THE BYAPINI
Browsing Category

ରାଜ୍ୟ

ଆଉ ନାହାନ୍ତି ଅମରେନ୍ଦ୍ର ମହାନ୍ତି

ଓଲିଉଡ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର । ଆରପାରିରେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି । ୬୩ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ସଂଗୀତ ଜଗତର ବାଦଶାହା ଅମରେନ୍ଦ୍ର ମହାନ୍ତିଙ୍କର ଦେହାନ୍ତ ହୋଇଛି ।

ଲାଜ ନାହିଁ କି ଅନୁଶୋଚନା ନାହିଁ…!

ରାଜ୍ୟରେ ଗୁରୁତର କରୋନା ରୋଗୀଟିଏ ପାଇଁ ବେଡ ଅଛି ତ? ବିନା କୌଣସି ସମସ୍ୟାରେ ଜଣେ ଗୁରୁତର କରୋନା ରୋଗୀ ବେଡ ପାଇପାରିବ ତ? ରାଜ୍ୟରେ ଗୁରୁତର କରୋନା ରୋଗୀଙ୍କ ପାଇଁ ଯଥେଷ୍ଟ ସଂଖ୍ୟାରେ ବେଡ ଉପଲବ୍ଧ ଅଛି ବୋଲି କହି ସରକାର ଯେଉଁ

ଖୋର୍ଦ୍ଧାକୁ ଟପିଲା କଟକ..

ରାଜ୍ୟରେ କରୋନା ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ସବୁ ପ୍ରକାର କଟକଣା ଲାଗୁ କରାଗଲା । ହେଲେ ଏଯାଏ ୧୦ ହଜାର ତଳକୁ ଖସୁନି ସଂକ୍ରମଣ । ମେ’ରେ ତାଲାବନ୍ଦ ପୂର୍ବରୁ ୧୦ ହଜାର ସଂକ୍ରମଣ ସଂଖ୍ୟା ରହୁଥିବା ବେଳେ ତାଲାବନ୍ଦ ପରେ

କରୋନାକୁ ହରାଇଲେ ୯୦ ବର୍ଷୀୟା ବୃଦ୍ଧା

ମହାମାରୀ କରୋନା କେତେବେଳେ କାହା ପାଇଁ ଘାତକ ସାଜୁଛି ଅନୁମାନ କରିବା କଷ୍ଟକର । କେତେବେଳେ କରୋନାରେ କାହାର କଅଁଳ ଜବୀନ ପଳାଉଛି ତ କେଉଁଠି ୯୦ ବର୍ଷର ବୃଦ୍ଧା କରୋନାକୁ ମାତ ଦେଉଛନ୍ତି । ସଂକ୍ରମଣର ଭୟ ଭିତରେ ଆଜି ରାଜଧାନୀରୁ

ଆକ୍ରାନ୍ତ ବଢୁଛନ୍ତି ଅପହଂଚ ଅଂଚଳରେ

କରୋନାର ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ଯାହାକୁ ସ୍ପର୍ଶ କରିପାରିନଥିଲା , ଦ୍ୱିତୀୟ ଲହରରେ ସେମାନଙ୍କୁ ସଂକ୍ରମିତ କରିଛି । ଦୁର୍ଗମ ଅପହଂଚ ଇଲାକା ବଣ୍ଡାଘାଟିକୁ ପଶିଲା କରୋନା । ଆଦିମ ବଣ୍ଡା ଜନଜାତିର ପ୍ରାୟ ୧୨ ଜଣ କରୋନା ପଜିଟିଭ

କଟକଣା ଲମ୍ବୁଛି, ଭକ୍ତ ଝୁରୁଛି..

ପୁଣି ବଢିଲା ଅପେକ୍ଷା ଜଗା ଦର୍ଶନରେ ବାଧକ ସାଜିଛି ମହାମାରୀ । ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ବଢିଲା କଟକଣା । ଜୁନ ୧୫ ଯାଏଁ ଶ୍ରୀମନ୍ଦିରରେ ଭକ୍ତଙ୍କୁ ପ୍ରବେଶ ମନା । କରୋନା

ଶବ ଟଙ୍କା ଖାଉଛି କିଏ?

ଓଡ଼ିଆରେ ଏକ ଲୋକକଥା ରହିଛି, କାହାର ସର୍ବନାଶ, ତ କାହାର ପୁଷମାସ । ଆଉ ମହାମାରୀ କରୋନା କାଳରେ ରାଜ୍ୟରେ କିଛି ଏଭଳି ଘଟଣା ଦେଖିବାକୁ ମିଳୁଛି । କେଉଁଠି ଭୂତାଣୁ ଜୀବନ ନେବା ସହ ଗୋଟିଏ ଗୋଟିଏ ପରିବାରକୁ ଛାରଖାର କରିଦେଉଛି ତ

ଆଗ କୋଭିଡ ଟେଷ୍ଟ,ପରେ ବାହାଘର

ରାଜ୍ୟ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅଧିକ ସତର୍କ ହୋଇପଡିଛନ୍ତି ଗଂଜାମ ଜିଲ୍ଲାପ୍ରଶାସନ । ବାହାଘର ଭୋଜି ପାଇଁ ଗଂଜାମରେ ଲାଗୁ ହୋଇଛି ନୂଆ ନିୟମ । ଏଣିକି ବାହା ଭୋଜି କରିବାକୁ ଚାହୁଁଥିଲେ ଆଗ କରେନା ଟେଷ୍ଟ କରିବାକ ପଡିବ ।

ଆମ୍ବୁଲାନ୍ସରେ ଆଖିବୁଜିଲେ ନବବଧୂ

ମହାମାରୀ କରୋନା ଯେ କେତେ ଭୟଙ୍କର ଯିଏ ଅଙ୍ଗେ ନିଭେଇଛି ସେ ଜାଣିଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ କରୋନାର ଏଭଳି କରୁଣ ଚିତ୍ର ଆସୁଛି, ଯାହାକୁ ବିଶ୍ୱାସ କରିବା କଷ୍ଟକର । କେଉଁଠି ମା କୋଳରୁ ପୁଅକୁ ନେଇଯାଉଛି ତ କେଉଁଠି ପୁଅ

ପଶ୍ଚିମବଙ୍ଗରେ ବଢିଲା ଓଡିଶା ଚେତିଲା!

ମହାମାରୀ ମହାବିପଦ ସମୟରେ ବନ୍ଦ ରହିବ ସମସ୍ତ ପ୍ରକାର ସୁଟିଂ । ଶନିବାର ପଶ୍ଚିମବଙ୍ଗରେ ସୁଟିଂ ସେଟରେ କାମ କରୁଥିବା ମେକ ଅଫ ଆର୍ଟିଷ୍ଟ ଓ ହେୟାର ଡିଜାଇନରଙ୍କର ମଧ୍ୟରୁ ପାଖାପାଖି ୪୦ ଜଣ ପଜିଟିଭି ଆସିଛନ୍ତି । ଯେଉଁମାନେ କି