THE BYAPINI
Browsing Category

ରାଜ୍ୟ

ଶ୍ରୀକ୍ଷେତ୍ରରେ ହେବ ବିମାନବନ୍ଦର,ଆରମ୍ଭ ହେଲା ପ୍ରକ୍ରିୟା

ରାଜ୍ୟ ସରକାରଙ୍କ ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ଲାଗି ଯେଉଁ ସଂକଳ୍ପ ରଖିଛି, ତାହା ଆଉ ପାଦେ ଆଗେଇଛି । ପୁରୀରେ ଅନ୍ତର୍ଜାତିକ ବିମାନ ବନ୍ଦର ପାଇଁ ଖୋଲିଲା ରାସ୍ତା । ଶ୍ରୀକ୍ଷେତ୍ର ପୁରୀରେ ପ୍ରତିଷ୍ଠା ହେବ

ନୟାଗଡ: କୁନି ଝିଅକୁ ମାରିଲା କିଏ?

ନୟାଗଡ ଜିଲ୍ଲାରେ ଚାଂଚଲ୍ୟ । ନିଖୋଜ ଶିଶୁ କନ୍ୟାକୁ ହତ୍ୟା । ଅତି ବୀଭତ୍ସ ଭାବେ ଶିଶୁ କନ୍ୟାକୁ ହତ୍ୟା କରାଯାଇଛି । ଗାଁ ନିକଟସ୍ଥ ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମୁଣ୍ଡ ଓ ଗଣ୍ଡି ଅଲଗା ଅଲଗା ପଡିଥିବା ସ୍ଥାନରୁ

କାମାକ୍ଷାନଗର: ଗୁଳିମାଡ଼ ସାଂଗକୁ ଘନଘନ ବୋମାମାଡ

ଗୁଳିମାଡ଼ ସାଂଗକୁ ଘନଘନ ବୋମାମାଡ଼ । କାମାକ୍ଷାନଗରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ଗୁଳିକାଣ୍ଡ ସହ ପରସ୍ୱର ଉପରେ ବୋମାମାଡ଼ କରିଛନ୍ତି । ବୁଧବାର ବିଳମ୍ବିତ ରାତିରେ ଏହି ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ

ୟୁଟ୍ୟୁବରେ ପାଠ ପଢ଼ିବେ ପ୍ରାଥମିକ ପିଲା

ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ ବନ୍ଦ ରହିଛି । ପିଲାମାନେ ସ୍କୁଲକୁ ଯାଇପାରୁନାହାନ୍ତି । ତେଣୁ ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ ହାଇସ୍କୁଲ ପରେ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବରେ

ରାଜ୍ୟରେ ତଳମୁହାଁ କରୋନା ମିଟର

ରାଜ୍ୟରେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ତଳକୁ ଖସିଛି । ଗତ ୨୪ ଘଂଟାରେ ୬୩ ହଜାର ୪୨୧ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୩ ହଜାର ୬୩୧ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ତାଲାବନ୍ଦ ଆଂଶିକ କୋହଳ

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିବା ବେଳେ କରୋନା କଟକଣା ଆଶିଂକ କୋହଳ କରିଛନ୍ତି ସରକାର । ଜୁଲାଇ ପହିଲା ଯାଏଁ ରାଜ୍ୟରେ ଲାଗୁ ହେବ ଆଂଶିକ ଲକ୍ଡାଉନ୍ । ଆସନ୍ତାକାଲି ସକାଳ ୫ଟା ଠାରୁ ଜୁଲାଇ ୧ ତାରିଖ ସକାଳ ୫ଟା

ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ସାଂସଦଙ୍କ ଚିଠି

ମହାମାରୀ କରୋନା ପାଇଁ ଚଳିତ ବର୍ଷ ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା କରିବା ପାଇଁ ମନା କରାଯାଇଛି ।। କେବଳ ଅନ୍ୟ ସମସ୍ତ ସ୍ଥାନରେ ମନ୍ଦିର ଭିତରେ ନୀତିକାନ୍ତି କରିବାକୁ ଅନୁମତି ଦିଆଯାଇଛି । ହେଲେ

ଅନଲକ ହେବ କି ଓଡିଶା? ଆଜି ଘୋଷଣା କରିବେ ସରକାର

ଅନଲକ ହେବ କି ଓଡିଶା? ଆସନ୍ତାକାଲି ସକାଳ ୫ଟାରେ ଲକଡାଉନ ଅବଧି ଶେଷ ହେବା ପାଇଁ ଯାଉଛି । ରାଜ୍ୟରେ ଦୈନିକ ସଂକ୍ରମଣ କମିବାରେ ଲାଗିଛି । ଗୋଟେ ପରେ ଗୋଟେ ଜିଲ୍ଲା ଗ୍ରୀନ ଜୋନକୁ ଆସୁଛନ୍ତି । ସଂକ୍ରମଣ ହାର ମଧ୍ୟ କମିବାରେ ଲାଗିଛି

କମୁଛି ସଂକ୍ରମଣ, କମୁନି ମୃତ୍ୟୁ

ରାଜ୍ୟରେ ତଳମୁହାଁ କରୋନା ମିଟର । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ୪ ହଜାରରୁ କମ୍ କରୋନା ପଜିଟିଜ୍ ଚିହ୍ନଟ ହୋଇଛନ୍ତି। ହେଲେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି । ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ

କମୁଛି ସଂକ୍ରମଣ, ସୁଧୁରୁଛି ସ୍ଥିତି

ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ହାର ରହିଛି ୫.୯୯ ପ୍ରତିଶତ ।ଗତ ୨୪ ଘଂଟାରେ ୫୬ ହଜାର ୮୦୭ କରୋନା ନମୂନା ପରୀକ୍ଷା କରାଯାଇଥିବା ବେଳେ ୩ ହଜାର ୪୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି