THE BYAPINI
Browsing Category

ରାଜ୍ୟ

କାଲି ମାଟ୍ରିକ ପରୀକ୍ଷା

ଆସନ୍ତାକାଲି ମାଟ୍ରିକ ଅଫଲାଇନ୍ ପରୀକ୍ଷା । ମୋଟ୍ ୬ ହଜାର ୫ ଶହ ୯୭ ପରୀକ୍ଷାର୍ଥୀ ଦେବେ ରେଗୁଲାର ପରୀକ୍ଷା । ମଧ୍ୟମା ଏବଂ ଓପନ୍ ସ୍କୁଲକୁ ମିଶାଇ ୧୫ ହଜାର ୧୫୧ ଜଣ ଦେବେ ପରୀକ୍ଷା । ମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ମୋଟ୍ ୫୦୪ଟି…

ଆଇଏଏସ୍ ସ୍ତରରେ ଅଦଳବଦଳ

ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଅର୍ଥ ସଚିବ ଥିବା ଆଇଏଏସ ଅଶୋକ ମୀନାଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ସଚିବ ଭାବେ ବଦଳି କରାଯାଇଛି । ପର୍ୟ୍ୟଟନ ଓ କ୍ରିଡା ସଚିବ ଥିବା ଆଇଏଏସ ବିଶାଲ ଦେବଙ୍କୁ ଅର୍ଥ…

ଅନଲକ ହେବ କି ଓଡିଶା?

ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିଛି । କିଛି ଜିଲ୍ଲାରେ ଏବେ ବି ସଂକ୍ରମଣ କମିିନି । ତେଣୁ ଅଗଷ୍ଟ ପହିଲାରୁ ଏସବୁ ଜିଲ୍ଲାରେ କଟକଣା ସଂପୂର୍ଣ୍ଣ କୋହଳ ହୋଇନପାରେ । ୨୪ଘଂଟା ଭିତରେ ୧୬୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମହତ୍ୟା ଉଦ୍ୟମ

ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଆତ୍ମାହୁତି ଉଦ୍ୟମ । ମାଟ୍ରିକ ଅଫଲାଇନ ଫର୍ମଫିଲପକୁ ନେଇ ଅସନ୍ତୁଷ୍ଟ ଥିବା ମା’ ଓ ପୁଅ ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ୟୁନିଟ ୯ ଅଞ୍ଚଳର ଛାତ୍ର ଇମ୍ରାନ୍ ଖାନ୍…

ଡରାଇଲାଣି ଡେଙ୍ଗୁ

କରୋନାର ଭୟ ଭିତରେ ଡରାଇଲାଣି ଡେଙ୍ଗୁ । ରାଜଧାନୀରେ ବ୍ୟାପିବାରେ ଲାଗିଛି ଡେଙ୍ଗୁ ଜ୍ୱର । ଜଣକର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ସୂଚନା ରହିଛି । ବିଏମସି ନର୍ଥ ଯୋନ ଶୈଳଶ୍ରୀ ବିହାରରେ ଜଣେ ୧୫ ବର୍ଷର ନାବାଳିକାର ମୃତ୍ୟୁ ହୋଇଥିବା…

ହାଇକୋର୍ଟରେ ଏସିଏଫ୍ ମୃତ୍ୟୁ ମାମଲା

ହାଇକୋର୍ଟରେ ପହଞ୍ଚିଲା ଏସିaଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ପିଟିସନ୍ ଦାଖଲ ହୋଇଛି । ସିବିଆଇ କିମ୍ବା ଏସଆଇଟି ତଦନ୍ତ ପାଇଁ ହାଇକୋର୍ଟରେ ଦାବି ହୋଇଛି ।ହାଇକୋର୍ଟଙ୍କ…

ଉଠିବନି ମାଷ୍ଟରକ୍ୟାଣ୍ଟିନ ଘୋଡ଼ା

ସମାଲୋଚନା, ବିବାଦ ପରେ ବଦଳିଲା ସରକାରୀ ନିଷ୍ପତ୍ତି । ସ୍ଥାନାନ୍ତର ହେବନି ମାଷ୍ଟରକ୍ୟାଣ୍ଟିନ ଛକ ଘୋଡ଼ା। ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ସଂଜୟ ସିଂହ । ସରକାରୀ ସ୍ତରରେ ଏନେଇ ଆଲୋଚନା କରାଯାଇଛି । ଏପରିକି ଡିଜାଇନରେ…

୩ ଦିନ ପ୍ରବଳ ବର୍ଷା!

ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଗତକାଲି ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲିଠୁ ତିନି ଦିନ ଧରି ପ୍ରବଳ ବର୍ଷା ହେବ ।…

ଖୋର୍ଦ୍ଧାରେ କମୁନି ସଂକ୍ରମଣ

ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା କମୁନି। ଦୈନିକ ସଂକ୍ରମଣ ହାର ଏବେ ବି ଦେଢ ହଜାର ଉପରେ ରହୁଥିବା ଦେଖିବାକୁ ମିଳିଛି। ଗତ ୨୪ ଘଂଟାରେ ୧୬୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୯୩୯ ଜଣ ଥିବା ବେଳେ…

ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆଜି ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ପୋଷ୍ଟମର୍ଟମ ରିପୋର୍ଟ ମୁତାବକ, ପୋଷ୍ଟମର୍ଟମ ହେବାର ପ୍ରାୟ ୬ ଘଣ୍ଟା ପୂର୍ବରୁ ହିଁ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା । ଏହାସହ ତାଙ୍କ ଶରୀରର ବହୁ ଅଂଶ…