THE BYAPINI
Browsing Category

ରାଜ୍ୟ

ବାତ୍ୟାରେ କ୍ଷତି ୬୧୦ କୋଟି

ବାତ୍ୟା ‘ୟାସ’ରେ ମୋଟ ୬୧୦ କୋଟି ଟଙ୍କା କ୍ଷତି ହୋଇଛି । ରାଜ୍ୟର ୧୧ହଜାର ଗାଁର ୬୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସି ଜରିଆରେ ବାତ୍ୟା ୟାସର କ୍ଷୟକ୍ଷତି ଓ

ପରଲୋକରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ

ପରଲୋକରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ୬୮ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କରୋନାରେ ପୀଡିତ ଥିଲେ ବିଜୟଶ୍ରୀ । ତେବେ କରୋନାରୁ ଭଲ ହେବା ପରେ ସେଫ୍ଟିସିମିଆ ରୋଗରେ ପୀଡିତ

ସବୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଟିକା ଚିଠି

ବିଶ୍ୱବଜାରରୁ ଟିକା କିଣିବା ନେଇ ଉପୁଜୁଥିବା ସମସ୍ୟାର ସମାଧାନ ଲାଗି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା ସଂକଟ ଦୂର କରିବା ନେଇ ସମସ୍ତଙ୍କ ସହମତି ଲୋଡ଼ିଛନ୍ତି ନବୀନ । କରୋନା

ସୁନ୍ଦରଗଡ: ବାବୁଙ୍କ ଗାଡିରୁ ବିଡ଼ା ବିଡ଼ା ଟଙ୍କା

ଭିଜିଲାନ୍ସ ଜାଲରେ ଆଦିବାସୀ ଉନ୍ନୟନ ସମଵାୟ ନିଗମ (ଟିଡିସିସି)ର ସୁନ୍ଦରଗଡ଼ ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି। ସୁନ୍ଦରଗଡ଼ରୁ ଏକ ବୋଲେରୋ ଯୋଗେ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ଧରିଲା ଭିଜିଲାନ୍ସ । ତାଙ୍କ ଗାଡିରୁ ୧୯

ବଲାଙ୍ଗୀର: ଏମିତି ବି ଆସେ ମୃତ୍ୟୁ!

ମୃତ୍ୟୁ କେମିତି କାହାକୁ ପାଖକୁ କେତେବେଳ ଆସିବ କହିଆସିବନି । ବଲାଙ୍ଗୀର ପାଟଣାଗଡ଼ ଜିଲ୍ଲାରୁ ଆସିଛି ଏକ ଦୁଃଖଦ ଖବର । ସ୍ତ୍ରୀର ମୃତ୍ୟୁ ପରେ ଆମ୍ବୁଲାନ୍ସରେ ମୃତଦେହ ଧରି ଫେରୁଥିବା ବେଳେ ଦୁର୍ଘଟଣାରେ ସ୍ୱାମୀ ମୃତ ।

କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁସଂଖ୍ୟା

ରାଜ୍ୟରେ କମୁଛି ସଂକ୍ରମଣ । ୧୨.୫୯ପ୍ରତିଶତକୁ ଖସିଛି କରୋନା ସଂକ୍ରମଣ ହାର । ହେଲେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଦିନକରେ ସର୍ବାଧିକ ୪୦ ଜଣଙ୍କର କରୋନାରେ ମୃତ୍ୟୁ

ଯାଜପୁର: ମଶାଣୀରେ ଲୁଚିଛି କି ସତ?

କେମିତି ମରିଲେ ଯୁବତୀ? ମୃତ୍ୟୁର ସତ ଜାଣିବାକୁ ମଶାଣୀରେ ମାଟିତଳୁ ମୃତଦେହ ବାହାର କଲା ପୁଲିସ । ଏହି ଅଭାବନୀୟ ଘଟଣା ଘଟଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଓସିସି କଲୋନିରେ । ମୃତ୍ୟୁର ସତ ଜାଣିବାକୁ ପୋତା ହୋଇଥିବା ଶବକୁ

ରାୟଗଡ଼ା: ପ୍ରେମ ପାଇଁ ସାଂଗକୁ ମାରିଲା ସାଂଗ

ସାଙ୍ଗକୁ ମାରିଲା ସାଙ୍ଗ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ପୋଙ୍ଗିଲି ନାଳ ନିକଟରେ ତ୍ରିକୋଣୀୟ ପ୍ରେମ କାହାଣୀରୁ ହତ୍ୟାକାଣ୍ଡ ଘଟିଛି । ଘଟଣାରେ ପୁଲିସ ଜଣକୁ ଗିରଫ କରିଥିବା ବେଳେ ଆଉ ଦୁଇଜଣ ଅଟକ ଅଛନ୍ତି । ହତ୍ୟାର

ବ୍ରାଣ୍ଡ ଅସଲି, ଟିଭି ନକଲି

ଅସଲି ବ୍ରାଣ୍ଡ ହେଲେ ଟିଭି ନକଲି । ଖୋଦ ରାଜଧାନୀରେ ଏହି ନକଲି ଟିଭି କାରବାରର ପର୍ଦ୍ଦାଫାସ ହୋଇଛି। ୫୦ପ୍ରତିଶତ କମ୍ ଦାମରେ ବିକ୍ରି କରି ଗ୍ରାହକଙ୍କୁ ଠକୁଥିଲେ । ଭୁବନେଶ୍ବରରେ ନକଲି ଟିଭି ବିକ୍ରି କରି ମାଲେମାଲ୍ ହେଉଥିଲେ ସୋ

ଟିକା ଟେଣ୍ଡରକୁ ଝଟକା!

କରୋନାକୁ ମାତ ଦେବା ପାଇଁ ଟିକାକରଣ ହେଉଛି ଏକମାତ୍ର ଅସ୍ତ୍ର । ତେଣୁ ଟିକାକରଣକୁ ଜୋରଦାର କରିବା ପାଇଁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଡାକିଥିଲେ । ହେଲେ ବିଶ୍ୱବଜାରରୁ ଓଡିଶା ଟିକା ପାଇବା ନେଇ ଏବେ ସନ୍ଦେହ ବଢିଛି । କେନ୍ଦ୍ର