THE BYAPINI
Browsing Category

ରାଜ୍ୟ

କମୁନି ମୃତ୍ୟୁ ସଂଖ୍ୟା

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । କିଛି ଦିନ ହେବ ସଂକ୍ରମଣ ୩ ରୁ ୪ ହଜାର ଭିତରେ ରହୁଛି । ସେହିପରି ସଂକ୍ରମଣ ହାର ୫ ରୁ ୬ ପ୍ରତିଶତ ମଧ୍ୟରୁ ରହୁଛି । ଗତ ୨୪ ଘଣ୍ଟା

ଅକ୍ସିଜେନ ପ୍ଲାଂଟର ଶିଳାନ୍ୟାସ

କରୋନା ମୁକାବିଲା ଦିଗରେ ଆଉ ପାଦେ ଆଗେଇଲା ରାଜ୍ୟ । ରାଜ୍ୟର ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ

ନୟାଗଡ଼: ରିମାଣ୍ଡରେ ସତ ମାନିବ ଅଭିଯୁକ୍ତ!

ନୟାଗଡରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ରିମାଣ୍ଡରେ ଯିବ ଅଭିଯୁକ୍ତ । ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ୩ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ପ୍ରଦାନ କରିଛନ୍ତି ପକସୋ କୋର୍ଟ ।

ଜେଲରୁ ମୁକୁଳିଲେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ

ଜେଲରୁ ମୁକୁଳିଲେ ଆଇଏଫଏସ୍ ଅଭୟକାନ୍ତ ପାଠକ। ୬ ମାସ ଧରି ଜେଲରେ ରହିବା ପରେ ଝାରପଡ଼ା ଜେଲରୁ ମୁକୁଳିଲେ ଅଭୟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗତ ନଭେମ୍ବର ୨୭ରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଅଭୟକାନ୍ତ ପାଠକଙ୍କ

ମାଟ୍ରିକ ନମ୍ବର ଆଧାରରେ ଯୁକ୍ତ ଦୁଇ ରେଜଲ୍ଟ

ମାଟ୍ରିକ ପରୀକ୍ଷା ଫଳ ଆଧାରରେ ମିଳିବ ଯୁକ୍ତ ଦୁଇ ମାର୍କ । ମହାମାରୀ କରୋନା ପାଇଁ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଥିଲେ ରାଜ୍ୟ ସରକାର । ଏନେଇ ଗତ ୪ ତାରିଖରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରୀକ୍ଷା

ତୃତୀୟ ଲହର ଚିନ୍ତା

କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ଓଡ଼ିଶା ସରକାରଙ୍କ ଜୋରଦାର ପ୍ରସ୍ତୁତି । ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି, ତୃତୀୟ ଲହର ପାଇଁ ପୂରା ପ୍ରସ୍ତୁତ ଅଛି ଓଡ଼ିଶା । ଏସଓପି ଜାରି ସହ ଭିତ୍ତିଭୂମି ପ୍ରସ୍ତୁତ

ଭଦ୍ରକ: ମଙ୍ଗନ ପୂର୍ବରୁ ମଶାଣୀ

୩ ଦିନ ପରେ ଥିଲା ବାହାଘର । ବର ହୋଇ ବାହାହେବାକୁ ଯାଇଥାନ୍ତେ । ବର ବେଶରେ ସଜ ହୋଇ ବାହାହେବାକୁ ଯାଇଥାନ୍ତେ । ହେଲେ ସବାରୀ ବଦଳରେ ଘରୁ ଉଠିଲା ଶବ। ନୂଆ ଜୀବନ ଆରମ୍ଭ ହେବା ପୂର୍ବରୁ ସରିଗଲା ସବୁକିଛି । ବାହାଘର ପୂର୍ବରୁ

ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ

ରାଜ୍ୟରେ ସଂକ୍ରମଣ ସ୍ଥିତିରେ ସୁଧାର ଆସୁଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଆସୁଥିବା ବେଳେ ଗତକାଲି ତୁଳନାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ଗତକାଲି ୬୪ ହଜାର ୮୫୦ କରୋନା ନମୂନା ପରୀକ୍ଷା ହୋଇଥିବା

ନବୀନ ଦେଲେ କୋଭିଡ ପ୍ୟାକେଜ, ଜାଣନ୍ତୁ କେଉଁମାନେ ହେବେ ଉପକୃତ?

କୋଭିଡ ପାଇଁ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ଆଜି ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି। ଭୂମିହୀନ

ମାଷ୍ଟରକ୍ୟାଣ୍ଟିନରୁ ରାଜଭବନ..ଘୋଡା ଘୁଚିଂବ, ବିକାଶ ହେବ!

ଦଶନ୍ଧି ଦଶନ୍ଧି ଧରି ରାଜଧାନୀର ପ୍ରତୀକ ପାଲଟିଥିବା ମାଷ୍ଟରକ୍ୟାଣ୍ଟିନ ଘୋଡ଼ା ହେବ ସ୍ଥାନାନ୍ତର । କିଛି ଦିନ ଭିତରେ ମାଷ୍ଟର କ୍ୟାଂଟିନ ଛକରେ ଥିବା ଏହି ଐତିହ୍ୟ ଏଠାରେ ଦେଖିବାକୁ ମିଳିବନି । ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା