Browsing Category
ରାଜ୍ୟ
ଆଜି କୃଷି ଓଡ଼ିଶା-୨୦୨୪ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ଠାରୁ ୧୪ ଯାଏଁ କୃଷି ଓଡ଼ିଶା-୨୦୨୪ ଆୟୋଜିତ ହେବାକୁ ଯାଉଛି। ଜନତା ମଇଦାନଠାରେ ଆୟୋଜିତ ଏହି ତିନିଦିନିଆ କାର୍ୟ୍ୟକ୍ରମରେ ମହିଳା କୃଷକ, ସ୍ୱୟଂ ସହାୟକ ଗୋଷ୍ଠୀ, ମହିଳା କୃଷି ଉଦ୍ୟୋଗୀ, ବ୍ୟବସାୟିକ ସଂସ୍ଥା,!-->…
ସାଂସଦ ଓ ବିଧାୟକଙ୍କ ବିରୋଧରେ ହେବ ତ୍ବରିତ ଶୁଣାଣି
କଟକ: ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟରେ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ପଡ଼ିରହିଥିବା ବିଚାରଧୀନ ମାମଲାର ତ୍ବରିତ ଶୁଣାଣି ହେବ । ୪୨୩ ଫୌଜଦାରୀ ମାମଲାର ବିଚାର ପାଇଁ ରାଜ୍ୟ ସରକାରଙ୍କ କ’ଣ ପଦକ୍ଷେପ ନେଇଛନ୍ତି, ସେସବୁ!-->…
ଆଜି ଠାରୁ ମନ୍ମଥ ଜଟଣୀ ଦାୟିତ୍ୱ ନେଲେ:ସୁର
ଭୁବନେଶ୍ୱର: ଆଗକୁ ସାଧାରଣ ନିର୍ବାଚନ । ଏନେଇ ରାଜନୀତି ପାଣିପାଗ ଏବେ ସରଗରମ । ଏହାରି ଭିତରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଏକ ବଡ଼ ଘୋଷଣା କରିଛନ୍ତି । ନିଜ ପୁଅ ମନ୍ମଥ ରାଉତରାୟଙ୍କୁ ନିଜ ଉତ୍ତରାଧିକାରୀଭାବେ ସେ ଘୋଷଣା!-->…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୨ ମୃତ
କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ତୁମୁଶିଙ୍କା ଥାନା ଅଞ୍ଚଳରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଆଉ ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି!-->…
ଏସିଡ୍ ମାଡରେ ୫ ଜଣ ଆହତ
ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳା ଥାନା ଡୁଆଝର ଗାଁରେ ଏସିଡ୍ ମାଡ ହୋଇଛି । ଉଭୟ ପକ୍ଷରୁ ଏସିଡ୍ ମାଡରେ ଦୁଇ ପରିବାରର ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଗୁରୁତରଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର!-->…
ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ପରେ ସ୍ୱାମୀଙ୍କ ଆତ୍ମହତ୍ୟା
ବୈପାରୀଗୁଡ଼ା : ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ପରେ ସ୍ୱାମୀ କଲେ ଆତ୍ମହତ୍ୟା । ଗୋଟିଏ ପରିବାରରୁ ଏକା ଦିନେ ଲିଭିଗଲା ଦୁଇଟି ଜୀବନଦୀପ ଓ କିନ୍ତୁ ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ୟାର କାରଣ ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ ଓ ମୃତକ ହେଲେ!-->…
ଓଡିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ
ଭୁବନେଶ୍ୱର:ଭାରତ ଯୋଡା ନ୍ୟାୟ ଯାତ୍ରା ବେଳେ ଓଡିଶାରେ ରାହୁଲ ଗାନ୍ଧୀ ୪ ଦିନ ରହିବେ । ରାଜ୍ୟର ୪ଟି ଜିଲ୍ଲା ଦେଇ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଯିବାର କାର୍ୟ୍ୟକ୍ରମ ରହିଛି । ମୟୂରଭଞ୍ଜ, କେନ୍ଦୁଝର,!-->…
କୁଲଡ଼ିହାରେ ୫୬ ପ୍ରଜାତିର ଦେଶୀ, ବିଦେଶୀ ପକ୍ଷୀ
ନୀଳଗିରି : ସବୁଜ ବନାନୀ ସହିତ ପ୍ରାକୃତିକ ପ୍ରାଚୁର୍ୟ୍ୟର ଗନ୍ତାଘର ବିସ୍ତୀର୍ଣ୍ଣ ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟର କେତେକ ଜଳାଶୟକୁ ଶୀତଦିନେ ପ୍ରତିବର୍ଷ ବିଭିନ୍ନ ପ୍ରଜାତିର!-->…
ଧର୍ମେନ୍ଦ୍ରଙ୍କ ଏହି ବକ୍ତବ୍ୟକୁ ପାଣ୍ଡିଆନଙ୍କ ଚାଲେଞ୍ଜ
ଭୁବନେଶ୍ୱର : ରାଜ୍ୟର ସବୁଠୁ ବଡ଼ ଯୋଜନା ବିଏସ୍କେୱାଇକୁ ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଉଠାଇଥିବା ପ୍ରଶ୍ନର ଜବାବ ଦେଇଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ନୟାଗଡ଼ ଜିଲାର ରଣପୁରଠାରେ ବୁଧବାର!-->…
ଭୋଜିରେ ଫୁଟିଲା ଗୁଳି, ୩ ଆହତ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ କେନ୍ଦୁବାଡି ପଞ୍ଚାୟତ ଗରେଈଝୁଳି ଗାଁରେ ଭୋଜିରେ ଫୁଟିଲା ଗୁଳି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଜଣକ ହେଲେ!-->…