Browsing Category
ରାଜ୍ୟ
ପୁଣି ୨ ହଜାର ଉପରେ ସଂକ୍ରମଣ, ୬୫ ମୃତ୍ୟୁର ହିସାବ
ରାଜ୍ୟରେ ପୁଣି ୨ ହଜାର ଉପରେ ସଂକ୍ରମଣ ଚିହ୍ନଟ । ଗତ ୨୪ ଘଂଟାରେ ୬୯ ହଜାର ୨୮୭ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୨ ହଜାର ୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୨.୯୯% । ୧୧ଶହ ୯୨ ସଂଗରୋଧରୁ ଚିହ୍ନଟ!-->…
କରୋନା: ବୋଲବମ୍ ମନା
କରୋନା ପାଇଁ ଏବର୍ଷ ବି ବନ୍ଦ ହେଲା ବୋଲବମ୍ ଯାତ୍ରା । କରୋନା ସ୍ଥିତିକୁ ଦୃଷ୍ଟିରେ ରଖ ଚଳିତ ବର୍ଷ ବି ବୋଲବମ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । କୌଣସି ଧାର୍ମିକ ସ୍ଥାନରୁ ପାଣି ଉଠାଇପାରିବେନି କାଉଡିଆ । ସ୍ପେଶାଲ୍!-->…
କଟକ ଓ ଖୋର୍ଦ୍ଧାକୁ ସ୍ୱତନ୍ତ୍ର ଫୋକସ୍
ରାଜ୍ୟରେ ଧୀରେ ଧୀରେ ସଂକ୍ରମଣ କମୁଛି । ଗତ କିଛି ଦିନର ସଂକ୍ରମଣ ସଂଖ୍ୟାକୁ ତୁଳନା କଲେ ବର୍ତ୍ତମାନର ସଂଖ୍ୟା କମି କମି ଆସୁଛି । ହେଲ ସଂକ୍ରମଣ କମୁନଥିବା କିଛି ଜିଲ୍ଲା କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ!-->…
ଆଜି ଜନ୍ମବେଦୀକୁ ବିଜେ କରିବେ ମହାପ୍ରଭୁ
ମହାମାରୀ କଟକଣା ଓ କର୍ଫ୍ୟୁ ଭିତରେ ବିନା ଭକ୍ତରେ ତିନି ରଥ ଶରଧା ବାଲିରେ ବିଜେ କରିଛନ୍ତି । ଆଜି ଜନ୍ମବେଦୀକୁ ବିଜେ କରିବେ ମହାପ୍ରଭୁ । ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କ ଗୋଟି ପହଣ୍ଡି ଆରମ୍ଭ ହେବ । ଏହା ପରେ ୩ ଠାକୁର!-->…
ପୁରୀରେ କୋହଳ ହେଲା କର୍ଫ୍ୟୁ
ପୁରୀରୁ କର୍ଫ୍ୟୁ କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ରଥଯାତ୍ରା ପାଇଁ ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟାଯାଏ ପୁରୀ ଟାଉନରେ କର୍ଫ୍ୟୁ ନେଇ ଘୋଷଣା ହୋଇଥିଲା । ଆଜି ରାତି ୮ଟା ଯାଏ କର୍ଫ୍ୟୁ ନେଇ ନିଷ୍ପତି ହୋଇଥିଲେ!-->…
କମୁନି ମୃତ୍ୟୁ ସଂଖ୍ୟା
ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ ୨ ହଜାର ତଳେ କରୋନା ସଂକ୍ରମଣ ରହିଛି । ହେଲେ ସଂକ୍ରମଣ ହାର ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ସଂକ୍ରମଣ ହାର ରହିଛି ୩.୦୯% । ସେହିପରି ମୃତ୍ୟୁସଂଖ୍ୟା କିନ୍ତୁ ଖସୁନି । ଆଜି ୬୮ ମୃତ୍ୟୁର!-->…
ବଡ଼ଦାଣ୍ଡରେ ଗଡିଲା ରଥ
ଆରମ୍ଭ ହୋଇଛି ରଥଟଣା । ତିନି ରଥ ଉପରେ ଛେରାପହଁରା ନୀତି ଶେଷ କରି ଗଜପତି ମହାରାଜ ଶ୍ରୀନଅରକୁ ଫେରିଯିବା ପରେ ରଥଗୁଡ଼ିକରେ ସାରଥୀ ଓ ଘୋଡ଼ାଯୋଚା କାମ ଶେଷ ହୋଇଛି । ବଳଭଦ୍ରଙ୍କ ରଥ ପ୍ରଥମେ ଶରଧାବାଲି ଅଭିମୁଖେ ଗଡ଼ିଛି । ବିନା!-->…
ରଥାରୁଢ ତିନି ଠାକୁର
ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଘଂଟଘଟା ହରିବୋଲୋରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ । ଦେଉଳ ଭିତରୁ ଧାଡ଼ିରେ ଛୁଟି ଆସିଛନ୍ତି ମହାପ୍ରଭୁ। ସରିଛି ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ ନୀତି ।!-->…
୨ ହଜାର ତଳକୁ ଖସିଲା ସଂଖ୍ୟା
ରାଜ୍ୟରେ କରୋନା ଗ୍ରାଫ ଖସିବାରେ ଲାଗିଛି । ୨ ହଜାର ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ ହାର ମଧ୍ୟ ୩ ପ୍ରତିଶତ ତଳେ ରହିଛି । ହେଲେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢିବାରେ ଲାଗିଛି । ଆଜି ସ୍ୱାସ୍ଥ୍ର୍ୟବିଭାଗ ପକ୍ଷରୁ ଆଉ!-->…
୩ ପ୍ରତିଶତ ତଳକୁ ଖସିଲା ପଜିଟିଭ ହାର
ରାଜ୍ୟରେ କମୁଛି କରୋନା ସଂକ୍ରମଣ । ସଂକ୍ରମଣ ହାର ୩ ପ୍ରତିଶତକୁ ଖସିଲାଣି । ଉପକୂଳ ଜିଲ୍ଲାଗୁଡିକୁ ଛାଡିଦେଲେ ଅନ୍ୟ ଜିଲ୍ଲାଗୁଡିକରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ହେଲେ ଖୋର୍ଦ୍ଧାରେ କିନ୍ତୁ ଜମା ବି ନିୟନ୍ତ୍ରଣକୁ ଆସୁନି!-->…