THE BYAPINI
Browsing Category

ରାଜ୍ୟ

ବୁର୍ଲାରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

ସମ୍ବଲୁପର ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଧନକଉଡ଼ା କୁଦଗୁଣ୍ଡେରପୁର ଗାଁର କୈବଲ୍ୟ ରୋହିଦାସ। ଧାନ ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ସେ ମାନସିକ ଚାପରେ ଥିଲେ। ଗତ ବୁଧବାର ଦିନ

ରାଜରାସ୍ତାରେ ଆଣ୍ଠେଇ ଅଭିନବ ପ୍ରତିବାଦ

ରାଜଧାନୀ ରାଜରାସ୍ତାରେ ଆଣ୍ଠେଇ ଅଭିନବ ପ୍ରତିବାଦ କଲେ ଓଏସଏସଟିଇଟି ପରୀକ୍ଷାରେ ପାସ କରିଥିବା ଟ୍ରେଣ୍ଡ ଯୁବକ ଯୁବତୀ । ହିନ୍ଦୀ, ସାଂସ୍କୃତ ଏବଂ କ୍ରିଡ଼ା ଟିଚର ନିଯୁକ୍ତି ପାଇଁ ଆନ୍ଦୋଳନ କରିଛନ୍ତି ସଂଘ । ଦୀର୍ଘ ୭ବର୍ଷ ହେଲା

ଅଗଷ୍ଟ ୧୬ରୁ ଆରମ୍ଭ ହେବ ନବମ ଶ୍ରେଣୀ କ୍ଲାସ

ରାଜ୍ୟରେ କୋଭିଡ କଟକଣା ସରକାର ଧିରେ ଧିରେ କୋହଳ କରୁଥିବା ଅନଲକ ମୁହାଁ ହୋଇଛି ଓଡିଶା । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରଙ୍କ ପାଇଁ ସ୍କୁଲ ଖୋଲିଥିବା ବେଳେ ଆସନ୍ତା ୧୬ରୁ ରାଜ୍ୟରେ ଆରମ୍ଭ ହେବ ନବମ ଶ୍ରେଣୀ ପାଠପଢା ।ନବମ

ବଢୁଛି ସଂକ୍ରମଣ..୨% ଉପରେ ଟିପିଆର

ରାଜ୍ୟରେ ପୁଣି ଉପରମୁହାଁ କରୋନା ସଂକ୍ରମଣ । ସଂକ୍ରମଣ ହାର ରହିଛି ୨.୦୨% । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକରେ ଧୀରେ ଧୀରେ ସଂକ୍ରମଣ କମୁଥିବା ବେଳେ ଖୋର୍ଦ୍ଧାରେ ସଂକ୍ରମଣ କମୁ

୧୬ରୁ ଖୋଲିବ କାଳିଆ ଦୁଆର

ଆସନ୍ତା ୧୬ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ କାଳିଆ ଦୁଆର । ପ୍ରଥମ ୫ ଦିନ ପୁରୀବାସୀଙ୍କୁ କେବଳ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ । ଅଗଷ୍ଟ ୧୬ରୁ ୨୦ ତାରିଖ ପୁରୀବାସୀ ମହାପ୍ରଭୁଙ୍କ ରତ୍ନବେଦୀରେ ଦର୍ଶନ କରିବେ । ୨୧ ଓ ୨୨

‘ନିୟମ ନମାନିଲେ ପୁଣି ଥରେ ଲକଡାଉନ’

ତୃତୀୟ ଲହର ସଂପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରିସାରିଲେଣି । ବିଶ୍ବର ବିଭିନ୍ନ ସ୍ଥାନରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି। ତେଣୁ ଏପରି ପରିସ୍ଥିତିରେ କୋଭିଡ ନିୟମ ପାଳନରେ କୌଣସି ଢିଲା ଗୁରୁତର ହୋଇପାରେ ବୋଲି

ଆଜିଠୁ ୩ ଜିଲ୍ଳାରେ ଖୋଲିଲା ଧର୍ମାନୁଷ୍ଠାନ

ଆଜିଠାରୁ କଟକ, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିଛି। କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲି ଥିବାବେଳେ ସିଏମ୍‌ସି ଅଞ୍ଚଳରେ ଥିବା ଧର୍ମାନୁଷ୍ଠାନ ଖୋଲିବ କି ନାହିଁ, ତାହା କଟକ ମହାନଗର ନିଗମ

ପୁଣି ଉପରମୁହାଁ ସଂକ୍ରମଣ

ରାଜ୍ୟରେ ପୁଣି ଉପରମୁହାଁ କରୋନା ସଂକ୍ରମଣ । ସୋମବାର ସଂକ୍ରମିତଙ୍କ ସଂଖ୍ୟା କମିବା ପରେ ଟିକେ ଆଶ୍ୱସ୍ତି ମିଳିଥିଲା । । ଏହା ପରେ ପୁଣି ସଂକ୍ରମଣ ବଢିଛି । ଗତ ୨୪ ଘଂଟାରେ ୧୩ ଶହ ୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ

କାଲିଠୁ କଟକରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

କାଲିଠାରୁ କଟକ ଜିଲ୍ଲାରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । ଅଗଷ୍ଟ ମାସର ଗାଇଡ୍ ଲାଇନ୍ ଅନୁଯାୟୀ ରାଜ୍ୟରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ଉପରେ

ଆରପାରିରେ ପୂର୍ବତନ ବିଧାୟକ ଅରୁଣ ଦେ’

ପରଲୋକରେ ପୂର୍ବତନ ବିଧାୟକ ଅରୁଣ ଦେ। କରୋନାରେ ଚିକିତ୍ସାଧୀନ ଥିବାବେଳେ ଆଖିବୁଜିଲେ ଅରୁଣ । ୭୬ ବର୍ଷ ବୟସରେ ଅରୁଣ ଦେ’ଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ବାଲେଶ୍ୱରରୁ ୫ ଥର ବିଧାୟକ