THE BYAPINI
Browsing Category

ରାଜ୍ୟ

ଭୁବନେଶ୍ୱର ହେବ ଭିକାରୀ ମୁକ୍ତ

ଭୁବନେଶ୍ୱର ହେବ ଭିକାରୀ ମୁକ୍ତ । ରାଜଧାନୀର ସବୁ ଗଳିକନ୍ଦିରୁ ଭିକାରୀମାନଙ୍କୁ ଉଦ୍ଧାରପାଇଁ ଏକ ବିରାଟ ଅଭିଯାନ ଆରମ୍ଭ କରାଯାଇଛି।ବିଏମ୍ସି, କମିଶନରେଟ ପୁଲିସ୍ ଓ ୩ଟି ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଏଥିପାଇଁ ଏକ ବିରାଟ ଅଭିଯାନ

୭୦% ସିଲାବସରୁ ମାଟ୍ରିକ ପରୀକ୍ଷା

ଅସନ୍ତୁଷ୍ଟ ମାଟ୍ରିକ ଛାତ୍ରଛାତ୍ରୀ ଜୁଲାଇ ୩୦ରୁ ଅଫଲାଇନ ପରୀକ୍ଷା ଦେବେ । ଏନେଇ ଜୁଲାଇ ୫ରୁ ଆରମ୍ଭ ହେବ ଫର୍ମଫିଲପ । ୭୦ ପ୍ରତିଶତ ସିଲାବସରେ ମାଟ୍ରିକ ପରୀକ୍ଷା ହେବ ବୋଲି କହିଛନ୍ତିି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ।

ରାଜଧାନୀରେ ସେଂଚୁରୀ ମାରିଲା ପେଟ୍ରୋଲ

ପକେଟ ପୋଡୁଛି ପେଟ୍ରୋଲ । ପୂର୍ବରୁ ଦେଶର ବିଭିନ୍ନ ବିଭିନ୍ନ ସ୍ଥାନରେ ଓ ଓଡିଶାର ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ଦର ୧୦୦ ଟଙ୍କା ଟପିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଏହା ସେଂଚୁରୀ ମାରିଛି । ଆଜି ଭୁବନେଶ୍ୱରରେ ଏହା ଶହେ

ରଥଯାତ୍ରା ବେଳେ ପୁରୀରେ ବାହାର ପର୍ଯ୍ୟଟକଙ୍କୁ ମନା..ସମସ୍ତ ହୋଟେଲ ଖାଲି କରିବାକୁ ନିର୍ଦ୍ଦେଶ

ଆଉ ୧୦ ଦିନ ପରେ ରଥଯାତ୍ରା । ମହାମାରୀ କୋଭିଡ ସମୟରେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଆସିଛି ନୂଆ ନିୟମାବାଳୀ । ରଥଯାତ୍ରାରେ ସମୟରେ ପୁରୀରେ ଖାଲି ରହିବ ସମସ୍ତ ଲଜ. ହୋଟେଲ ଓ ଧର୍ମଶାଳା । ସମସ୍ତ ହୋଟେଲ ଓ ଧର୍ମଶାଳାରେ

ନିଅଣ୍ଟିଆ ବର୍ଷାରେ ଜୁନ ସରିଲା..ଅନିଶ୍ଚିତତାରେ ଜୁଲାଇ

ଜୁନ ସରିଗଲା । ହେଲେ ବର୍ଷାର ଦେଖାନାହିଁ । ନିଅଂଟିଆ ବର୍ଷା ଯୋଗୁଁ ଚାଷ ପ୍ରତି ବିପଦ ବଢିବାର ଆଶଙ୍କା ଦେଖାଦେଇଛି । ମୌସୁମୀ ଦୁର୍ବଳ ଯୋଗୁଁ ଜୁନ ମାସରେ ଭଲ ବର୍ଷା ହୋଇନି । ପାଣିପାଗର ଆକଳନ ଅନୁସାରେ ଜୁଲାଇରେ ବି ଭଲ ବର୍ଷାର

୩ ହଜାରରୁ ଖସୁନି ସଂକ୍ରମଣ…କଟକରୁ ସର୍ବାଧିକ

ରାଜ୍ୟରେ ୩ ହଜାର ତଳକୁ ସଂକ୍ରମଣ ଖସିବାର ନାଁ ନେଉନି । ମୃତ୍ୟୁସଂଖ୍ୟା ବି ଜୁଲାଇ ଆରମ୍ଭରୁ ଢେର ଅଧିତ ରହିଛି । ମୃତ୍ୟୁସଂଖ୍ୟା ମଧ୍ୟ କମୁନାହିଁ । ରାଜ୍ୟରେ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସିଥିଲେ ଉପକୂଳବର୍ତି

ଗାଁ ଭିତରକୁ ମାଡ଼ିଆସୁଛି ସମୁଦ୍ର..ଭୁଶୁଡିପଡୁଛି ଘର

ଗଂଜାମ: ଗାଁ ଭିତରକୁ ମାଡିଆସୁଛି ସମୂଦ୍ର । ସମୂଦ୍ର କୁଳ ଲଂଘିବାରୁ ଗାଁ ଭିତରକୁ ସମୁଦ୍ରର ଲୁଣା ପାଣି ପଶିଯାଉଛି । ଫଳରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗାଁ ଲୋକ । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ରାମେୟାପାଟଣା ଅଞ୍ଚଳରୁ ଆସିଛି

ଆଉ ଅଧିକ ଆବଶ୍ୟକ

ରାଜ୍ୟରେ ଟିକାର ଅଭାବ ଯୋଗୁଁ ହୋଇପାରୁନି ଟିକାକରଣ । କେନ୍ଦ୍ରରୁ ଆବଶ୍ୟକ ଟିକା ଆସୁନଥିବାରୁ ଟିକାକରଣ ପ୍ରକିୟା ବାଧାପ୍ରାପ୍ତ ହେଲାଣି । ଆଜି ରାଜ୍ୟର ୧୬ ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ଟିକାରଣ ।ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର,

କମୁଛି ସଂକ୍ରମଣ ହାର

ରାଜ୍ୟରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । ସଂକ୍ରମଣ ହାର ବି ହ୍ରାସ ପାଉଛି । ତେବେ କଟକ ଓ ଖୋର୍ଦ୍ଧାରେ ସଂକ୍ରମଣ ଥମିବାରେ ନାଁ ଧରୁନି। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ନିୟନ୍ତ୍ରଣ ଆସୁନାହିଁ । ଏହି ଦୁଇ ଜିଲ୍ଲାରୁ

‘କାଳିଆ’ ହିତାଧିକାରୀଙ୍କୁ କୋଭିଡ ସହାୟତା

‘କାଳିଆ’ ହିତାଧିକାରୀଙ୍କୁ କୋଭିଡ୍ ସହାୟତା । ୧୮ ଲକ୍ଷ ଭୂମିହୀନ କୃଷକ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।ଏଥିରେ ପ୍ରତ୍ୟେକ ଭୂମିହୀନ ଚାଷୀ କାଳିଆ ଯୋଜନାର କିସ୍ତି ସହିତ ଅତିରିକ୍ତ ଭାବେ ୧୦୦୦