Browsing Category
ରାଜ୍ୟ
୧୬ରୁ ଖୋଲିବ ସ୍ୱର୍ଗଦ୍ୱାର
୧୬ରୁ ଖୋଲିବ ସ୍ୱର୍ଗଦ୍ୱାର । ଆସନ୍ତା ୧୬ ତାରିଖରୁ ପୁରୀ ବାହାର ଜିଲ୍ଲାର ଲୋକଙ୍କୁ ଶବଦାହ କରିବାକୁ ଅନୁମତି ପ୍ରଦାନ କରାଯାଇଛି । ଶବଦାହ ସମୟରେ କୋଭିଡ୍ କଟକଣା ମଧ୍ୟରେ ୧୦ ଜଣ ଉପସ୍ଥିତ ରହିପାରିବେ । ତେବେ ସ୍ୱର୍ଗଦ୍ୱାରରେ!-->…
ବାହାରିଲା +୨ କଳା ପରୀକ୍ଷା ଫଳ..ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ
ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ରେଜଲ୍ଟ । କଳା ରେଗୁଲାରରେ ପାସ୍ ହାର ୯୮.୫୮% ରହିଛି। ୧ ଲକ୍ଷ ୮୯ ହଜାର ୩୬୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧ ଲକ୍ଷ ୮୬ ହଜାର ୬୮୫ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ରେଗୁଲାର ପ୍ରଥମ ଶ୍ରେଣୀରେ!-->…
ହଜାରେ ତଳକୁ ଖସୁନି ସଂକ୍ରମଣ
ରାଜ୍ୟରେ କରୋନା ସଂକ୍ରମଣ ଏକ ପ୍ରକାର ସ୍ଥିର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ ୪୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ୨୫ଜଣ,!-->…
ଏମିତି ବି ଆସେ ମୃତ୍ୟୁ
ରାୟଗଡା: ଏମିତି ବି ଆସେ ମୃତ୍ୟୁ । ହସ୍ପିଟାଲରୁ ଫେରୁଥିଲେ ହେଲେ ଅଧାବାଟରେ ଚାଲିଗଲା ଜୀବନ । ରାୟଗଡ଼ା ଜିଲ୍ଲା ଅମ୍ବାଦଳା ନିକଟ ମଂଜରିକୋପା ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରେଲର।!-->…
ବିଜେଡି ଦେବ ୨୭% ଓବିସି ପ୍ରାର୍ଥୀ
ଓବିସିଙ୍କୁ ନେଇ ବଡ଼ କାର୍ଡ଼ ଖେଳିଲା ବିଜୁ ଜନତା ଦଳ । ଆଗାମୀ ପଞ୍ଚାୟତ ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀ ବିଜେଡ଼ି ଦେବ ବୋଲି ଘୋଷଣା ହୋଇଛି। ଏନେଇ ପ୍ରେସମିଟ୍ କରି ବିଧିବଦ୍ଧ ଭାବରେ ସୂଚନା ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର!-->…
୨୫ ଜଣଙ୍କୁ ଉଠାଇନେଲା ପୁଲିସ
ଖରସ୍ରୋତା ଆନ୍ଦୋଳନ ପରେ ୨୫ଜଣଙ୍କୁ ଉଠାଇନେଲା ପୋଲିସ । ବରୁଣାଡିହରେ ଗତକାଲିର ଖରସ୍ରୋତା ସଂଗ୍ରାମ ସମିତି କର୍ମକର୍ତ୍ତା ଓ ପୁଲିସ ମଧ୍ୟରେ ଗଣ୍ଡଗୋଳ ପରେ ଘଟଣାସ୍ଥଳରେ ୧୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଅଛନ୍ତି । ଗତକାଲିର ଘଟଣା!-->…
ଖୋର୍ଦ୍ଧାରେ ବଢୁଛି ସଂକ୍ରମଣ
ରାଜ୍ୟରେ କରୋନା ସଂକ୍ରମଣ ପୁଣି ୧୧ଶହ ଉପରେ ରହିଛି ।ଖୋର୍ଦ୍ଧାରେ ସଂକ୍ରମଣ ବଢିବଢି ଚାଲିଛି ।ଖୋର୍ଦ୍ଧାରୁ ସର୍ବାଧିକ ୪୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଅନୁଗୁଳ ଜିଲ୍ଲାରୁ ୪୯ ଜଣ, ବାଲେଶ୍ୱର ଜିଲ୍ଲାରୁ ୬୯ଜଣ, ବରଗଡ଼ ଜିଲ୍ଲାରୁ!-->…
ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ
ଉଗ୍ରରୂପ ନେଇଛି କେନ୍ଦ୍ରାପଡା ଖରସ୍ରୋତା ବିବାଦ । ରାଜକନିକାରେ ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ । ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ପାଇଁ ହେଉଥିବା ମେଗା ଜଳ ପ୍ରକଳ୍ପକୁ ଜୋରଦାର ବିରୋଧ । ପ୍ରଶାସନ ପକ୍ଷରୁ ଧାରା ୧୪୪!-->…
ପୁଣି ୧୧ ଶହ ଛୁଇଁଲା ସଂକ୍ରମଣ
ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢିକି ୧୧ ଶହରେ ପହଞ୍ଚିଛି । ହଜାରେ ତଳକୁ ଖସିଥିବା ବେଳେ ଦୁଇ ଦିନ ହେବ ହଜାରେ ଉପରେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୯୭!-->…
ଆଜିଠୁ ମହାପ୍ରଭୁଙ୍କ ଦର୍ଶନ
ଖୋଲିଲା ଶ୍ରୀମନ୍ଦିର।ଆଜି ଓ ଆସନ୍ତାକାଲି ସେବାୟତଙ୍କ ପରିବାର ଜଗା ଦର୍ଶନ କରିପାରିବେ ।। ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଠାରୁ ରାତ୍ର ପହୁଡ ପର୍ୟ୍ୟନ୍ତ ଯେକୌଣସି ଦ୍ବାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ ସେବାୟତ ପରିଵାର।!-->…