-->…
ବୋହୂଙ୍କ ଅଭିଯୋଗ ପରେ ମୁହଁଖୋଲିଲେ ଭର୍ତ୍ତୃହରି…
ଯୌତୁକ ନିର୍ୟ୍ୟାତନା ନେଇ ଅଭିଯୋଗ ପରେ ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । ଗତ ୪ ବର୍ଷ ହେଲା ତାଙ୍କ ପୁଅ, ବୋହୂ ଅଲଗା ରହୁଛନ୍ତି । ୪ ବର୍ଷ ହେଲା ତାଙ୍କ ପୁଅ ତାଙ୍କ ପତ୍ନୀଙ୍କ ବିରୋଧରେ ଛାଡପତ୍ର!-->…