Browsing Category
ରାଜ୍ୟ
‘୭ ଦିନ ମଧ୍ୟରେ ଘରଭଙ୍ଗା କ୍ଷୟକ୍ଷତିର ରିପୋର୍ଟ ଦିଅ’
ଆକାଶ ମାର୍ଗରୁ ବାତ୍ୟା ‘ୟାସ୍’ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି । ବାତ୍ୟା ‘ୟାସ’ ପରବର୍ତ୍ତୀ ପୁନର୍ଗଠନ ଓ ପୁନରୁଦ୍ଧାର କାର୍ୟ୍ୟର!-->…
କାଳିଆ! ତୋତେ ଛାଡିକି କୁଆଡେ ଯିବିରେ..
ଅଶାନ୍ତ ସମୁଦ୍ର, ଆତଙ୍କିତ ଅଞ୍ଚଳ, ଆଖ ପାଖରେ କେବଳ ବାତ୍ୟାର ବିକଟାଳ ରଡ଼ି । ସମୁଦ୍ର ମାଡି ଆସୁଛି, ଜୁଆର ଜୀବିକା ସହ ଜୀବନ ନେଇଯିବ କହୁଛି। ସୁ ସୁ ଗର୍ଜନ, ଫଁ ଫଁ ହୋଇ ସମୁଦ୍ର ଯେଉଁ ବିକଟାଳ ରୂପ ଧାରଣ କରିଛି ହୁଏତ ଜଳରୁ ଆସି!-->…
କେନ୍ଦୁଝରରୁ କୋଲକାତା ଯୋଗାଯୋଗ ବିଚ୍ଛିନ୍ନ
ବାତ୍ୟା ‘ୟସ୍’ ପ୍ରଭାବରେ କେନ୍ଦୁଝର ଜିଲ୍ଲାରେ ବର୍ଷା ୩ ଦିନ ହେବେ ଲାଗି ରହିଛି । ଫଳରେ ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ୬ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ପୋଲ ଉପରେ ବନ୍ୟାଜଳ ପ୍ରବାହିତ!-->…
ବାତ୍ୟା ପରର ବିଭୀଷିକା
ଭଦ୍ରକ,ବାଲେଶ୍ୱର, କେନ୍ଦ୍ରାପଡାରେ ଦେଖିବାକୁ ମିଳିଛି ବାତ୍ୟା ‘ୟସ’ର ତାଣ୍ଡବ ପରର ଚିତ୍ର ।ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି। ପାଣି ଜମି ରହିବା ଯୋଗୁ!-->…
ଆକାଶମାର୍ଗରୁ ଅନୁଧ୍ୟାନ କରିବେ ନବୀନ
ଲଗାଣ ବର୍ଷା ଓ ପବନ ଯୋଗୁଁ ଗଛ ଓ ଘର ଭାଙ୍ଗିପଡିଛି । ଗାଁ ଭିତରକୁ ସମୁଦ୍ର ପାଣି ମାଡିଯାଇଛି । ବାତ୍ୟା ୟାସ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳକୁ ହେଲିକପ୍ଟରରେ ଯୋଗେ ଯାଇ ସ୍ଥିତି ଦେଖିବେ ମୁଖ୍ୟମନ୍ତ୍ରୀ । ଦିନ ସାଢେ!-->…
ସନ୍ଧ୍ୟା ଯାଏଁ ରହିବ ପବନର ବିପଦ
ସକାଳ ୯ଟାରୁ ଆରମ୍ଭ ହୋଇସାରିଛି ବାତ୍ୟା ‘ୟାସ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍ କରୁଛି ବାତ୍ୟା। ଲ୍ୟାଣ୍ଡଫଲ୍ ସରିବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ । ପବନର ବେଗ!-->…
ଅଧିକ ଟେଷ୍ଟିଂ ବଢ଼ାଉଛି ସଂକ୍ରମିତଙ୍କ ସଂଖ୍ୟା
ରାଜ୍ୟରେ ଅଧିକ ଟେଷ୍ଟିଂ ବଢ଼ାଉଛି ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଲକଡାଉନ,ସଟଡାଉନ ପରେ ବି ସଂକ୍ରମଣ ସଂଖ୍ୟା ନିୟନ୍ତ୍ରଣକୁ ଆସୁନାହିଁ ।!-->…
ବାହାନଗାରେ ଲ୍ୟାଣ୍ଡଫଲ କରୁଛି ବାତ୍ୟା
ବାତ୍ୟା ‘ୟାସ’ ର ଲ୍ୟାଣ୍ଡଫଲ ପ୍ରକ୍ରିୟା ସକାଳ ୯ଟାରୁ ଆରମ୍ଭ ହୋଇଛି ।ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବାକୁ ୩ରୁ ୪ ଘଣ୍ଟା ଲାଗିବ ।ବାହାନାଗା ବ୍ଲକ ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ଲ୍ୟାଣ୍ଡଫଲ କରୁଥିବା ଆଇଏମଡି ପକ୍ଷରୁ ସୂଚନା!-->…
କାଲି ସକାଳୁ ଲ୍ୟାଣ୍ଡଫଲ କରିବ ବାତ୍ୟା
ମାଡ଼ି ଆସୁଛି ବାତ୍ୟା ‘ୟାସ୍’ । ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ୟାସ୍’ । ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଭଦ୍ରକ ଜିଲ୍ଲା!-->…
ବାତ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ଓଡିଶା ମୁହାଁ ବାତ୍ୟା ‘ୟଶ’ । ଘଣ୍ଟାପ୍ରତି ୧୬ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା ‘ୟଶ’ । ବାତ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ବାତ୍ୟାର ଗତି ନେଇ ଲଗାତର ନଜର!-->…