Browsing Category
ରାଜ୍ୟ
ଏବେ ବି ୪ ଜିଲ୍ଲା ରେଡ୍ ଜୋନରେ
ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ । ସଂକ୍ରମଣ ହାର ମଧ୍ୟ ହ୍ରାସ ପାଉଛି । ସଂକ୍ରମଣ ହାର ୪ ଦଶମିକ ୯୭ ପ୍ରତିଶତକୁ ଖସି ଆସିଛି । ତେବେ ଏବେ ୪ ଜିଲ୍ଲା ରେଡ ଜୋନରେ ଅଛନ୍ତି । ଖୋର୍ଦ୍ଧା,କଟକ, ଯାଜପୁର, ବାଲେଶ୍ୱର । ଏହି!-->…
ରଥଯାତ୍ରା ଲାଗି ନୀତି ନିର୍ଘଣ୍ଟ
ରଥଯାତ୍ରାକୁ ଆଉ ମାତ୍ର ଦିନ କେଇଟା ବାକି ଅଛି । ମହାମାରୀ କରୋନା ପାଇଁ ଚଳିତ ବର୍ଷ ବିନା ଭକ୍ତରେ କୋଭିଡ କଟକଣାରେ ରଥଯାତ୍ରା କରିବାକୁ ନିଷ୍ପତି ନିଆଯାଇଥିବା ବେଳେ ଆଜି ରଥଯାତ୍ରା ପାଇଁ ନୀତି ନିର୍ଘଂଟ ହୋଇଛି । କୋଭିଡ କଟକଣା!-->…
କାଲିଠୁ କ୍ୟାମ୍ପେନ ମୋଡ଼ରେ ଟିକାକରଣ
ଆସନ୍ତାକାଲିଠୁ କ୍ୟାମ୍ପେନ ମୋଡ଼ରେ ଆରମ୍ଭ ହେବ ଟିକାକରଣ ପ୍ରକ୍ରିୟା। କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ପ୍ରତ୍ୟେକ ଦିନ ୩ ଲକ୍ଷ ଟିକାକରଣ କରିବା ପାଇଁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର। ଉଭୟ ରାଜ୍ୟ ଆଣିଥିବା ଓ!-->…
ଅନାଥଙ୍କ ପାଇଁ ‘ଆଶୀର୍ବାଦ’
ଆରମ୍ଭ ହେଲା ‘ଆଶୀର୍ବାଦ’ ଯୋଜନା । ମହାମାରୀ କରୋନାରେ ବାପା, ମାଆଙ୍କୁ ହରାଇଥିବା ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆଶୀର୍ବାଦ’ ଯୋଜନା ଆରମ୍ଭ କରିଛନ୍ତି । ୨୦୨୦ ଏପ୍ରିଲ ୧ ପରଠାରୁ ଉଭୟ ବାପା, ମାଆ ଅବା ପରିବାରର!-->…
‘ଦଶମ ମାର୍କ ପାଖାପାଖି ରହିବ ଯୁକ୍ତ ଦୁଇ ମାର୍କ’
ଚଳିତ ବର୍ଷ ଯୁକ୍ତ ୨ରେ ମୋଟ ପାସ୍ ହାର ୯୦ ପ୍ରତିଶତରୁ ଅଧିକ ରହିବ । ଯୁକ୍ତ ଦୁଇ ପରୀକ୍ଷା ବିକଳ୍ପ ମୂଲ୍ୟାୟନ ଚୂଡାନ୍ତ ହେବା ପରେ ମୂଲ୍ୟାୟନ ପ୍ରକ୍ରିୟା ଉପରେ ମତ ରଖି କହିଛନ୍ତି ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ!-->…
ତପୁ ତୁମେ ମନେ ରହିବ….
ଅଗଣିତ ଶ୍ରୋତାଙ୍କ ହୃଦୟରେ ବସା ବାନ୍ଧିଥିଲେ । ଗୀତରେ ଗୀତରେ ସମସ୍ତଙ୍କ ମନ ଜିଣୁଥିଲେ । ହେଲେ ଆଉ ଶୁଭିବନି ସେ ସ୍ୱର । ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର । ମହାମାରୀ କରୋନାରେ ଆକ୍ରାନ୍ତ!-->…
ଡବଲ ଡୋଜ ଭ୍ୟାକସିନ ପରେ ବି କାହିଁକି ହେଉଛି ମୃତ୍ୟୁ?
ଭ୍ୟାକ୍ସିନ୍ ନେଲେ ୭୦ରୁ ୯୦ ପ୍ରତିଶତ ସୁରକ୍ଷିତ ରହିବା କଥା । ହେଲେ ଦୁଇଟି ଡୋଜ୍ ଟିକା ପରେ ବି ଅନେକ ଲୋକ ସଂକ୍ରମିତ ହେଉଛନ୍ତି । ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହେଉଛି ।ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଏହାର କାରଣ!-->…
ରହିବା ପାଇଁ ସବୁଠୁ ଅନୁକୂଳ ରାଜଧାନୀ ଭୁବନେଶ୍ୱର
ଦେଶରେ ରହିବା ପାଇଁ ସବୁଠୁ ଅନୁକୂଳ ହେଉଛି ରାଜଧାନୀ ଭୁବନେଶ୍ୱର । ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାରମେଣ୍ଟ ପକ୍ଷରୁ କରାଯାଇଥିବା ଏକ ସର୍ଭେ ଅନୁସାରେ ଭାରତରେ ରହିବାକୁ ଯୋଗ୍ୟ ରାଜଧାନୀ ମଧ୍ୟରେ ଅନୁକୂଳ ତାଲିକାର ଚତୃର୍ଥ ସ୍ଥାନରେ!-->…
୧୦ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକିଦେଲା ବାପା
ନିଶା ପାଇଁ ନିଜ ଜନ୍ମକଲା ପୁଅକୁ ବିକି ଦେଇଥିଲା ବାପା ।ନିଶା ପାଇଁ ୧୦ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକିଦେଇଥିଲା ବାପା । ଭୁବନେଶ୍ୱର ମାଳିସାହି ଅଂଚଳରୁ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଖାରବେଳନଗର ପୁଲିସ!-->…
ଜୀବନ ଯୁଦ୍ଧରେ ହାରିଗଲେ ଦେବାଶିଷ ପାଣିଗ୍ରାହୀ
ଶେଷରେ କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ଆଇପିଏସ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । କୋଲକାତାର ଏକ ଘରୋଇ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମାତ୍ର ୫୬!-->…