THE BYAPINI
Browsing Category

ରାଜ୍ୟ

ପ୍ରଥମେ କହିଲେ ପରେ ମନା କଲେ!

ରାଜ୍ୟରେ ବନ୍ଦ ହେବ ଡ୍ରାଇଭ୍-ଇନ୍ ଡୋର୍-ଷ୍ଟେପ ଟିକାକରଣ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଏସିଏସ୍ । ବରିଷ୍ଠ ନାଗରିକଙ୍କ ପାଇଁ ବିଏମସି ଓ ସିଏମସି

ଶକ୍ତିହୀନ ଶକ୍ତିମନ୍ତ୍ରୀ?

ରାଜ୍ୟର ଗୁରତ୍ୱପୂର୍ଣ୍ଣ ବିଭାଗର ଶକ୍ତି,ଶିଳ୍ପ ଓ ଗୃହରାଷ୍ଟ୍ରମନ୍ତ୍ରୀ ହୋଇଥିବା ମନ୍ତ୍ରୀ ଶକ୍ତିହୀନ କି? ଏ ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ଏବେ ମହାମାରୀ ସହ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି । ଆଉ ଏହି ସମୟରେ

ଖାକି ପିନ୍ଧିଛ ବୋଲି କ’ଣ ପିଟିଚାଲିବ?

ତାଲାବନ୍ଦ ବେଳେ ପୁରୀରେ ଉତ୍ତେଜନା । ବଡଶଙ୍ଖ ବଜାରରେ ପୋଲିସ-ପବ୍ଲିକ ମୁହାଁମୁହିଁ ହୋଇଛନ୍ତି । ବଡ଼ଶଙ୍ଖ ନିକଟରେ କିଛି ଦୋକାନୀ ଫଳ ଓ ପନିପରିବା ବିକ୍ରି କରିବାକୁ ବସିଥିବା ବେଳେ ପୁଲିସ୍ ସେମାନଙ୍କୁ ଉଠାଇଥିଲା । ଏହାକୁ ନେଇ

ଶ୍ମଶାନର ସତ,ସରକାରଙ୍କ ମିଛ?

କରୋନା ମୃତ୍ୟୁର ସତ କଣ? ଶ୍ମଶାନରେ ଜଳୁଥିବା ଶବ ନା ସରକାରଙ୍କ ସୋସିଆଲ ମିଡ଼ିଆ ତଥ୍ୟ । ଆଖି ଦେଖୁଥିବା ସତକୁ ବିଶ୍ୱାସ କରିବେ ନା ସରକାର ଦେଉଥିବା ତଥ୍ୟ । ଗତ ବର୍ଷେ ହେବ ଲୋକଙ୍କ ମନରେ କରୋନା ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ

ଆସୁଛି ବାତ୍ୟା ‘ୟଶ’

ଭୂତାଣୁର ଭୟ ଯାଇନି ଏବେ ପୁଣି ବାତ୍ୟା ଭୟ । ଗୋଟିଏ ପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତାଉତେ ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ଏବେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ଦାନା ବାନ୍ଧିଲାଣି । ମେ ମାସରେ ପୁଣି ଥରେ ବାତ୍ୟା

ବାପା ପଛେ ପଛେ ଚାଲିଗଲେ ପୁଅ

କନ୍ଦାଉଛି କରୋନା । ଓଡିଶା ପାଇଁ ପୁଣି ଏକ ଦୁଃଖଦ ଖବର । ବାପା ଯିବାର ଦିନ କେଇଟା ନପୁରୁଣୁ ଚାଲିଗଲେ ପୁଅ । ବିଶିଷ୍ଟ ପଥର ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ। ରଘୁନାଥ ମହାପାତ୍ରଙ୍କ ସାନ ପୁଅ

ଟେଷ୍ଟିଂ ବଢୁଛି ସଂଖ୍ୟା ବଢୁଛି

ଦେଶରେ କରୋନା ସଂକ୍ରମଣ ତଳମୁହାଁ ହୋଇଥିବା ବେଳେ ଓଡିଶାରେ ସ୍ଥିତି ଉଦବେଗଜନକ ରହିଛି । ଟେଷ୍ଟିଂ ବଢିବା ସହ ସେହି ଅନୁପାତରେ ସଂକ୍ରମଣ ମଧ୍ୟ ବଢୁଛି । ରାଜ୍ୟରେ ଗତ ୨୪ ଘଂଟାରେ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ୧୧ ହଜାର ଛୁଇଁଛି ।

‘ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ’

ରାଜ୍ୟରେ କୋଭିଡ୍ ପରିସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କୋଭିଡ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି । ରାଜ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ଚିହ୍ନଟ ହେଉଥିବା ରୋଗୀଙ୍କ ଠାରୁ

୧୦% କର୍ମଚାରୀରେ ଚାଲିବ ଅଫିସ

ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ଥିବା ସରକାରୀ ଓ ଘରୋଇ ଅଫିସ ପାଇଁ ଆସିଛି ନୂଆ ଗାଇଡଲାଇନ । ରାଜ୍ୟରେ କାଲିଠୁ ଆରମ୍ଭ ହେବାକୁ ଯାଉଛି ଲକଡାଉନ୍ ୨.୦ । ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଜୁନ ୧ ଯାଏଁ ଲକଡାଉନ ଅବଧିକୁ

ଯାଜପୁରରେ ଖୋଲିବ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ

ଯାଜପୁରରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଯାଜପୁରରେ ଘରୋଇ ସହାୟତାରେ ଏକ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବ । ଏହା ଫଳରେ ଯାଜପୁର ତଥା ଆଖ ପାଖ ଜିଲ୍ଲାର