THE BYAPINI
Browsing Category

ରାଜ୍ୟ

କାଲି ମାଟ୍ରିକ ପରୀକ୍ଷା

ଆସନ୍ତାକାଲି ମାଟ୍ରିକ ଅଫଲାଇନ୍ ପରୀକ୍ଷା । ମୋଟ୍ ୬ ହଜାର ୫ ଶହ ୯୭ ପରୀକ୍ଷାର୍ଥୀ ଦେବେ ରେଗୁଲାର ପରୀକ୍ଷା । ମଧ୍ୟମା ଏବଂ ଓପନ୍ ସ୍କୁଲକୁ ମିଶାଇ ୧୫ ହଜାର ୧୫୧ ଜଣ ଦେବେ ପରୀକ୍ଷା । ମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ମୋଟ୍ ୫୦୪ଟି

ଆଇଏଏସ୍ ସ୍ତରରେ ଅଦଳବଦଳ

ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଅର୍ଥ ସଚିବ ଥିବା ଆଇଏଏସ ଅଶୋକ ମୀନାଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ସଚିବ ଭାବେ ବଦଳି କରାଯାଇଛି । ପର୍ୟ୍ୟଟନ ଓ କ୍ରିଡା ସଚିବ ଥିବା ଆଇଏଏସ ବିଶାଲ ଦେବଙ୍କୁ ଅର୍ଥ

ଅନଲକ ହେବ କି ଓଡିଶା?

ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିଛି । କିଛି ଜିଲ୍ଲାରେ ଏବେ ବି ସଂକ୍ରମଣ କମିିନି । ତେଣୁ ଅଗଷ୍ଟ ପହିଲାରୁ ଏସବୁ ଜିଲ୍ଲାରେ କଟକଣା ସଂପୂର୍ଣ୍ଣ କୋହଳ ହୋଇନପାରେ । ୨୪ଘଂଟା ଭିତରେ ୧୬୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମହତ୍ୟା ଉଦ୍ୟମ

ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଆତ୍ମାହୁତି ଉଦ୍ୟମ । ମାଟ୍ରିକ ଅଫଲାଇନ ଫର୍ମଫିଲପକୁ ନେଇ ଅସନ୍ତୁଷ୍ଟ ଥିବା ମା’ ଓ ପୁଅ ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ୟୁନିଟ ୯ ଅଞ୍ଚଳର ଛାତ୍ର ଇମ୍ରାନ୍ ଖାନ୍

ଡରାଇଲାଣି ଡେଙ୍ଗୁ

କରୋନାର ଭୟ ଭିତରେ ଡରାଇଲାଣି ଡେଙ୍ଗୁ । ରାଜଧାନୀରେ ବ୍ୟାପିବାରେ ଲାଗିଛି ଡେଙ୍ଗୁ ଜ୍ୱର । ଜଣକର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ସୂଚନା ରହିଛି । ବିଏମସି ନର୍ଥ ଯୋନ ଶୈଳଶ୍ରୀ ବିହାରରେ ଜଣେ ୧୫ ବର୍ଷର ନାବାଳିକାର ମୃତ୍ୟୁ ହୋଇଥିବା

ହାଇକୋର୍ଟରେ ଏସିଏଫ୍ ମୃତ୍ୟୁ ମାମଲା

ହାଇକୋର୍ଟରେ ପହଞ୍ଚିଲା ଏସିaଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ପିଟିସନ୍ ଦାଖଲ ହୋଇଛି । ସିବିଆଇ କିମ୍ବା ଏସଆଇଟି ତଦନ୍ତ ପାଇଁ ହାଇକୋର୍ଟରେ ଦାବି ହୋଇଛି ।ହାଇକୋର୍ଟଙ୍କ

ଉଠିବନି ମାଷ୍ଟରକ୍ୟାଣ୍ଟିନ ଘୋଡ଼ା

ସମାଲୋଚନା, ବିବାଦ ପରେ ବଦଳିଲା ସରକାରୀ ନିଷ୍ପତ୍ତି । ସ୍ଥାନାନ୍ତର ହେବନି ମାଷ୍ଟରକ୍ୟାଣ୍ଟିନ ଛକ ଘୋଡ଼ା। ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ସଂଜୟ ସିଂହ । ସରକାରୀ ସ୍ତରରେ ଏନେଇ ଆଲୋଚନା କରାଯାଇଛି । ଏପରିକି ଡିଜାଇନରେ

୩ ଦିନ ପ୍ରବଳ ବର୍ଷା!

ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଗତକାଲି ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲିଠୁ ତିନି ଦିନ ଧରି ପ୍ରବଳ ବର୍ଷା ହେବ ।

ଖୋର୍ଦ୍ଧାରେ କମୁନି ସଂକ୍ରମଣ

ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା କମୁନି। ଦୈନିକ ସଂକ୍ରମଣ ହାର ଏବେ ବି ଦେଢ ହଜାର ଉପରେ ରହୁଥିବା ଦେଖିବାକୁ ମିଳିଛି। ଗତ ୨୪ ଘଂଟାରେ ୧୬୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୯୩୯ ଜଣ ଥିବା ବେଳେ

ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆଜି ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ପୋଷ୍ଟମର୍ଟମ ରିପୋର୍ଟ ମୁତାବକ, ପୋଷ୍ଟମର୍ଟମ ହେବାର ପ୍ରାୟ ୬ ଘଣ୍ଟା ପୂର୍ବରୁ ହିଁ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା । ଏହାସହ ତାଙ୍କ ଶରୀରର ବହୁ ଅଂଶ