THE BYAPINI
Browsing Category

ରାଜ୍ୟ

ନବୀନ ପଠାଇଲେ ‘କାଳିଆ’ ଟଙ୍କା

ରାତି ପାହିଲେ ଅକ୍ଷୟ ତୃତୀୟା। ଚାଷ କାମ ଆରମ୍ଭ କରିବା ପୂର୍ବରୁ ଚାଷୀଙ୍କ ମୁହଁରେ ହସ ଫୁଟାଇଛନ୍ତି ରାଜ୍ୟ ସରକାର । ଚାଷିଙ୍କ ଆକାଉଂଟକୁ ପଠାଇଛନ୍ତି ‘କାଳିଆ’ଟଙ୍କା । ଏଥିସହ ରାଜ୍ୟର ୪୨ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଖାତାରେ

ଖୋର୍ଦ୍ଧାରେ ୨ ହଜାର ପାର୍…

ରାଜ୍ୟରେ ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗିଛି । ଦ୍ୱିତୀୟ ଲହରରେ ସଂକ୍ରମଣ ସଂଖ୍ୟା ସହ ମୃତ୍ୟୁ ମଧ୍ୟ ଗତ ୨୪ ଘଂଟାରେ ସବୁଠୁ ଅଧିକ ହୋଇଛି । ତେବେ ପ୍ରତିଦିନ ସର୍ବାଧିକ ପଜିଟିଭ ଚିହ୍ନଟ ହେଉଥିବା ଖୋର୍ଦ୍ଧା ଆହୁରି ଚିନ୍ତା

ସାବଧାନ! ୧୨ ହଜାର ଡେଇଁଲା..

ସ୍ଥିତି ଏମିତି ଯେ ପୁରା ଓଡିଶା ଏବେ ବିପଦରେ । ତାଲାବନ୍ଦର କୌଣସି ପ୍ରଭାବ ନାହିଁ । ଦିନକୁ ଦିନ ଓଡିଶାରେ ସ୍ଥିତି ଅତି ଭୟଙ୍କର ହେବାରେ ଲାଗିଛି । । ରାଜ୍ୟରେ ରେକର୍ଡ ଭାଙ୍ଗିଛି ସଂକ୍ରମଣ । ଦିନକରେ ଚିହ୍ନଟ ହୋଇଛନ୍ତି ୧୨ ହଜାର

ଏଣିକି ଲକଡାଉନରେ ୱାକିଂ ଓ ସାଇକ୍ଲିଂ କରିବା ମନା

ଏଣିକି ଲକଡାଉନରେ ୱାକିଂ ଓ ସାଇକ୍ଲିଂ କରିବା ସମ୍ପୂର୍ଣ୍ଣ ମନା । କରୋନା ମୁକାବିଲା ପାଇଁ ରାଜ୍ୟରେ ମେ ୧୯ ଯାଏଁ ଲକ୍‌ଡାଉନ୍‌ ଜାରି ରହିଛି। ଲକ୍‌ଡାଉନ୍ ସମୟରେ ଭୁବନେଶ୍ଵର ରାଜଧାନୀବାସୀଙ୍କୁ ସକାଳ ସମୟରେ ମର୍ଣ୍ଣିଂ ଓ୍ଵାକ୍ ଓ

ଓଡିଶାରେ ମେ’ ଶେଷ ଯାଏଁ ବଢିବ କି ଲକଡାଉନ?

ମହାମାରୀର ଭୟାବହ ସ୍ଥିତିକୁ ଦେଖି ଗୋଟିଏ ପରେ ଗୋଟିଏ ରାଜ୍ୟ ଲକଡାଉନ ବୃଦ୍ଧି କରୁଛନ୍ତି । ତେଣୁ ଓଡିଶାରେ ମଧ୍ୟ ଘୁଚିଂପାରେ ଲକଡାଉନ ଅବଧି । କାରଣ ରାଜ୍ୟରେ ସଂକ୍ରମଣ ସ୍ଥିତି ଭୟଙ୍କର ରହିଛି । ୧୪ ଦିନିଆ ଲକଡାଉନ, ସଟଡାଉନ

୪ ଜିଲ୍ଲାରେ ବଢିବ କୋଭିଡ ବେଡ୍

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ରଖିଲେ କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ୪ ଟି ଜିଲ୍ଲାରେ କୋଭିଡ଼ ବେଡ ସଂଖ୍ୟା ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ

ଚିନ୍ତା ବଢାଉଛି ସଂକ୍ରମଣ

ରାଜ୍ୟରେ କମିବାର ନାଁ ନେଉନି ସଂକ୍ରମଣ । କିଛି ଦିନ ସଂକ୍ରମଣ ସଂଖ୍ୟା ସ୍ଥିର ରହିବା ପରେ ପୁଣି ୧୧ ହଜାର ପାଖାପାଖି ଆକ୍ରାନ୍ତଙ୍କ ସଂଖ୍ୟା ପହଚିଂଛି । କରୋନା ନମୂନା ପରୀକ୍ଷା ବଢିଲେ ସଂଖ୍ୟା ମଧ୍ୟ ବଢୁଛି । ଯାହା ସରକାରଙ୍କ ନିଦ

ଭୟଭୀତ ନହେବାକୁ ପରାମର୍ଶ

କୋଭିଡ ସମୟରେ ଭୟଭୀତ ନହେବାକୁ ପରାମର୍ଶ । ପଜିଟିଭ ହେଲେ କରୋନା ରୋଗୀ କିପରି ରହିବେ, ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ସାରଦା ପ୍ରସନ୍ନ ସ୍ୱାଇଁ । କରୋନା ରୋଗୀ ଭୟଭୀତ ହେଲେ ରୋଗ ଅଧିକ ଆକ୍ରାନ୍ତ

ନବୀନଙ୍କ ସହ କଥା ହେଲେ ଧର୍ମେନ୍ଦ୍ର

ମହାମାରୀ ମହାସଂକଟ ସମୟରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପଧାନ । ଗାଁ ଓ ୱାର୍ଡସ୍ତରରେ କୋଭିଡ- ୧୯ର ମୁକାବିଲା ପାଇଁ ସମସ୍ତ ରାଜନୈତିକ ଦଳର ନେତା

ରାଜ୍ୟର ପ୍ରଥମ କୋଭିଡ ହସ୍ପିଟାଲରେ ଅକ୍ସିଜେନ ପ୍ଲାଂଟ..ଜାଣନ୍ତୁ କେଉଁଠି?

କରୋନା ସଂକ୍ରମଣ ଭିତରେ କେନ୍ଦୁଝର ବାସୀଙ୍କ ପାଇଁ ଭଲ ଖବର । କୋଭିଡ ହସ୍ପିଟାଲରେ ଅକ୍ସିଜେନ ପ୍ଲାଂଟ । ରାଜ୍ୟର ପ୍ରଥମ କୋଭିଡ଼ କେୟାର ସେଂଟର ଭାବେ ରାଙ୍କି କେନ୍ଦୁଝର କୋଭିଡ଼ କେୟାର ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା ନିଜସ୍ୱ