THE BYAPINI
Browsing Category

ରାଜ୍ୟ

ଆଜି ରେଜଲ୍ଟ ,ଏଯାଏ ମିଳିନି ରୋଲ ନମ୍ବର

ଛାତ୍ର ଜୀବନର ସବୁଠୁ ବଡ଼ ପରୀକ୍ଷା ହେଉଛି ମାଟ୍ରିକ ବୋର୍ଡ ପରୀକ୍ଷା । ଭବିଷ୍ୟତକୁ ବାଟ ଦେଖାଇବାର ପ୍ରଥମ ପାହାଚ ହେଉଛି ମାଟ୍ରିକ ରେଜଲ୍ଟ । ହେଲେ ଚଳିତ ଥର ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ବାହାରିବ ଦଶମ ପରୀକ୍ଷା ଫଳ ।

ଭିଜିଲାନ୍ସ ,କ୍ରାଇମବ୍ରାଂଚରେ ନୂଆ ମୁଖିଆ

ଆଇପିଏସ୍ ସ୍ତରରେ ଏକ ବଡ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ଦୁଇ ଗୁରୁତ୍ୱପୂର୍ଣ୍ଣ ତଦନ୍ତକାରୀ ସଂସ୍ଥାକୁ ମିଳିଲା ନୂଆ ମୁଖିଆ । ଯଶବନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ସେହିପରି

ଓମଫେଡ ଚାଷୀଙ୍କୁ କୋଭିଡ ସହାୟତା

ଓମଫେଡ ଦୁଗଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତାରେ ପ୍ରତି ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ୟ୍ୟନ୍ତ ସହାୟତା ଯୋଗାଇ ଦିଆଯିବ। ଏଥିରେ ୧୧ କୋଟି

କାଲି ମାଟ୍ରିକ ରେଜଲ୍ଟ

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । କାଲି ଅପରାହ୍ନ ୪ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ପ୍ରକାଶ ପାଇବ । ସନ୍ଧ୍ୟା ୬ଟାରେ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । ୱେବସାଇଟ

ପୁଣି ବଢୁଛି ସଂକ୍ରମଣ

ରାଜ୍ୟରେ କରୋନା ସଂକ୍ରମଣ ଗତ ଦୁଇ ଦିନ ଧରି ପୁଣି ବଢିବାରେ ଲାଗିଛି । ୩ ହଜାର ତଳକୁ ଖସିଥିବା ସଂକ୍ରମିତଙ୍କ ସଂଖ୍ୟା ଏବେ ପୁଣି ବଢୁଛି । ସଂକ୍ରମଣ ହାର ବି ୫ ପ୍ରତିଶତ ଉପରେ ରହୁଛି । ସେହିପରି ମୃତ୍ୟୁସଂଖ୍ୟା ଏଯାଏ କମିବାର ନାଁ

ସ୍ନାନବେଦୀରେ ଶ୍ରୀଜିଉ

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡି ସ୍ନାନ ବେଦୀରେ ଚତୁର୍ଦ୍ଧାବିଗ୍ରହ । ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦିରେ ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। କୋଭିଡ କଟକଣା ମଧ୍ୟରେ ଚଳିତବର୍ଷ ବିନା ଭକ୍ତରେ

ନେତାଙ୍କ ଓକିଲାତି, ଏମିତି ବି ହୁଏ ରାଜନୀତି?

ଟିକାକରଣ ବେଳେ ଶ୍ରେୟ ରାଜନୀତି । ଟିକାକରଣ କେନ୍ଦ୍ରରେ କାହାର ଲାଗିବ ଫଟୋ ତାକୁ ନେଇ ବିବାଦ ଦେଖାଦେଇଛି । ଗତ ଦୁଇରୁ ତିନି ହେବ ରାଜ୍ୟର ବିଭିନ୍ନ ଜିଲ୍ଲାର ଟିକାକରଣ କେନ୍ଦ୍ରରେ ଫଟୋକୁ ନେଇ ଉତେଜନା ଦେଖାଦେଇଛି । ଟିକାକରଣ

କାଲି କମିଥିଲା ଆଜି ବଢିଲା.. କମୁନି ମୃତ୍ୟୁ ସଂଖ୍ୟା

ରାଜ୍ୟରେ କ୍ରମାଗତ ଭାବେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଗତକାଲି ଅପେକ୍ଷା ଆଜି ପୁଣି ବଢିଛି ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ହାର ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ୬୫ ହଜାର ୮୪୫ କରୋନା ନମୂନା

କାଲି ଦେବସ୍ନାନ ପୂର୍ଣ୍ଣିମା..ଆଜି ରାତିରୁ ଶ୍ରୀଜିଉଙ୍କ ପହଣ୍ଡି

ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନ ସିଂହାସନରୁ ସ୍ନାନବେଦିକୁ ବିଜେ କରିବେ ଶ୍ରୀଜିଉ। ସ୍ନାନବେଦୀରେ ଗଜ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ତେବେ ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ

‘କୋଟିଏ ଟଙ୍କା ଲାଞ୍ଚ ନେଇଛନ୍ତି ଜିଲ୍ଲାପାଳ’

ମାଲକାନଗିରି: ଜିଲ୍ଲାପାଳଙ୍କ ନାଁରେ ଲାଞ୍ଚ କାରବାର ଅଭିଯୋଗ । ତା ପୁଣି କୋଟିଏ ଟଙ୍କାର । ମାଲାକନଗିରି ଜିଲ୍ଲାପାଳଙ୍କ ବିରୁଦ୍ଧରେ ପୁଣି ଆସିଲା ସାଂଘାତିକ ଅଭିଯୋଗ । ଆଉ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରଦେଶ କଂଗ୍ରେସ