Browsing Category
ରାଜ୍ୟ
ସମ୍ବଲପୁର: ବାପାର ବୀଭତ୍ସ କାଣ୍ଡ
ମଣିଷ କଣ ଏତେ ନୃଶଂସ ହୋଇପାରେ? ରାଗ ବେଳେ ନିଜ ଛୁଆଙ୍କୁ ବି ଆକ୍ରମଣ କରିବାକୁ ପଛାଏ ନାହିଁ? ଏଭଳି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଯୌତୁକବାହାଲ ଗାଁରେ। ନିଜ ଛୋଟ ଛୋଟ ୪ ଛ୍ରୁଆଙ୍କ ତଂଟି କାଟି!-->…
କମୁୁଛି ସଂକ୍ରମଣ, ବଢୁଛି ମୃତ୍ୟୁସଂଖ୍ୟା
ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ବ୍ରେକ ଲାଗୁନାହିଁ । ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଦୈନିକ କରୋନା ସଂକ୍ରମଣ ୫ ହଜାର ତଳକୁ ଖସିଥିବା!-->…
ଭଂଜନଗର: ପୁଅ ଜନ୍ମ କରି ପାପ କଲି?
ପରିଣତ ବୟସରେ ପୁଅ ସାହା ହେବ । ବଡ଼ ହେଲେ ବାପା, ମାଆର ଦୁଃଖ ଦୂର ହେବ । ଏମିତି ଅନେକ ଆଶା ରଖି ବାପା,ମାଆ ପୁଅ ଜନ୍ମ ଦେଇଥାନ୍ତି । ପୁଅର ସବୁ ଅଳି ଅଝଟ ସହି ତାକୁ ବଡ଼ କରିଥାନ୍ତିା ହେଲେ ଯେଉଁ ବୟସରେ ପୁଅ ସାହାରା ପାଲଟିବା କଥା!-->…
ବାହାରେ ସଟର ପକାଇ ଭିତରେ ବେପାର..
ରଜ ପୂର୍ବରୁ କମିସନରେଟ ପୁଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି । ଟ୍ୱିନସିଟି କଟକ, ଭୁବନେଶ୍ୱରରେ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି । ବଜାରରେ ଯେପରି ଭିଡ଼ ଜମିବନି, ସେ ଉପରେ ଅଧିକ ନଜର ରଖାଯାଇଛି । ତେବେ ଅନେକ ଦୋକାନୀ ରଜ!-->…
୪ ଦିନ ପ୍ରବଳ ବର୍ଷିବ
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାରି ପ୍ରଭାବରେ ଆଜିଠାରୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ଜୁନ୍ ୧୦ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି।!-->…
କଂଗ୍ରେସର ତୈଳଦର ବୃଦ୍ଧି ପ୍ରତିବାଦ
ମହାମାରୀ ସଂକଟ ଭିତରେ ତୈଳ ଦର ହୁ ହୁ ହୋଇ ବଢିଚାଲିଛି । ପେଟ୍ରୋଲ ଦର ଶତକ ଛୁଇଁଛି । ଡିଜେଲ ଦର ବି ଶତକ ପାଖାପାଖି ପହଚିଂଗଲାଣି । ୧୩ ମାସ ଭିତରେ ପେଟ୍ରୋଲ ଦର ୨୫ ଟଙ୍କା ୭୨ ପଇସା ଓ ଡିଜେଲ ଦର ୨୩ ଟଙ୍କା ୯୩ ପଇସା ବଢ଼ିଛି କ୍ଷ!-->…
କଳାହାଣ୍ଡି: ମଣ୍ଡିରେ ଭିଜିଲା ଧାନ
ମଣ୍ଡିରେ ଭିଜିଲା ବସ୍ତା ବସ୍ତା ଧାନ । ପ୍ରାକ ମୌସୁମୀ ବର୍ଷାରେ ମଣ୍ଡିର ଗଦା ହୋଇଥିବା ଶହ ଶହ ବସ୍ତା ଧାନରେ ପାଣି ପଶିଯାଇଛି । ପ୍ରତିବର୍ଷ ଧାନ କିଣା ସମୟରେ ପ୍ରଶାସନ ଚାଷୀମାନଙ୍କ ସହ ଖେଳ ଖେଳୁଥିବା ଅଭିଯୋଗ ହୋଇଛି । ମଣ୍ଡିରୁ!-->…
ଜୁନ ଆଣୁଛି ଆଶ୍ୱସ୍ତି
ଜୁନ ଆଣୁଛି ଆଶ୍ୱସ୍ତି । ରାଜ୍ୟରେ କମୁଛ ସଂକ୍ରମଣ । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି ।ପଜିଟିଭ ହାର ୭.୯୭%କୁ ଖସିଛି । ହେଲେ ମୃତ୍ୟୁ ସଂଖ୍ୟା ଏବେ ବି ଦୈନିକ ୪୦ ଉପରେ ରହୁଛି । ଦୁଇ!-->…
‘ୟାସ୍’ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ
ବାତ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କର ଏହି ଘୋଷଣା ହେବା ପରେ ଛୋଟ ଓ ନାମମାତ୍ର ଚାଷୀମାନେ ମଧ୍ୟ ଇନ୍ପୁଟ ସହାୟତା ପାଇପାରିବେ । ୩୩%ରୁ!-->…
ମାଆ ତୁମେ ମନେରହିବ..
ସାହାଯ୍ୟର ନା ତିଳୋତ୍ତମା, ସହଯୋଗର ନାଁ ତିଳୋତ୍ତମା, ପରୋପକାର, ସ୍ନେହ ବତ୍ସଳ, ମମତାର ମୂର୍ତ୍ତିମନ୍ତ ଦେବୀର ପ୍ରତୀକ ତିଳୋତ୍ତମା… ଖାଲି ନିଜ ସନ୍ତାନ ନୁହେଁ ସମସ୍ତଙ୍କୁ ନିଜ ମମତାର ଡୋରିରେ ବାନ୍ଧିବାରେ ସିଦ୍ଧହସ୍ତ ସେ।!-->…