Browsing Category
ରାଜ୍ୟ
ସଂକ୍ରମଣ ସଂଖ୍ୟା ବଢୁଛି, ବେଡ଼ ବଢିବ
ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିଚାଲଥିବା ବେଳେ କଟକରେ ମଧ୍ୟ ଦିନକରେ ପ୍ରଥମ ଥର ପାଇଁ ହଜାରେ ଟପିଛି ସଂକ୍ରମଣ । କଟକରେ କେମିତି ଚାଲିଛି କରୋନା ମୁକାବିଲା ସେ ନେଇ ଆଜି ସିଏମସି କମିଶନର ଅନନ୍ୟା ଦାସ ପ୍ରେସମିଟ୍ କରି ସୂଚନା!-->…
ଏସପ୍ଲାନେଡ ପାର୍କିଂରେ ଟୀକାକରଣ
ଭୁବନେଶ୍ୱର ଏସପ୍ଲାନେଡ ମଲରେ ଚାଲିଛି ଟୀକାକରଣ । ମଲର ପାର୍କିଂସ୍ଥଳରେ ଆଜିଠୁ ଟୀକାକରଣ ଚାଲିଛି । ୪୫ ବର୍ଷରୁ ଅଧିକ ଲୋକଙ୍କର ୨ୟ ଡୋଜ୍ ପାଇଁ ଡ୍ରାଇଭ ଇନ ବ୍ୟବସ୍ଥା ଆରମ୍ଭ ହୋଇଛି । ଆଜିଠାରୁ ଏସପ୍ଲାନେଡରେ ଟୀକାକରଣ ବ୍ୟବସ୍ଥା!-->…
କଟକରେ ବି ହଜାରେ ପାର
ଓଡିଶାରେ ଯେପରି ଭାବେ ସଂକ୍ରମଣ ବଢିଚାଲିଛି ତାହା ସମସ୍ତଙ୍କ ନିଦ ହଜାଇଦେଇଛି । ଆଗକୁ ଯଦି ଏମିତି ସଂକ୍ରମଣ ବଢି ଚାଲେ ତାହେଲେ ସ୍ଥିତି ଭୟଙ୍କର ହୋଇପାରେ । ତେବେ ଟ୍ୱିନସିଟିରେ ସଂକ୍ରମଣ ଦ୍ରୁତ ଗତିରେ ମାଡିଚାଲିଛି । ପ୍ରଥମ ଥର!-->…
ଜୁନ ୩୦ ସୁଦ୍ଧା ମାଟ୍ରିକ ଫଳ
ଜୁନ ୩୦ ତାରିଖ ସୁଦ୍ଧା ବାହାରିବ ମାଟ୍ରିକ ପରୀକ୍ଷା ଫଳାଫଳ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାଙ୍କନ ନେଇ ପଦ୍ଧତି ଚୂଡ଼ାନ୍ତ ହୋଇଛି । ନବମ ଓ ଦଶମ!-->…
କିପରି ବଢିବ ଅକ୍ସିଜେନ ମାତ୍ରା?
କରୋନା ରୋଗୀଙ୍କ କିପରି ବଢିବ ଅକ୍ସିଜେନ ମାତ୍ରା? କେତେବେଳେ ଜଣେ ରୋଗୀର ଅମ୍ଳଜାନ ଆବଶ୍ୟକ? ଏନେଇ ପରାମର୍ଶ ଦେଇଛନ୍ତି ବରିଷ୍ଠ ଡାକ୍ତର କ୍ଷୀରୋଦ କୁମାର ରାଉତ । ଅକ୍ସିଜେନ୍ ମାତ୍ରା ୯୪ ତଳକୁ ଖସିଲେ ଯାଇ ଡାକ୍ତରଙ୍କ ପରାମର୍ଶ!-->…
ସୁନ୍ଦରଗଡ଼ରେ ସ୍ଥିତି ସାଂଘାତିକ
ରାଜ୍ୟ କରୋନା ସଂକ୍ରମଣ ଲମ୍ବା ଡିଆଁ ମାରିଥିବା ବେଳେ ଚିନ୍ତା ବଢାଇଛି ସୁନ୍ଦରଗଡ । ସୁନ୍ଦରଗଡରେ ସ୍ଥିତି ସାଂଘାତିକ ହୋଇପଡିଛି । କଟକଣା ପରେ ବି ଅଣାୟତ ସଂକ୍ରମଣ । ସଂକ୍ରମଣ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଜିଲ୍ଲାରେ!-->…
ଟିକା ପାଇଁ ରାତି ଅନିଦ୍ରା
ଟିକା ପାଇଁ ରାତି ଅନିଦା । ରାଜ୍ୟରେ ଯେତେବେଳେ ସଂକ୍ରମଣ ବଢିଚାଲିଛି ସେତେବେଳେ ଦେଖାଦେଇଛି ଟିକାର ସଂକଟ । ପ୍ରଥମେ କିଏ ନେବ ଭ୍ୟାକସିନ ସେଥିପାଇଁ ଲାଗିଛି ଲମ୍ବା ଲାଇନ । ରାତି ସାରା ଅନିଦ୍ରା ରହି ଧାଡି ଲଗାଇଛନ୍ତି ହଜାର!-->…
୧୨ ହଜାର ଡେଇଁଲା..ଚିନ୍ତା ବଢିଲା
ସୀମା ଡେଇଁଲା ସଂକ୍ରମଣ । ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି ଭାଇରସ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନାର ଆସିଛି ଅଲୋଡା ରେକର୍ଡ । ୧୨ ହଜାର ଡେଇଁଛି ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।!-->…
ଏବେ ଖାଲି ଦ୍ୱିତୀୟ ଡୋଜ
ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ଟିକା ନେବାକୁ ଅନାଇ ବସିଛି ଓଡିଶା । ହେଲେ ଟିକାର ଅଭାବ ପାଇଁ ନୂଆ ଫର୍ମୁଲା ଆପଣାଇଛନ୍ତି ସରକାର । କୋଭିସିଲ୍ଡ ଟିକାର ପ୍ରଥମ ଡୋଜକୁ ବର୍ତମାନ ପାଇଁ ବନ୍ଦ କରିବାକୁ ସରକାର!-->…
ପ୍ରଦୀପ୍ତଙ୍କ ପାଇଁ ପ୍ରାର୍ଥନା..
ଭେଂଟିଲେଟରରେ ବିରୋଧୀ ଦଳ ନେତା । ରାଜ୍ୟରେ କରୋନା ତାର କାୟା ମେଲାଉଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କରୋନା ଆକ୍ରାନ୍ତ ହେବା ପରେ ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି!-->…