THE BYAPINI
Browsing Category

ରାଜ୍ୟ

ଏଥର ବି ବଡ଼ଦାଣ୍ଡରେ ବିନା ଭକ୍ତରେ ଗଡିବ ରଥ

ଏଥର ବି ବିନା ଭକ୍ତର ହେବ ପୁରୀ ରଥଯାତ୍ରା । ଜଗା ବଡ଼ଦାଣ୍ଡକୁ ଆସିବ ହେଲେ ଭକ୍ତ ଛୁଇଁପାରିବନି । ସେବାୟତ ମାନେ ୩ ରଥକୁ ଟାଣି ଟାଣି ନେବେ । କୋଭିଡ କଟକଣାରେ ହେବ ପୁରୀ ରଥଯାତ୍ରା । ତେବେ ପୁରୀ ଛଡା ଅନ୍ୟ ସବୁ ସ୍ଥାନରେ ଏବର୍ଷ

ପ୍ରବଳ ବର୍ଷା ପରେ ଆସିପାରେ ବନ୍ୟା

ଓଡିଶା ଛୁଇଁଲା ମୌସୁମୀ ବାୟୁ । ଦକ୍ଷିଣ ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୋସୁମୀ ବାୟୁ । ଆଗାମୀ ୪୮ଘଣ୍ଟା ମଧ୍ୟରେ ସାରାରାଜ୍ୟକୁ ଛୁଇଁବ ମୌସୁମୀ ବାୟୁ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା

ରାଇରଙ୍ଗପୁର: ବନ୍ଧା ପଡିଛି ମୋ ରାସନକାର୍ଡ..

୪ ଛୁଆଙ୍କୁ ନେଇ କଷ୍ଟମଷ୍ଟେ ଚଳିଯାଉଥିଲେ ସ୍ୱାମୀ , ସ୍ତ୍ରୀ । ହେଲେ ହଠାତ ଆରପାରିକୁ ଚାଲିଗଲେ ସ୍ୱାମୀ । ଘରର ଜଣେ ରୋଜଗାରିଆ ଚାଲିଗଲା ପରେ ଏବେ ୪ ଛୁଆ ଓ ସ୍ତ୍ରୀଙ୍କ ଅବସ୍ଥା କହିଲେ ନସରେ । ହେଲେ ସ୍ୱାମୀଙ୍କ ମୃତ୍ୟୁ ପରେ ଘରେ

ଖୋର୍ଦ୍ଧାରେ ପୁଣି ହଜାରେ ଟପିଲା

ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ । କିନ୍ତୁ ମୃତ୍ୟୁ ସଂଖ୍ୟା କମୁନି । ଦୈନିକ କରୋନା ମୃତ୍ୟୁ ସଂଖ୍ୟା ୪୦ ଉପରେ ରହୁଛି । ତେବେ ଖୋର୍ଦ୍ଧାରେ ହଜାରେ ତଳକୁ ସଂକ୍ରମ୍ରିତଙ୍କ ସଂଖ୍ୟା ଖସିଥିବା ବେଳେ ପୁଣି ଗତ ୨୪ ଘଂଟାରେ ହଜାରେ

୭ଟି ଜିଲ୍ଲାରେ ହେବ ୭ଟି ଅକ୍ସିଜେନ୍ ପ୍ଲାଣ୍ଟ

କୋଭିଡ ଦ୍ୱିତୀୟ ଲହରରେ ଜନ ଜୀବନ ବିଶେଷ ପ୍ରଭାବିତ ହୋଇଛି । ଏହି ସମୟରେ ରେଗୀଙ୍କୁ ଅଧିକ ଅକ୍ସିଜେନ୍ ଆବଶ୍ୟକ ପଡୁଛି । ତେଣୁ ରାଜ୍ୟରେ ଅକ୍ସିଜେନର ଅଭାବ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୭ଟି

ବିଏମସିକୁ ୨୦ କୋଟି

ମହାମାରୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଭୁବନେଶ୍ୱରକୁ ରାଜ୍ୟ ସରକାରଙ୍କ ଫୋକସ । କୋଭିଡ ପରିଚାଳନା ପାଇଁ ପୁଣି ବିଏମସିକୁ ୨୦ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ

ମୋ ସ୍ୱାମୀଙ୍କୁ ବଞ୍ଚାଇ ଦିଅ..

ରାତି ପାହିଲେ ସାବିତ୍ରୀ ବ୍ରତ । ହେଲେ ନିଜ ସ୍ୱାମୀଙ୍କୁ ବଂଚାଇବାକୁ ସମସ୍ତଙ୍କୁ ହାତଯୋଡି ସହାୟତାର ଭିକ୍ଷା ମାଗୁଛି ସ୍ତ୍ରୀ । ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ସ୍ୱାମୀଙ୍କୁ ଭଲ କରିଦେବାକୁ ଭଗବାନଙ୍କ ପାଖରେ ପ୍ରାର୍ଥନା

୧୧ରେ ଲଘୁଚାପ, ପ୍ରବଳ ବର୍ଷା ନେଇ ସତର୍କ ସୂଚନା

ଓଡିଶା ଆସୁଛି ମୌସୁମୀ ବାୟୁ । ଆସନ୍ତା ୧୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ସହ ଓଡିଶାରେ ସକ୍ରିୟ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହାର

ଝାରସୁଗୁଡା: ବର୍ଷା ଧୋଇଦେଲା ଚାଷୀଙ୍କ ସ୍ୱପ୍ନ

ବର୍ଷା ଧୋଇଦେଲା ଚାଷୀଙ୍କ ଆଶା । ଉଜାଡିଦେଲା ସ୍ୱପ୍ନ । ଅମଳ ହେବା ଆଗରୁ ବିଲରେ ଗଜା ମାରିଛି ପାଚିଲା ଧାନ । ବିଲରେ ଜମା ହୋଇରହିଛି ପାଣି । ଫଳରେ ଏକର ଏକର ଧାନ ଫସଲ ନଷ୍ଟ ହୋଇଯାଇଛି । ଧାର କରଜ କରି ଚାଷ କରିଥିବା ଚାଷୀର

ବୌଦ୍ଧ: ବାଟରେ ଜଗିଥିଲା ମୃତ୍ୟୁ

ଅସୁସ୍ଥ ବାପାଙ୍କୁ ଦେଖିବାକୁ ଯାଉଥିଲେ । ହେଲେ କିଏ ଜାଣିଥିଲା ଅଧାବାଟରେ ଜଗିଥିଲା ମୃତ୍ୟୁ । ବାପାଙ୍କୁ ଦେଖିବା ପୂର୍ବରୁ ନିଜେ ସବୁଦିନ ପାଇଁ ଆଖିବୁଜିଦେଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ପୁରୁଣାକଟକରୁ ।ଦୁର୍ଘଟଣାରେ