Browsing Category
ରାଜ୍ୟ
ତାତିଲେ ମାଟ୍ରିକ ପିଲା
ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପାସହାର ରେକର୍ଡ ଥିଲା । କିନ୍ତୁ ରେଜଲ୍ଟ ବାହାରିଲା ପରେ ଅସନ୍ତୋଷ ବଢିଛି । ମାଟ୍ରିକ ରେଜଲ୍ଟକୁ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । କରୋନା ପାଇଁ ପରୀକ୍ଷା ବାତିଲ ହେବା ପରେ ନବମ!-->…
ଅମାନିଆଙ୍କ ପାଇଁ କଠୋର ହେଲା କମିଶନରେଟ ପୁଲିସ
ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ଖୋର୍ଦ୍ଧା ଏବେ ବି ରେଡ ଜୋନରେ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦୦ ପାଖପାଖି ରହୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ସର୍ବାଧିକ ରହୁଛି । ତେବେ କିଛି ଅମାନିଆ କୋଭିଡ ଗାଇଡ ଲାଇନ ମାନୁନଥିବା!-->…
ପୂର୍ବତନ କୂଳପତିଙ୍କୁ କାହିଁକି ହତ୍ୟାକଲା ପ୍ରବୀଣ ? ଖୋଳତାଡ଼ ପରେ ସାମନାକୁ ଆସିଲା ସତ
ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ପ୍ରବୀଣ ଧରୁଆ ଘର ଲଇକେରା ବ୍ଲକ କୁଅଁରମାଲରେ। ପ୍ରବୀଣ ୧୦୦ ଟଙ୍କା ପାଇଁ ପୂର୍ବତନ କୁଳପତିଙ୍କୁ ହତ୍ୟା!-->…
ସଂକ୍ରମଣ: ଖସୁଛି,ବଢୁଛି
ରାଜ୍ୟରେ କରୋନା ସଂକ୍ରମଣ କେବେ ଖସୁଛି ତ ପୁଣି କେବେ ବଢୁଛି । ସଂକ୍ରମଣ ହାର କେବେ ୫ ଉପରେ ରହୁଛି କେବେ ୫ ତଳକୁ ଖସୁଛି । ଏଯାଏ ନିୟନ୍ତ୍ରଣକୁ ଆସିନି ସଂକ୍ରମଣ । କିଛିଟା ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖା ବଢି ବଢି ଚାଲିଛି!-->…
ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କ ପରଲୋକ
ଆଉ ନାହାଁନ୍ତି ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜ । ସଡକ ଦୁର୍ଘଟଣାରେ ତାଙ୍କର ପରଲୋକ ଘଟିଛି। ଖୋର୍ଦ୍ଧାରୁ ଭୁବନେଶ୍ବର ଫେରୁଥିବା ବେଳେ ଜାଆଁଳା ଛକରେ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ସେ ଏକ ସ୍କୁଟର୍ରେ ଯାଉଥିବାବେଳେ!-->…
ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ
ରାଜ୍ୟରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବା WODCର CEO ଭାବେ ନିଯୁକ୍ତ କରାଯାଇଛି । ସେହିପରି ମାଲକାନଗିରି ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଉଥିବା!-->…
ଆଶା ଦେଖାଇଲେ ଆଶାଦିଦି
ଭଦ୍ରକ: ଇଚ୍ଛାଶକ୍ତି ଓ ଦୃଢ ମନୋବଳ ଥିଲେ ଅସମ୍ଭବକୁ ବି ସମ୍ଭବ କରିହେବ । କଠିନ ପରିଶ୍ରମ ଓ ଏକାଗ୍ରତା ବଳରେ ସବୁକିଛି ସମ୍ଭବ ହୋଇପାରିବ । ଯାହାକୁ ପ୍ରମାଣିତ କରିଛନ୍ତି ଭଦ୍ରକ ଜିଲ୍ଲା କଣ୍ଟି ଗାଁର ୫୭ବର୍ଷର ସ୍ବର୍ଣ୍ଣଲତା ପତି!-->…
ନବୀନଙ୍କ ମହିଳା ବ୍ରିଗେଡ଼
ବିଜୁ ମହିଳା ଜନତା ଦଳର ପଦାଧିକାରୀ ଘୋଷଣା । ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିଶ କ୍ରମେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆ ନିଯୁକ୍ତି ଦେଇଛନ୍ତି ।ବିଜୁ ମହିଳା ଜନତା ଦଳର ଉପଦେଷ୍ଟା ଭାବେ ୫!-->…
ନଳିନୀଙ୍କ ପାଇଁ ନବୀନଙ୍କୁ ଦେବାକୁ ପଡିବନି ତ ବହୁମୂଲ୍ୟ?
ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ନିଜର ସାଙ୍ଗଠନିକ ସ୍ତରରେ ବଡ ଧରଣର ପରିବର୍ତ୍ତନ କରିଛି । ୩୦ ଜିଲ୍ଳା ପାଇଁ ନୂଆ ପର୍ୟ୍ୟବେକ୍ଷକ ଘୋଷଣା କରିଛନ୍ତି ନବୀନ । ୨୦୧୭ ପଞ୍ଚାୟତ ନିର୍ବାଚନ ଫଳାଫଳର ରିପିଟ ଯେପରି ୨୦୨୨ରେ ନହୁଏ!-->…
ପଂଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ବିଜେପି
ପଂଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ବିଜେପିର ସଜବାଜ । ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ଜାରି କରିଥିବା ବେଳେ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ନିଜର!-->…