Browsing Category
ରାଜ୍ୟ
ଅମାନିଆଙ୍କ ପାଇଁ ବଜାର ବନ୍ଦ
କରୋନାର ଦ୍ୱିତୀୟ ଲହରର ପ୍ରଭାବ ଏଯାଏ କମିନି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୈନିକ ୩ ହଜାର ଉପରେ ରହୁଛି । ମୃତ୍ୟୁ ସଂଖ୍ୟା ୪୦ ଉପରେ ରହୁଛି । ତେବେ କିଛି ଅମାନିଆଙ୍କ ପାଇଁ ସଂକ୍ରମଣ କମୁନଥିବା କୁହାଯାଇଛି । ଲକଡାଉନ!-->…
‘ଡେଲଟାକୁ ଡରନ୍ତୁ ନାହିଁ, ସତର୍କ ରୁହନ୍ତୁ’
ଦେଶରେ ୪୮ଟି ଡେଲଟା ପ୍ଲସ ଭ୍ୟାରିଆଂଟ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଓଡିଶାରୁ ଜଣେ ଥିବା ଜଣାପଡିବା ପରେ ରାଜ୍ୟବାସୀ ଛାନିଆ ହୋଇଯାଇଛନ୍ତି । କରୋନାର ଦ୍ୱିତୀୟ ଲହରର ପ୍ରଭାବ କମିନଥିବା ବେଳେ ଡେଲଟା ପ୍ଲସ ଭ୍ୟାରିଆଂଟକୁ!-->…
ରାସ୍ତାକଡ଼ରେ ମହିଳାଙ୍କ ମୃତଦେହ,ପାଖରେ ୪ ବର୍ଷର ଶିଶୁ
କେନ୍ଦ୍ରାପଡା: ରାସ୍ତାକଡ଼ରେ ପଡିଛି ମହିଳାଙ୍କ ମୃତଦେହ । ଆଉ ମୃତଦେହ ନିକଟରେ ରକ୍ତଜୁଡୁବୁଡୁ ଅବସ୍ଥାରେ ପଡିଛି ୩ ବର୍ଷର ଶିଶୁ । ମହିଳାଙ୍କ ତଂଟି କାଟି କେହି ବୀଭତ୍ସ ଭାବେ ତାଙ୍କୁ ହତ୍ୟା କରିଥିବା ବେଳେ ଶିଶୁଟି କିନ୍ତୁ!-->…
କମିବା ବଦଳରେ ବଢୁଛି ସଂକ୍ରମଣ
ରାଜ୍ୟରେ ପୁଣି ବଢିଲା କରୋନା ସଂକ୍ରମଣ । ମୃତ୍ୟୁ ସଂଖ୍ୟା ମଧ୍ୟ କମିବାର ନାଁ ନେଉନି । ସଂକ୍ରମଣ ହାର କିଛି ଦିନ ତଳେ ୫ ତଳକୁ ଖସିଥିବା ବେଳେ ଏହା ପୁଣି ବଢିବାରେ ଲାଗିଛି । ସେପଟେ ଓଡିଶାରେ ଡେଲଟା ପ୍ଲଟ ଭାରିଆଂଟ ଚିହ୍ନଟ ପରେ!-->…
ଓଡିଶାରେ ଡେଲଟା ପ୍ଲସ ଭ୍ୟାରିଆଂଟ ଚିହ୍ନଟ
କରୋନାର ଦ୍ୱିତୀୟ ଲହର ପ୍ରଭାବ କମିନଥିବା ବେଳେ ଓଡିଶାରେ ଡେଲଟା ପ୍ଲସ ଭ୍ୟାରିଆଂଟ ଚିହ୍ନଟ ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ରାଜ୍ୟରେ ଗୋଟିଏ ଡେଲଟା ପ୍ଲସ ଭ୍ୟାରିଆଂଟ ଚିହ୍ନଟ ହୋଇଥିବା ନ୍ୟାସନାଲ!-->…
ବାହାରିଲା ମାଟ୍ରିକ ରେଜଲ୍ଟ..କରୋନା କାଳରେ ରେକର୍ଡ ପାସ
ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ଚଳିତ ବର୍ଷର ପାସହାର ୯୭.୮୯ ପ୍ରତିଶତ । ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ରେଜଲ୍ଟ ପ୍ରକାଶ ପାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯାଇଛି ।!-->…
ଜାମିନ ପରେ ବି ଜେଲରେ ରହିବେ ଆକାଶ ପାଠକ
ଜାମିନ ପରେ ବି ଜେଲରେ ରହିବେ ଆକାଶ ପାଠକ । ଆକାଶଙ୍କ ନାଁରେ ହୋଇଥିବା ୬ଟି ମାମଲାରୁ ୫ଟି ମାମଲାରେ ତାଙ୍କୁ ଜାମିନ ମିଳିସାରିଛି । ଆଉ ଗୋଟିଏ ମାମଲାରେ ତାଙ୍କୁ ଜାମିନ ମିଳିନଥିବାରୁ ସେ ଜେଲରେ ରହିବେ । ଟାଟା କମ୍ପାନୀରେ ଚାକିରୀ!-->…
‘ଥାର୍ଡ ୱେଭ ଆସିବା ପୂର୍ବରୁ ଜଣାପଡିବ’
କରୋନା ଦ୍ୱିତୀୟ ଲହର ସଂକ୍ରମଣ ଏବେ ଧୀରେ ଧୀରେ କମିବାରେ ଲାଗିଛି । ତେବେ କିଛି ଦିନ ଭିତରେ ତୃତୀୟ ଲହର ଆସିବ ବୋଲି କୁହାଯାଉଛି । ତେବେ ଥାର୍ଡ ୱେଭ ଆସିବା ପୂର୍ବରୁ ଏହା ଜଣାପଡିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ!-->…
ତିନି ହଜାର ତଳକୁ ଖସିଲା ସଂକ୍ରମଣ
ଗତ ଦୁଇ ଦିନ ଧରି ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ୩ ହଜାର ତଳକୁ ଖସିଛି ସଂକ୍ରମଣ । ସଂକ୍ରମଣ ହାର ରହିଛି ୪.୫୩% । ଗତ ୨୪ ଘଂଟାରେ ୬୪ ହଜାର ୨୫୫ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୨ ହଜାର!-->…
ଜ୍ବରରେ ଶ୍ରୀଜୀଉ..ଆଜିଠୁ ଅଲାରନାଥଙ୍କ ଅନବସର ଯାତ୍ରା
ଜ୍ୟେଷ୍ଠ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମହାସ୍ନାନ ହେବା ପରେ ହାତୀ ବେଶରେ ଦର୍ଶନ ଦେଇ ଅଣସରପିଣ୍ଡିକୁ ଯାଇଛନ୍ତି ଶ୍ରୀଜୀଉ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଠାକୁରଙ୍କୁ ଜ୍ବର ହୋଇଛି । ଏହା ସହ ଆରମ୍ଭ ହୋଇଛି!-->…