Browsing Category
ରାଜ୍ୟ
ନଦୀ ପଠାରୁ ମୃତଦେହ ଉଦ୍ଧାର
କୁଆଖାଇ ନଦୀପଠାରୁ ମୃତଦେହ ଉଦ୍ଧାର । ଭୁବନେଶ୍ୱର ବରିମୁଣ୍ଡ କୁଆଖାଇ ନଦୀ ପଠାରୁ ଜଣେ ଅଜଣା ବ୍ୟକ୍ତିଙ୍କ ଉଦ୍ଧାର ହେଲା ମୃତ ଦେହ । ବାଲି ତଳେ ମୃତଦେହଟା ପୋତାଯାଇଥିଲା । କାଲି ରାତି ସାରା ନଦୀ ପଠାରେ ପୋଲିସ ମୃତଦେହକୁ ଜଗି!-->…
ରଥ ଉପରେ ସେଲଫି..ଫଟୋ ଭାଇରାଲ
ଗତବର୍ଷ ପରି ଚଳିତ ବର୍ଷ ବି ବିନା ଭକ୍ତରେ ରଥଯାତ୍ରା ଓ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି । କୋଭିଡ କଟକଣା ସତ୍ୱେ ରଥ ଉପରେ ସେଲଫି ନେବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ରଥ ଚାରିପାଖେ ସୁରକ୍ଷା କର୍ମୀ ଜଗି ରହିଥିଲେ ମଧ୍ୟ!-->…
ଚିଠିରେ ଏମିତି କାହିଁକି ଲେଖିଥିଲେ ବିଦ୍ୟାଭାରତୀ?
ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ସାଇଣ୍ଟିଫିକ୍ ଟିମ୍ ହାତରେ ଲାଗିଛି ଏକ ଗୁରୁତ୍ୱପୂର୍ଣ୍ଣ ଚିଠି । ଏହି ଚିଠି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଲେଖିଥିବା ଜଣାପଡିଛି । ଚିଠିରେ ଳେଖା ଅଛି, ମୁଁ ତମକୁ ସବୁଠାରୁ!-->…
ଜଗନ୍ନାଥ କହିଲା ହତ୍ୟା ପଛର କାହାଣୀ
ଭୁବନେଶ୍ୱର ପ୍ରିୟଙ୍କା ମୃତ୍ୟୁ ଘଟଣା ଉପରୁ ପରଦା ହଟିଛି । ଜଗନ୍ନାଥ ପ୍ରଧାନ ନିଜ ଅପରାଧ ସ୍ୱୀକାର କରିଛି । ହସ୍ପିଟାଲରୁ ବାହାରିବା ପରେ ପୁଲିସ ତାକୁ ଏୟାରଫିଲ୍ଡ ଥାନାକୁ ନେଇ ପଚରାଉଚରା କରିବା ପରେ ଜଗନ୍ନାଥ ନିଜ ଦୋଷ ସ୍ୱୀକାର!-->…
ଜଗନ୍ନାଥକୁ ଜେରା..ପ୍ରିୟଙ୍କା ମୃତ୍ୟୁ ଉପରୁ ହଟିବ ପରଦା
ଭୁବନେଶ୍ୱର ଭୀମଟାଙ୍ଗୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ହତ୍ୟାକାଣ୍ଡ ମାମଲା ଉପରୁ ହଟିବ ପରଦା ହଟିବ । ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ଜେରା କରାଯାଉଛି। ଏମ୍ସରୁ ଡିସଚାର୍ଜ ପରେ ଏୟାରଫିଲ୍ଡ ଥାନାରେ ଜଗନ୍ନାଥ ପ୍ରଧାନକୁ ଜେରା!-->…
ଚିନ୍ତା ବଢାଉଛି ଖୋର୍ଦ୍ଧା
ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ଉପରେ ଥିବାବେଳେ ଆଜି ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରୁ ୧,୯୨୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ତାଲିକାରେ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଉପରେ ରହିଛି। ଗତ ୨୪!-->…
ସିଂହଦ୍ଵାରରେ ପହଞ୍ଚିଲା ତିନି ରଥ,କାଲି ସୁନାବେଶ
ଜନ୍ମବେଦିରେ ଲୀଳାଖେଳା ସାରି ଶ୍ରୀମନ୍ଦିର ପହଁଚିଗଲେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀକ୍ଷେତ୍ରରେ ପ୍ରବଳ ବର୍ଷା ସ୍ୱତେ ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ଲାଗି ଯାଇଛି । ପ୍ରଥମରେ ତାଳଧ୍ୱଜ, ପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥ!-->…
ତଦନ୍ତରେ ସହାୟତା କରିବ କ୍ରାଇମବ୍ରାଂଚ
ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତଦନ୍ତ ପାଇଁ ପୁଲିସକୁ ସହାୟତା କରିବ କ୍ରାଇମବ୍ରାଂଚ ଟିମ । କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ ପାରଳାଖେମୁଣ୍ଡିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଡିଏସପି!-->…
ରଥାରୁଢ ଚତୁର୍ଦ୍ଧାମୂର୍ତ୍ତି
ଆଜି ପବିତ୍ର ବାହୁଡା ଯାତ୍ରା । ରଥାରୁଢ ହେଲେ ଶ୍ରୀଜିଉ । ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଛି ପହଣ୍ଡି ବିଜେ । ତିିନି ରଥରେ ତିନି ଠାକୁର ବିରାଜମାନ ହୋଇଛନ୍ତି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ!-->…
ସଂକ୍ରମଣ: କମୁଛି,ବଢୁଛି
ରାଜ୍ୟରେ ସଂକ୍ରମଣ କମୁଛି ବଢୁଛି । ପୁଣି ୨ ହଜାର ଅତିକ୍ରମ କରିଛି ସଂକ୍ରମିତଙ୍କ ସଂଖ୍ୟା ।ଗତ ୨୪ ଘଂଟାରେ ୨ ହଜାର ୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ୫ ଶହ ଟପିଛି!-->…