Browsing Category
ରାଜ୍ୟ
ଟିକା ଆସିବ ବିଦେଶରୁ
ଟିକା ପାଇଁ ହେବ ଗ୍ଲୋବାଲ ଟେଣ୍ଡର । ରାଜ୍ୟବାସୀ ଯେପରି ଟିକା ସୁବିଧାରେ ପାଇପାରିବେ ସେଥିପାଇଁ ବିଶ୍ୱର ବିଭିନ୍ନ ଟିକା କମ୍ପାନୀରୁ ଟିକା ସଂଗ୍ରହ ପାଇଁ ପଦକ୍ଷେପ ନିଆଯିବ । ଟିକା ସଂଗ୍ରହ ନିମନ୍ତେ ରାଜ୍ୟ ସରକାର ଗ୍ଲୋବାଲ!-->…
ଆନନ୍ଦ ବଜାରରେ ହାତାହାତି
ମହାମାରୀ ପାଇଁ ଶ୍ରୀମନ୍ଦିରରେ ଏବେ ସାଧାରଣ ଦର୍ଶନ ବନ୍ଦ ଥିବା ବେଳେ ଜଗା ଦୁଆରେ ଘଟିଛି ଅଭାବନୀୟ ଘଟଣା । ସେବାୟତ ସେବାୟତଙ୍କ ମଧ୍ୟରେ ହାତାହାତି । ଜଣେ ସେବାୟତଙ୍କ ଆକ୍ରମଣରେ ଆଉ ଜଣେ ସେବାୟତ ଆହତ ହୋଇଛନ୍ତି । ଆହତ ସେବାୟତ!-->…
ଅଧା ସମ୍ବଲପୁର ସଂକ୍ରମିତ
ଅଧିକ କରୋନା ନମୂୂନା ପରୀକ୍ଷା କଲେ ଅଧିକ ସଂକ୍ରମିତ ଚିହ୍ନଟ ହେୁଛନ୍ତି । ଦୁଇଦିନ ଧରି ରାଜ୍ୟରେ ୫୦ହଜାର ନମୁନା ପରୀକ୍ଷା କରାଯାଉଥିଲା। ଫଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ହଜାର ଉପରେ ୧୨ ହଜାର ପାଖାପାଖି ରହିଥିଲା। ହେଲେ!-->…
ମନ କାନ୍ଦିଲା ପଶୁଙ୍କ ପାଇଁ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଝିଲେ ପଶୁଙ୍କ ପେଟ କଥା । ମହାମାରୀ ପାଇଁ ଲକଡାଉନ ଯୋଗୁ ବୁଲା ଗାଈ-ଗୋରୁ, କୁକୁର ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ସଂକଟ ସମୟରେ କିଭଳି ସେମାନେ ଭୋକିଲା ରହିବେ ନାହିଁ ସେ ନେଇ!-->…
୧୮ରୁ୪୪: ରାଜଧାନୀ ବାହାରେ କାଲିଠୁ ଏସବୁ ଜାଗାରେ ଟିକାକରଣ
ମେ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଟିକା ଅଭାବରୁ ଭୁବନେଶ୍ୱରରେ ବାହାରେ ୧୮ ବର୍ଷରୁ ଅଧିକଙ୍କୁ ଟିକାକରଣ ପ୍ରକିୟା ବନ୍ଦ ରହିଥିଲା । ହେଲେ କାଲିଠୁ ଭୁବନେଶ୍ୱର ବାହାରେ ୧୮ରୁ ୪୪ ବର୍ଷ ଯାଏ ଲୋକଙ୍କୁ!-->…
ନନାଙ୍କ ଗାଡିକୁ ଟ୍ରାକ୍ଟର ପିଟିଲା
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଏକ ଟ୍ରାକ୍ଟର ଆସି ପିଟିବା ଫଳରେ ପ୍ରତାପ ଷଡଙ୍ଗୀଙ୍ଗ ସମେତ ତାଙ୍କ ଡ୍ରାଇଭର୍ଙ୍କ ଓ ବ୍ୟକ୍ତିଗତ ପିଏ ମଧ୍ୟ ଆହତ ହୋଇଛନ୍ତି ।!-->…
ଏବେ ଦୂର ହେବ ସୁନ୍ଦରଗଡ ସମସ୍ୟା?
ସୁନ୍ଦରଗଡରେ କରୋନା ସ୍ଥିତି ସାଂଘାତିକ ରହିଛି । ପ୍ରତିଦିନ ହଜାର ହଜାର ଆକ୍ରାନ୍ତ କେବଳ ଏହି ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି । ତେଣୁ ଜିଲ୍ଲାରେ କିଭଳି କରୋନା ଚେନକୁ ବ୍ରେକ କରିହେବ ସେ ନେଇ ଆରମ୍ଭ ହୋଇଛି ସମୀକ୍ଷା ।!-->…
ବିଦାୟ ଶିଳ୍ପୀ! ଅଧା ରହିଗଲା ଦ୍ୱିତୀୟ କୋଣାର୍କ ସ୍ୱପ୍ନ…
ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ । କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅପରାହ୍ନ ପ୍ରାୟ ୩ଟା ୫୦ ମିନିଟ ସମୟରେ ତାଙ୍କ ମତ୍ୟୁ!-->…
ଲକଡାଉନ ସତ୍ୱେ ବି କମୁନି ସଂକ୍ରମଣ
ମହାମାରୀ କରୋନା ଏବେ ଭୟକଂର ସ୍ଥିତିରେ । ଯିଏ ଅଙ୍ଗେ ନିଭଉଛି, ସେ ହିଁ ଜାଣିଛି କରୋନା କେତେ ମାରାତ୍ମକ । ଗତ ଦୁଇ ଦିନ ଅପେକ୍ଷା ରାଜ୍ୟରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ଗତକାଲି ୫୦ ହଜାର ଉପରେ ଟେଷ୍ଟିଂ କରାଯାଇଥିବା ବେଳେ!-->…
୧୮ ବର୍ଷରୁ ଅଧିକଙ୍କ ପାଇଁ ଆସିଲା ଆଉ ଲକ୍ଷେ କୋଭିସିଲ୍ଡ
ଓଡିଶା ଆସିଲା ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା । ସୋମବାର ଠାରୁ ରାଜ୍ୟ ବିଭିନ୍ନ ଜିଲ୍ଲାରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିଡ୍ ଟିକା ଦିଆଯିବ । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓଡିଶାକୁ ଏହି କୋଭିସିଲ୍ଡ ଟିକା ପଠାଇଛି । ଆଜି!-->…