Browsing Category
ରାଜ୍ୟ
ନିର୍ମାଣ ଶ୍ରମିକଙ୍କୁ ୩୮୫ କୋଟି
ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ । ୨୬ ଲକ୍ଷ ଶ୍ରମିକ ପାଇଲେ ୩୮୫ କୋଟି । ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି ବି ବଞ୍ଚିତ କରିପାରିବେ ନାହିଁ। ଗରିବ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ସମସ୍ତ!-->…
ଜାଣନ୍ତୁ କାଲିଠୁ କ’ଣ ଖୋଲା,କ’ଣ ବନ୍ଦ?
ଅଗଷ୍ଟ ୧ ଯାଏ ସାରା ରାଜ୍ୟରେ ଆଶିଂକ ଲକଡାଉନ ଲାଗୁ କରାଯାଇଥିବା ବେଳେ କିଛି କଟକଣା କୋହଳ କରାଯାଇଛି । ଆସନ୍ତାକାଲିଠୁ ସାରା ରାଜ୍ୟରେ ବସ୍ ଚଳାଚଳ କରିବ । ରଥଯାତ୍ରା ପାଇଁ ପୁରୀକୁ ଜୁଲାଇ ୨୫ ଯାଏଁ ଚଳାଚଳ ବସ୍ କରିବନି ।!-->…
ଅଗଷ୍ଟ ୧ ଯାଏଁ ଆଶିଂକ ଲକଡାଉନ
ଆସନ୍ତା ୨ସପ୍ତାହ ଯାଏଁ ସାରା ରାଜ୍ୟରେ ଆଶିଂକ ଲକଡାଇନ୍ । ଅଗଷ୍ଟ ୧ ସକାଳ ୬ଟା ଯାଏଁ ଆଂଶିକ ଲକଡାଉନ୍ । ପୂର୍ବରୁ ୩୦ଟି ଜିଲ୍ଲାକୁ ୨ଟି କାରାଗୋରୀରେ ବିଭକ୍ତ କରାଯାଇଛି । ସେହି ଅନୁସାରେ କାଟାଗୋରୀ ‘ଏ’ ରେ ୨୦ଟି ଜିଲ୍ଲା ଏବଂ!-->…
‘ମୋ ପୁଅକୁ ବୋହୂ ମାରିଦେଲା’
ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟର ସହକାରୀ ବନ ସଂରକ୍ଷକଙ୍କ ମୃତ୍ୟୁ ରହସ୍ୟ ବଢିବାରେ ଲାଗିଛି । ସୌମରଂଜନ ମହାପାତ୍ର ନିଜ ସରକାରୀ ବାସଭବନରେ ଅଦରକାରୀ କାଗଜପତ୍ର ,ଫାଇଲ ଏକାଠି କରି ନିଆଁ ଲଗାଉଥିବା ବେଳେ ଅଗ୍ନିକାଣ୍ଡରେ!-->…
ଆଂଶିକ ନା ସମ୍ପୂର୍ଣ୍ଣ ଅନଲକ୍ ?
ରାଜ୍ୟରେ କାଲି ସରୁଛି ଆଶିଂକ ଲକଡାଉନର ଅବଧି । ଆଜି ଆସିବ ସରକାରଙ୍କ ନୁଆ ଗାଇଡଲାଇନ । ଲକଡାଉନ ଉଠିବ ନା ରହିବ? ଅପରାହ୍ନ ୨ଟା ୩୦ ମୁଖ୍ୟ ଶାସନ ସଚିବ ଏନେଇ ଘୋଷଣା କରିବେ ।ରାଜ୍ୟରେ ସଂକ୍ରମଣ ହାର ୩ ପ୍ରତିଶତ ତଳକୁ ଖସିଛି ।!-->…
ପୁଣି ୨ ହଜାର ଉପରେ ସଂକ୍ରମଣ
ରାଜ୍ୟରେ ପୁଣି ବଢିଲା କରୋନା ସଂକ୍ରମଣ । ଗତ ୨ ଦିନ ହେବ ରାଜ୍ୟରେ ପୁଣି ୨ ହଜାର ଉପରେ ସଂକ୍ରମଣ ରହିଛି । ଗତ ୨୪ ଘଂଟାରେ ୭୨ ହଜାର ୩୨୨ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୨ ହଜାର ୧୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।!-->…
୬ ଘଂଟିଆ ଓଡିଶା ବନ୍ଦ
ଆଜି ବାମ ଦଳର ଓଡିଶା ବନ୍ଦ ପାଳନ । ସକାଳ ୬ରୁ ଆରମ୍ଭ ହୋଇଥିବା ଓଡିଶା ବନ୍ଦ ପାଳନ ଦିନ ୧୨ଟା ଯାଏଁ । ୬ ଘଂଟିଆ ବନ୍ଦ ପାଳନ କରାଯାଉଛି । ବାମଦଳ ପକ୍ଷରୁ ବିଭିନ୍ନ ସ୍ଥାନାରେ ବିକ୍ଷୋଭ ପ୍ରଦର୍ଶନ ସହ ଶୋଭାଯାତ୍ରା କରାଯାଇଛି । ତୈଳ!-->…
କଟକଣା ଉଂଲଘନ..ହୋଟେଲ ସିଲ
ରଥଯାତ୍ରା ବେଳେ ନିୟମ ଉଂଲଘନ କରିଥିବା ହୋଟେଲ ଉପରେ କାର୍ଯ୍ୟାନୁଷ୍ଠାନ । ରଥଯାତ୍ରା ସମୟରେ ବଡ଼ଦାଣ୍ଡରୁ କେହି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ବୋଲି କଟକଣା ଲଗାଯାଇଥିଲା । ହେଲେ ପୁରୀ ବଳଗଣ୍ଡି ସ୍ଥିତ ଏକ ହୋଟେଲ ଉପରେ କିଛି!-->…
ଆସନ୍ତାକାଲି ଓଡିଶା ବନ୍ଦ
ଆସନ୍ତା କାଲି ଓଡିଶା ବନ୍ଦ । ତୈଳ ଦର ବୃଦ୍ଧି ପ୍ରତିବାଦରେ ୬ ଘଂଟିଆ ଓଡିଶା ବନ୍ଦ ଡାକରା ଦେଇଛି ବାମଦଳ । କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସଂକଟାପର୍ଣ୍ଣ ଅବସ୍ଥାରେ । ଏହି ସମୟରେ ପେଟ୍ରୋଲ ଓ ଡିଜେଲ!-->…
ଫ୍ୟାମିଲି କୋର୍ଟରେ ବର୍ଷା ଓ ଅନୁଭବ
କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ବର୍ଷା ଓ ଅନୁଭବ । ଗତ ଶୁକ୍ରବାର ଉଭୟ ବର୍ଷା ଓ ଅନୁଭବ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଥିଲେ । ତେବେ ୧୪ ତାରିଖରେ ପୁଣି ହାଜର ହେବାକୁ ଦିନ!-->…