THE BYAPINI
Browsing Category

ରାଜ୍ୟ

ପୁରୀରେ କଡ଼ା ସୁରକ୍ଷା

କରୋନା କଟକଣା ଭିତରେ ରଥାରୁଢ ହେବେ ମହାବାହୁ । ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ହେଉଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ପାଇଁ ପୁଲିସ ବିଭାଗ ପକ୍ଷରୁ ସମୀକ୍ଷା କରାଯାଇଛି । ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ

ଘଂଚ ଜଙ୍ଗଲରେ ଘମାଘୋଟ ଲଢେଇ

ବୌଦ୍ଧ-କନ୍ଧମାଳ ସୀମାରେ ଯବାନ-ମାଓବାଦୀ ମୁହାଁମୁହିଁ । ଏକ ବଡଧରଣର ନକ୍ସଲ ବିରୋଧୀ ଅପରେସନ୍ ବେଳେ ଏସଓଜି ଓ ନକ୍ସଲଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା । ଗୁଳିମାଡ଼ରେ ୨ ଯବାନ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ ଭୁବନେଶ୍ୱର

ଲମ୍ବୁଛି ମୃତ୍ୟୁ ତାଲିକା..

ରାଜ୍ୟରେ କରୋନା ସଂକ୍ରମଣ ଏଯାଏ ନିୟନ୍ତ୍ରଣକୁ ଆସିନଥିବା ବେଳେ ସରକାର ପ୍ରତିଦିନ ଦେଉଥିବା ମୃତ୍ୟୁ ତାଲିକା ଏବେ ଲମ୍ବିବାରେ ଲାଗିଛି । ଆଜି ଆଉ ୫୮ ମୃତ୍ୟୁର ସରକାର ହିସାବ ଦେଇଛନ୍ତି ।। ୫୮ ମୃତ୍ୟୁ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ

ରଥଯାତ୍ରା ପାଇଁ ଲାଗିବ ୪୮ ଘଂଟିଆ କର୍ଫ୍ୟୁ

ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ସହରରେ ଲାଗିବ ୪୮ ଘଂଟିଆ କର୍ଫ୍ୟୁ । ସୋମବାର ମହାପ୍ରଭୁଙ୍କ ରଥଯାତ୍ରା । ତେଣୁ ରବିବାର ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ବଡଦାଣ୍ଡରେ ଔଷଧ ଦୋକାନ

ଆଇପିଏସ୍ ସ୍ତରରେ ଅଦଳବଦଳ.. ଅଖିଳେଶ୍ୱର ସିଂହ ଜଗତସିଂହପୁର ଏସପି

ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଅଖିଳେଶ୍ୱର ସିଂହ ଜଗତସିଂହପୁରରେ ଏସପି ହୋଇଛନ୍ତି । ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡ଼ା ଏସପି ଦାୟିତ୍ୱ ମିଳିଥିବା ବେଳେ କେ.ଆର ଦ୍ୟାନଦେଓଙ୍କୁ ମାଲକାନଗିରିରୁ ମୟୁରଭଂଜ ବଦଳି

ମନରେଗା ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା

ମହାମାରୀ ସମୟରେ ମନରେଗା ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି । ୩୫୨ କୋଟିର ସ୍ୱତନ୍ତ୍ର କୋଭିଡ ସହାୟତାର ଘୋଷଣା କରାଯାଇଛି । ମନରେଗାରେ ଶ୍ରମିକଙ୍କ

କେବେ ତୁଟିବ ଅନୁଭବ-ବର୍ଷା କଳି?

କଟକ ଫ୍ୟାମିଲି କୋର୍ଟରେ ଆଜି ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ । ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ଆଜି ହାଜର ହୋଇ ୧୫ ମିନିଟ ଧରି ରହିଥିଲେ । ଉଭୟଙ୍କୁ ସାମନା ସାମନି ବସାଇ ବୁଝାମଣା ପାଇଁ ଉଦ୍ୟମ

ଏଇ ମାସରେ +୨ ରେଜଲ୍ଟ

ଜୁଲାଇ ୩୧ ଭିତରେ ପ୍ରକାଶ ପାଇପାରେ +୨ ରେଜଲ୍ଟ। ଜୁଲାଇ ୩୧ ଭିତରେ ଯୁକ୍ତ ଦୁଇ ରେଜଲ୍ଟ ବାହାର କରିବାକୁ ଚେଷ୍ଟା ଚାଲିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏଇ ମାସ ଶେଷ ସୁଦ୍ଧା ରେଜଲ୍ଟ ପାଇଁ ସୁପ୍ରିକୋର୍ଟଙ୍କ

ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । । ଅଣସର ଘର ଗୁପ୍ତ ସେବା ପାଇ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଥିବାରୁ ବିନା ଭକ୍ତରେ ଚଳିତ ବର୍ଷ ‌ନବଯୌବନ ବେଶ ଅନୁଷ୍ଠିତ ହେବ। ଚଳିତ ବର୍ଷ ବି

ଚିନ୍ତା ବଢାଉଛି ଟ୍ୱିନସିଟି

ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ହେେଲେ ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି । ଖୋର୍ଦ୍ଧାରେ ସଂକ୍ରମଣ