THE BYAPINI
Browsing Category

ରାଜ୍ୟ

ପାଣ୍ଡିଆନଙ୍କୁ ପ୍ରେସିଡେଣ୍ଟ ଆୱାର୍ଡ

୫-ଟି ସଚିବଙ୍କୁ ଅନ୍ତର୍ଜାତୀୟ ସମ୍ମାନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ ପାଣ୍ଡିଆନଙ୍କୁ ସମ୍ମାନଜନକ ପ୍ରେସିଡେଣ୍ଟ ଆଓ୍ୱାର୍ଡ । ରାଜ୍ୟରେ ହକିର ବିକାଶ ତଥା ଏହାକୁ ଆଗକୁ ବଢାଇବା ପାଇଁ ୫-ଟି

ଏଣିକି ଅନଲାଇନରେ ମିଳିବ କୋଭିଡ ରିପୋର୍ଟ

ଏଣିକି ୱେବସାଇଟ୍‌ରେ ମିଳିବ କରୋନା ଟେଷ୍ଟ ରିପୋର୍ଟ । ଲୋକେ କେମିତି ସହଜରେ ଟିକାକରଣ ନେଇ ପାରିବେ ଏବଂ କରୋନା ଟେଷ୍ଟ କରି ପାରିବେ ରାଜ୍ୟ ସରକାର ସେ ନେଇ ବ୍ୟବସ୍ଥା କରିଛନ୍ତି । ଆରଟି ପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍

ମାସ୍କ କରିଦେବ ମାଲେମାଲ…!

ମହାମାରୀ ଉଗ୍ର ରୂପ ଧାରଣ କଲା, ମାସ୍କ କଥା ମନେ ପଡିଲା । ବର୍ଷେ ହେବ ଚାଲିଥିବା ମହାମାରୀ ଲଢେଇରେ ପ୍ରଥମଥର ପାଇଁ ବିଧାୟକ ମାନଙ୍କୁ ଖୋଜା ପଡିଛି । ସଂକ୍ରମଣ ରୋକିବାରେ ମାସ୍କର ଯଥେଷ୍ଟ ଗୁରୁତ୍ୱ ରହିଥିବାରୁ ଏହାର ଦାୟିତ୍ୱ

ଖସୁନି ସଂକ୍ରମଣ, ଚିନ୍ତା ବଢାଉଛି ଖୋର୍ଦ୍ଧା

ରାଜ୍ୟରେ ନିୟନ୍ତ୍ରଣକୁ ଆସୁନି ସଂକ୍ରମଣ । କିଛି ଦିନ ହେବ ୬୦ ହଜାର ଉପରେ କରୋନା ନମୂନା ପରୀକ୍ଷା ହେଉଥିବା ବେଳେ ସଂକ୍ରମଣ ସଂଖ୍ୟା ମଧ୍ୟ ୧୧ ହଜାର ଉପରେ ରହୁଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ଦୈନିକ ୨୫ ଉପରେ ରହୁଛି ।

କୋଟିଆରେ ଆନ୍ଧ୍ର କରିଥିବା ନର୍ବାଚନ ରଦ୍ଦ

ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ଆନ୍ଧ୍ର ହାଇକୋର୍ଟ । ଜିଲ୍ଲା ପରିଷଦ ନିର୍ବାଚନକୁ ବେଆଇନ ଘୋଷଣା କଲେ ଆନ୍ଦ୍ର ହାଇକୋର୍ଟ । ପଞ୍ଚାୟତ ନିର୍ବାଚନରେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ

ପାଣିଗ୍ରାହୀ, ପାଠକ କରୋନା ପଜିଟିଭ

ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ଥିବା ବେଳେ ଜେଲରେ ମଧ୍ୟ ବ୍ୟାପିବାରେ ଲାଗିଛି ସଂକ୍ରମଣ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫଏସ ଅଭୟକାନ୍ତ ପାଠକ କରୋନା ସଂକ୍ରମିତ । ଉଭୟଙ୍କୁ ଜେଲରେ ସଂଗରୋଧରେ ରଖାଯାଇଛି ।

ସମ୍ଭାବ୍ୟ ବାତ୍ୟା ନେଇ ଆଲର୍ଟ

ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର। ୨୬ ତାରିଖରେ ବାତ୍ୟା ଉତ୍ତର ଉପକୂଳ ଓଡିଶାରୁ ପଶ୍ଚିମବଙ୍ଗର ସୁନ୍ଦରବନ ଏବଂ ବାଂଲାଦେଶ ମଧ୍ୟରେ କୌଣସି ଏକ ସ୍ଥାନରେ ସ୍ଥଳଭାଗକୁ ଛୁଇଁପାରେ ବୋଲି କହିଛନ୍ତି ସ୍ୱତନ୍ତ୍ର

ମେ’ ଶେଷ ବେଳକୁ କମିବ କରୋନା!

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ମେ ମାସ ଶେଷ ବେଳକୁ କମିବାର ସମ୍ଭାବନା ରହିଛି । ଏବେ ରାଜ୍ୟରେ ଟେଷ୍ଟିଂ ବଢୁଥିବାରୁ ସଂକ୍ରମଣ ସଂଖ୍ୟା ବଢୁଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ନମୁନା ପରୀକ୍ଷା

୨୪ରେ ବାତ୍ୟାର ରୂପ ନେବ ‘ୟଶ୍’

ସମ୍ଭାବ୍ୟ ବାତ୍ୟା ‘ୟଶ୍’ର ମୁକାବିଲା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ବଙ୍ଗୋପସାଗରରେ ଆସନ୍ତା ୨୨ ତାରିଖ ବେଳକୁ ହେବାକୁ ଥିବା ଲଘୁଚାପ ୨୫ ତାରିଖ ନୁହେଁ, ବରଂ ୨୪ ତାରିଖରେ ବାତ୍ୟାର ରୂପ ନେବ । ଆସନ୍ତାକାଲି ସୁଦ୍ଧା ବାତ୍ୟାର

ସ୍ୱାସ୍ଥ୍ୟ ବିଭାଗକୁ ଅସୁସ୍ଥ କରୁଛନ୍ତି ନବ !

ନବୀନଙ୍କୁ ବଦନାମ କରିଦେବେ କି ନବ । ଆଜ୍ଞା ହଁ ଆମେ କହୁଛୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ କଥା । ଯିଏ ମୁହଁ ଖୋଲିଲେ ସରକାରଙ୍କ ମୁଣ୍ଡବ୍ୟଥା ହେଉଛି ଲବଂ ବିରୋଧୀଙ୍କୁ ବିତର୍କ ପାଇଁ ନୂଅ ମୁଦ୍ଦା ମିଳିଯାଉଛି । ଦୀର୍ଘ ଦିନ ଧରି