THE BYAPINI
Browsing Category

ରାଜ୍ୟ

୧୧ରେ ହୀରାକୁଦ ଛାଡିବ ବନ୍ୟାଜଳ

ସମ୍ବଲପୁର: ହୀରାକୁଦ ଛାଡିବ ବନ୍ୟାଜଳ । ଆସନ୍ତା ୧୧ ତାରିଖରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡାଯିବ । ୧୧ ତାରିଖ ଦିନ ଯେକୌଣସି ସମୟରେ ଖୋଲିବ ଗେଟ । ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛାଡିବା ନେଇ ହୀରାକୁଦ ଡ୍ୟାମ ପକ୍ଷରୁ ସତର୍କ

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା

ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ । ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ପାଇଁ ପୁରୀ ବାସୀଙ୍କ ସହଯୋଗ ଲୋଡିଛନ୍ତି ନବୀନ । ଏବଂ ଗତବର୍ଷର ସଫଳତା ପାଇଁ

ବ୍ଲକ ଅଫିସ ଘେରିଲା ବିଜେପି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ସରକାରଙ୍କୁ ଘେରିଲା ବିଜେପି । ଆବାସ ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ତେଜିଲା ରାଜନୀତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମହାଦୁର୍ନୀତି ଏବଂ ଯୋଗ୍ୟ ଗରିବ

ତୃତୀୟ ଲହର ପାଇଁ ୩ଟି ପ୍ରସଙ୍ଗ ଉପରେ ଫୋକସ

ତୃତୀୟ ଲହର ପାଇଁ ଖୁବ ଶୀଘ୍ର ଆସିବ ବୋଲି ଅନୁମାନ କରାଯାଉଛି ।ଏଥିପାଇଁ ରାଜ୍ୟସରକାର ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି । ତୃତୀୟ ଲହର ପାଇଁ ମୁଖ୍ୟତଃ ୩ଟି ଉପରେ ଫୋକସ କରାଯାଉଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଆଜି ୫୭ ମୃତ୍ୟୁର ହିସାବ ଦେଲେ ସରକାର

ରାଜ୍ୟ କରୋନା ସଂକ୍ରମଣ ହ୍ରାସ ପାଉଛି । ୪ ପ୍ରତିଶତ ତଳେ ସଂକ୍ରମଣ ହାର ରହୁଛି । ହେଲେ ଆଜି ୫୭ ବି ଜଣଙ୍କ ମୃତ୍ୟୁର ହିସାବ ଦେଇଛି ସ୍ୱାସ୍ଥ୍ୟବିଭାଗ । ବଳକା ମୃତ୍ୟୁ ପାଇଁ ଦୈନିକ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ତେବେ

କାହାକୁ କେଉଁ ମନ୍ତ୍ରାଳୟ?

ମୋଦୀ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ପରେ ବିଭାଗ ବଂଟନ କରାଯାଇଛି । ଦେଶ ପାଇଛି ନୂଆ ସ୍ୱାସ୍ଥ୍ୟ, ଶିକ୍ଷା, ପେଟ୍ରୋଲିୟମ, ରେଳ ଓ କ୍ରୀଡା ମନ୍ତ୍ରୀ । ଜାଣନ୍ତୁ କାହାକୁ ମିଳିଲା କେଉଁ ମନ୍ତ୍ରାଳୟ?ମନସୁଖ ମାଣ୍ଡଭ୍ୟ: ସ୍ୱାସ୍ଥ୍ୟ,

ଆଜି ଶ୍ରୀଜୀଉଙ୍କ ଘଣାଲାଗି ନୀତି

ଆଜି ଶ୍ରୀଜୀଉଙ୍କ ଅଣସର ତ୍ରୟୋଦଶୀରେ ଘଣାଲାଗି ନୀତି ଅନୁଷ୍ଠିତ ହେବ । ଆଜି ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି ହୋଇଥାଏ । ଶ୍ରୀପୟର ମୁଦ ଉପଲକ୍ଷେ ଘଣା ଏବଂ

ରାଜ୍ୟରେ କମୁଛି ସଂକ୍ରମଣ..କିନ୍ତୁ ନିୟନ୍ତ୍ରଣକୁ ଆସୁନି ଖୋର୍ଦ୍ଧା

ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ । ସଂକ୍ରମଣ ହାର ରହିଛି ୩.୪୯ % । ଅନ୍ୟ ସବୁ ଜିଲ୍ଲାରେ ସଂକ୍ରମଣ ଧୀରେ ଧୀରେ କମୁଥିବା ବେଳେ କଟକ ଓ ଖୋର୍ଦ୍ଧାରେ କିନ୍ତୁ କମିବାର ନାଁ ନେଉନି । ଯାହା ଚିନ୍ତାଜନକ । ସେହିପରି ଗତ ୨୪ ଘଂଟାରେ

ରଥଯାତ୍ରାରେ ଗଜପତି କରିବେ ଛେରାପହଁରା

ଚଳିତବର୍ଷ ରଥଯାତ୍ରାରେ ଗଜପତି କରିବେ ଛେରାପହଁରା । ଏନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜେ ସୂଚନା ଦେଇଛନ୍ତି। ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ, ତାହା ମୁଖ୍ୟ ପର୍ବ। ସ୍ନାନ ଯାତ୍ରାକୁ ନଯାଇ ରଥ ପାଇଁ ନିଷ୍ପତ୍ତି

ପୁରୀ ବ୍ୟତୀତ ଅନ୍ୟ କେଉଁଠି ହେବନି ରଥଯାତ୍ରା

ପୁରୀ ବ୍ୟତୀତ ଅନ୍ୟ କେଉଁଠି ରଥଯାତ୍ରା ଆୟୋଜନ ହୋଇପାରିବ ନାହିଁ। ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ । ରଥଯାତ୍ରା ଅନୁମତି ପାଇଁ ହୋଇଥିବା ଏକାଧିକ