Browsing Category
ରାଜ୍ୟ
ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ !
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହୋଇପାରେ। ଏ ନେଇ ଆଶଙ୍କା ପ୍ରକଟ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । ଆସନ୍ତା ମାର୍ଚ୍ଚ ୧୦, ୨୦୨୨ରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ୟ୍ୟକାଳ ସରିବ । ତାହା ପୂର୍ବରୁ ସୀମା!-->…
ଗଂଜାମ: ଟିକା ନନେଲେ ଖୋଲିପାରିବନି ଦୋକାନ
କରୋନା ସଂକ୍ରମଣକୁ ମାତ ଦେବା ପାଇଁ ରାଜ୍ୟରେ ଜୋରସୋରରେ ଚାଲିଛି ଟିକାକରଣ । କ୍ୟାମ୍ପେନ ମୋଡରେ ଟିକାକରଣ କରାଯାଉଛି । ଏହାରି ଭିତରେ ଓଡିଶାରେ ଟିକାକରଣ ମଧ୍ୟ କୋଟିଏ ଟପିସାରିଛି । ତେବେ ଏଣିକି ଯେଉଁ ଦୋକାନୀ ମାନେ ଟିକା!-->…
ମୋ ଟିକା କିଏ ନେଲା?
ଭୁବନେଶ୍ୱରରେ ଥାଇ କଟକରେ ଟିକା । ହଁ ଆଜ୍ଞା ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କଟକରେ ଟିକାକରଣ ବଡ ବିଭ୍ରାଟ ସାମନାକୁ ଆସିଛି । ଅର୍ଥାତ ହିତାଧିକାରୀ ଭୁବନେଶ୍ୱରରେ ଅଛନ୍ତି, ହେଲେ ତାଙ୍କ ନାଁରେ କଟକ ଇନଡୋର ଷ୍ଟାଡିୟମରେ!-->…
୩ ହଜାର ତଳକୁ ଖସିଲା ସଂଖ୍ୟା
ରାଜ୍ୟରେ ତଳମୁହାଁ ହେଉଥିବା ଦୈନିକ ସଂକ୍ରମଣ ଆଜି ୩ ହଜାର ତଳକୁ ଖସିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତକାଲି ୪୩ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଥିବାବେଳେ ଆଜି ୩୮ କରୋନା!-->…
ଓଡିଶାରେ ଜିତିଲା ୟୁପି ପ୍ରେମ
ଶେଷରେ ପ୍ରେମ ଜିତିଲା, ପୁଲିସ ହାରିଲା । କୁହାଯାଏ ପ୍ରେମ ଯଦି ପବିତ୍ର ଥାଏ,ସଚ୍ଚା ଥାଏ ତାହେଲେ ସବୁ ବାଧାବିଘ୍ନ ପ୍ରେମ ଆଗରେ ହାର ମାନିଥାଏ । ଓଡିଶା-ଉତରପ୍ରଦେଶ ପୁଲିସର ଟଣାଓଟରା ଭିତରେ ପ୍ରେମର ବାଜିମାତ ହୋଇଛି । ପ୍ରେମ!-->…
ଓଡିଶାରେ କୋଟିଏ ଟପିଲା
ରାଜ୍ୟରେ ଟିକାକରଣ କୋଟିଏ ପାର । ଓଡିଶାରେ ସଫଳତାର ସହ ଶେଷ ହେଲାଣି ୧ କୋଟି ଟିକାକରଣ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ରାଜ୍ୟରେ ଟିକାକରଣର ରେକର୍ଡକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!-->…
ମୟୁରଭଂଜ: ୫ ମିନିଟରେ ଦୁଇ ଥର ଟିକା
କରୋନା ସଂକ୍ରମଣକୁ ମାତ୍ ଦେବା ପାଇଁ ଟିକାକରଣକୁ ଜୋରଦାର କରାଯାଉଥିବାବଳେ ବାରିପଦାରେ ଅଜବ ଘଟଣା ଦେଖିବାକୁ ମିଳିଛି । ୫ ମିିନିଟରେ ଜଣେ ବ୍ୟକ୍ତିଙ୍କୁ ଦିଆଯାଇଛି ଡବଲ ଡୋଜ । ଟିକାକରଣ କେନ୍ଦ୍ରରେ ଥିବା କର୍ମଚାରୀଙ୍କ ଦାୟିତ୍ୱରେ!-->…
ବାଲେଶ୍ୱର: କାହିଁକି ରହିବନି ମୋଦିଙ୍କ ଫଟୋ?
ଟିକାକରଣ କେନ୍ଦ୍ରରେ ଲାଗିବ କାହା ଫଟୋ? ଏହାକୁ ନେଇ ଉତେଜନା । ବାଲେଶ୍ୱରରେ ଟୀକା କେନ୍ଦ୍ରରେ ବିଜେପି କର୍ମୀଙ୍କ ହଙ୍ଗାମା । ଗାନ୍ଧୀସ୍ମୃତି ଭବନ ପରିସରରେ ଟିକାକରଣ କାର୍ୟ୍ୟକ୍ରମର ଉଦଘାଟନ ଉତ୍ସବକୁ ବିଜେପି କର୍ମୀମାନେ ଧସେଇ!-->…
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାହାଘର
ଆଜି ହେଉଛି ରୁକ୍ମଣୀ ହରଣ ଏକାଦଶୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିବାହ ଉତ୍ସବ । ମା’ ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ରୁକ୍ମଣୀ । ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ । ଜ୍ୟେଷ୍ଠମାସ ଶୁକ୍ଲପକ୍ଷ ଏକାଦଶୀ!-->…
ରଥଯାତ୍ରା ପରେ ବଦଳିବ ନବୀନଙ୍କ ଟିମ୍, ବାଦ୍ ପଡିପାରନ୍ତି ୮ ମନ୍ତ୍ରୀ!
ଖୁବଶୀଘ୍ର ବଦଳିବାକୁ ଯାଉଛି କେନ୍ଦ୍ର ମନ୍ତ୍ରୀମଣ୍ଡଳର ରୂପରେଖ । ଏଥିପାଇଁ ତାଲିକା ଏକପ୍ରକାର ଚୂଡାନ୍ତ ହୋଇ ସାରିଥିବା ବେଳେ କେବଳ ମୋଦିଙ୍କ ମୋହରକୁ ଅପେକ୍ଷା ରହିଛି । ଅନ୍ୟପଟେ ଓଡ଼ିଶାରେ ମଧ୍ୟ ନବୀନ ନିଜ ମନ୍ତ୍ରୀମଣ୍ଡଳର!-->…