Browsing Category
ରାଜ୍ୟ
ବାଲି ଉଠାଣରେ ହାଇକୋର୍ଟଙ୍କ ରୋକ୍
କଟକ: ବାଲି ଉଠାଣ ଉପରେ ପୁଣି ରୋକ ଲଗାଇଛନ୍ତି ହାଇକୋର୍ଟ। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଗତ ୨୧ ତାରିଖରେ ବିଜ୍ଞପ୍ତି ଜାରି କରିଥିଲା ଖଣି ବିଭାଗ।
ଅତି ଆବଶ୍ୟକକୁ!-->!-->!-->…
ଆଜିଠାରୁ ପରିକ୍ରମା ପ୍ରକଳ୍ପ ସୁରକ୍ଷା ଦାୟିତ୍ୱ ନେବ ପୁରୀ ପୁଲିସ
ପୁରୀ: ଆସନ୍ତା ୧୭ ତାରିଖରେ ଉଦଘାଟିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ତା’ ପୂର୍ବରୁ ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ଓବିସିସି ସଂସ୍ଥା ସବୁ କାମ ସାରି ପ୍ରଶାସନକୁ ପରିକ୍ରମାସ୍ଥଳୀ ଆଜି ହସ୍ତାନ୍ତର କରିବ। ପୁରୀ!-->…
୭ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ୧୪ ପ୍ରକଳ୍ପ
ଭୁବନେଶ୍ବର: ୧୨୭ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୧୭୧୩ ଦଶମିକ ୬୫ କୋଟି ଟଙ୍କାର ୧୪ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଧାତବ କ୍ଷେତ୍ର ଉପରେ ନିର୍ଭର କରୁଥିବା ଆନୁଷଙ୍ଗିକ ଶିଳ୍ପ, ଶକ୍ତି,!-->…
ଏଟିଏମରୁ ୨୦ ଲକ୍ଷ ଲୁଟିନେଲେ ଲୁଟେରା
ବାଲେଶ୍ବର: ଏଟିଏମରୁ ୨୦ ଲକ୍ଷ ଲୁଟିନେଲେ ଲୁଟେରା । ବାଲେଶ୍ୱର ଜିଲ୍ଲା ଖଇରା ତୁଡ଼ିଗଡିଆ ବଜାର ଥିବା ଆକ୍ସିସ ବ୍ୟାଙ୍କରୁ ଲୁଟ ହୋଇଛି । ଗ୍ୟାସ କଟରରେ ଏଟିଏମ କାଟି ୨୦ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଲୁଟେରା ଗ୍ୟାଙ୍ଗ । ଲୁଟ ପରେ!-->…
ପରଲୋକରେ ଆଳିର ପୂର୍ବତନ ବିଧାୟିକା
ଆଳି : ପରଲୋକରେ ଆଳିର ପୂର୍ବତନ ବିଧାୟିକା ତଥା ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ମାଆ ସୁଶ୍ରୀ ଦେବୀ। ୭୩ ବର୍ଷ ବୟସରେ ଆଜି କଟକ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି।
୧୦ ଅକ୍ଟୋବର ୧୯୫୦ରେ ଜନ୍ମ ଗ୍ରହଣ କରିଥିବା ସୁଶ୍ରୀ!-->!-->!-->…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମେଡିକାଲ ଛାତ୍ରଛାତ୍ରୀ
ଭୁବନେଶ୍ବର : ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରାୟ ୪୦୦ରୁ ଅଧିକ ନର୍ସିଂ, ଫାର୍ମାସୀ ଓ ଆନୁସଂଗିକ ମେଡିକାଲ ଛାତ୍ରଛାତ୍ରୀ ଭେଟି ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି ।!-->…
୫୧୨ଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟ ସରକାର ୫୧୨ ନୂଆ ସହକାରୀ ପ୍ରଫେସର, ସହକାରୀ ଟ୍ରେନିଂ ଅଫିସର, କନିଷ୍ଠ ସହକାରୀ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଚ୍ଚଶିକ୍ଷା ବିଭାଗରେ ୧୫୮ ଜଣ ସହକାରୀ!-->…
ପରିକ୍ରମା ପ୍ରକଳ୍ପକୁ ଦିଆଯାଉଛି ଫାଇନାଲ ଟଚ୍
ପୁରୀ : ଶେଷ ପର୍ୟ୍ୟାୟରେ ସବୁ ପ୍ରସ୍ତୁତି। ପରିକ୍ରମା ପ୍ରକଳ୍ପକୁ ଦିଆଯାଉଛି ଫାଇନାଲ ଟଚ୍। ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପାର୍କିଂ, ତୀର୍ଥଯାତ୍ରୀ କେନ୍ଦ୍ର, ଶ୍ରୀମାର୍ଗ, ପରିକ୍ରମା ମାର୍ଗ ଏବଂ ଯଜ୍ଞସ୍ଥଳ କାମ ସରିବା!-->…
ବାଘ ଛାଲ ଜବତ, ୨ ଗିରଫ
ବୌଦ୍ଧ : ବୌଦ୍ଧ ବନଖଣ୍ଡ କଣ୍ଟାମାଳ ବନାଞ୍ଚଳ କଣ୍ଟାମାଳ ରେଞ୍ଜ ଫଟାମୁଣ୍ଡା ଗାଁରୁ ବାଘ ଛାଲ ଜବତ ହୋଇଛି । ତୁଷୁରା ଥାନା ଅଞ୍ଚଳରେ ଚିତାବାଘ ଛାଲ ଚାଲାଣ ହେଉଥିଲା । କୌଣସି ସୁତ୍ରରୁ ଖବର ପାଇଥିଲା ବଲାଙ୍ଗୀର ବନ ବିଭାଗ ।!-->…
ମାଲକାନଗିରି ବିମାନ ବନ୍ଦର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ମାଲକାନଗିରି: ଆଜିଠୁ ମାଲକାନଗିରିରୁ ଆରମ୍ଭ ହୋଇଛି ବିମାନ ସେବା । ଆଜି ନୂଆ ବିମାନବନ୍ଦରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହିତ ଆକାଶ ମାର୍ଗରେ ମାଲକାନିଗିରି ମାଟିରୁ ବିକାଶର ଉଡାଣ ଆରମ୍ଭ!-->…