THE BYAPINI
Browsing Category

ରାଜ୍ୟ

୯ ବିଧାୟକଙ୍କୁ ଟିକେଟ ମିଳିବା ନିଶ୍ଚିତ:ତାରା ବାହିନୀପତି

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକ ତାରା ବାହିନୀପତି ବଡ ବୟାନ ଦେଇଛନ୍ତି । ତାରା କହିଛନ୍ତି, ୨୦୨୪ ନିର୍ବାଚନ ପାଇଁ କଂଗ୍ରେସର ୬୦ରୁ ୭୦ ଟିକେଟ ଫାଇନାଲ ହୋଇସାରିଛି । ୯ ଜଣ ବିଧାୟକଙ୍କୁ ଟିକେଟ ମିଳିବା

ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର , କାହିଁକି ଜାଣନ୍ତୁ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ଅତିଥି ହେବେ ପିଏମ ଆବାସ ହିତାଧିକାରୀ । ଏଥିପାଇଁ ଦିଲ୍ଲୀରୁ ଡାକରା ଆସିଛି । ସାଧାରଣତନ୍ତ୍ର ଦିବସ ଅବସରରେ ସ୍ୱତନ୍ତ୍ର ଅତଥି ଭାବେ କର୍ତବ୍ୟ ପଥରେ ସାମିଲ ହେବେ । ଏନେଇ ମୁଖ୍ୟ

ଆଜିଠୁ କାଳିଆ ଛାତ୍ରବୃତ୍ତି ଆବେଦନ

ଭୁବନେଶ୍ୱର: କାଳିଆ ଛାତ୍ରବୃତ୍ତି ପାଇଁ ମଙ୍ଗଳବାର ଠାରୁ ଆବେଦନ ଆରମ୍ଭ ହେବ। ଛାତ୍ରୀଛାତ୍ରମାନେ କମନ ସ୍କଲାରସିପ ପୋର୍ଟାଲରେ ଅନ୍‌ଲାଇନ୍‌ରେ ୩୧ ତାରିଖ ପର୍ୟ୍ୟନ୍ତ ଆବେଦନ କରିପାରିବେ। ଅନ୍‌ଲାଇନ୍‌ରେ କାଳିଆ ଛାତ୍ରବୃତ୍ତି ପାଇଁ

ଭିଜିଲାନ୍ସ ଜାଲରେ ମଟର ଯାନ ନିରକ୍ଷଣ ଅଧିକାରୀ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ମଟର ଯାନ ନିରକ୍ଷଣ ଅଧିକାରୀ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ନୟାଗଡ଼ ମଟର ଯାନ ନିରକ୍ଷଣ ଅଧିକାରୀପଞ୍ଚାନନ ବେହେରାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପଞ୍ଚାନନଙ୍କ

ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ(ଟିଜିଟି) ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୨୦୬୪ ଟିଜିଟି ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। କଳା, ପିସିଏମ୍‌‌,

ରାଗିଙ୍ଗ ବିରୋଧରେ ଆହୁରି ସଶକ୍ତ ନିୟମ ଆଣିଲା ୟୁଜିସି

ଭୁବନେଶ୍ବର: ରାଗିଙ୍ଗ ବିରୋଧରେ ଆହୁରି ସଶକ୍ତ ନିୟମ ଆଣିଲା ୟୁଜିସି । ବାରମ୍ବାର ରାଗିଙ୍ଗ ଅଭିଯୋଗ ଆସିଲେ ଦାୟୀ ରହିବ କଲେଜ ଓ ବିଶ୍ଵବିଦ୍ୟାଳୟ । ୟୁଜିସି ସବୁବେଳେ ରାଗିଙ୍ଗକୁ ନେଇ ସକ୍ରିୟ ଅଛି । ରାଗିଙ୍ଗ ସମ୍ପର୍କରେ ଅଭିଯୋଗ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘର ଉପରକୁ ଟମୋଟୋ ମାଡ଼

ଭୁବନେଶ୍ୱର: ହାଇଟେକ ମେଡିକାଲରେ ବିସ୍ଫୋରଣରେ ମୃତକଙ୍କ ପରିଚୟକୁ ନେଇ ଦ୍ୱନ୍ଦ୍ୱ ଘଟଣାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଘର ଉପରକୁ ଟମାଟୋ ମାଡ଼ କରାଯାଇଛି । ଗତକାଲି ଛାତ୍ର କଂଗ୍ରେସ ପକ୍ଷରୁ

ବୌଦ୍ଧରେ ଉପସ୍ଥିତି ଜାହିର କଲେ ମାଓବାଦୀ

ବୌଦ୍ଧ: ବୌଦ୍ଧରେ ଉପସ୍ଥିତି ଜାହିର କଲେ ମାଓବାଦୀ । ଦିଲ୍ଲୀ ଦେଇ ଯାଇଥିବା ୫୭ନଂ ଜାତୀୟ ରାଜପଥ କଡ଼ରେ ଲାଗିଲା ମାଓ ପୋଷ୍ଟର । ମନମୁଣ୍ଡା ଥାନା ବାଇପାସ୍ ନୁର୍ପା ଛକରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । KKBN

ନବରଙ୍ଗପୁର ରାଇଘର ଗସ୍ତରେ ପାଣ୍ଡିଆନ୍‌

ଉମରକୋଟ: 5T ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ନବରଙ୍ଗପୁର ଜିଲ୍ଲାର ରାଇଘର ଗସ୍ତରେ ଯିବେ। ପାଣ୍ଡିଆନ୍ ଦିନ ପ୍ରାୟ ୧୨ଟା ୪୫ ମିନିଟରେ ହେଲିକେପ୍ଟର୍ ଯୋଗେ ରାଇଘର ମିନି ଷ୍ଟାଡିଅମ ଠାରେ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡାମାଡ଼

ଭୁବନେଶ୍ୱର: ଦୀର୍ଘ ଦିନ ପରେ ପୁଣି ରାଜ୍ୟରେ ଫେରିଛି ଅଣ୍ଡା ମାଡ଼ ଫଣ୍ଡା । ହାଇଟେକ ମେଡିକାଲରେ ବିସ୍ଫୋରଣରେ ମୃତକଙ୍କ ପରିଚୟକୁ ନେଇ ଦ୍ୱନ୍ଦ୍ୱ ଘଟଣାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଘର ଉପରକୁ