Browsing Category
ରାଜ୍ୟ
ସ୍କୁଲ ମିଶ୍ରଣକୁ ହାଇକୋର୍ଟଙ୍କ ନା
କମ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲରେ ମିଶ୍ରଣ ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି କୋର୍ଟ । ପୂର୍ବରୁ ଏହି ବିଜ୍ଞପ୍ତି ଉପରେ!-->…
୧୧ ଜିଲ୍ଲାରେ ଟିକାକରଣ ବନ୍ଦ
ସଂକ୍ରମଣ ବଢୁଥିବା ବେଳେ କରୋନାକୁ ମାତ ଦେବା ପାଇଁ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ହେଲେ ଆବଶ୍ୟକ ଟିକା ନଥିବାରୁ ରାଜ୍ୟର ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ବାଲେଶ୍ୱର, ବରଗଡ, ବୌଦ୍ଧ, କଟକ, ଗଜପତି,!-->…
ଦିନକରେ ଗଲା ୧୫ ଜୀବନ
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛିଦିନ ହେବ ୮ ହଜାର ଉପରେ ରହୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଦିନକରେ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ ଚିହ୍ନଟ ହେଉଥିବା!-->…
ପୁଣି ଘୁଂଚିଲା ପିପିଲି ଉପନିର୍ବାଚନ
ପିପିଲି ଉପନିର୍ବାଚନ ସ୍ଥଗିତ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପିପିଲି ଉପନିର୍ବାଚନକୁ ପୁଣି ଘୁଂଚାଯାଇଛି । ସ୍ଥିତି ସୁଧାରିବା ପରେ ପୁଣି ଉପନିର୍ବାଚନ ନେଇ ପୁଣି ଥରେ ନୂଆକରି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି!-->…
କଟକକୁ ୧୦ କୋଟି
କୋଭିଡ୍ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି । ସିଏମସିକୁ ୧୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଏହି ଟଙ୍କା କଟକ ମହାନଗର ନିଗମକୁ କୋଭିଡ ପରିଚାଳନା ପାଇଁ!-->…
ପୁଣି ଡରାଇଲା ମେ’
ପୁଣି ବାତ୍ୟା ଭୟ । ଫନି ଏବଂ ଅମ୍ପାନ ପରେ ଆସିବାକୁ ଯାଉଛି ଆଉ ଏକ ବାତ୍ୟା । ମେ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ତାମିଲନାଡୁ ଉପକୂଳରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରବର୍ତ୍ତୀ ମୁହୂର୍ତ୍ତରେ ଏହା ଘନୀଭୂତ!-->…
ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର
ଆଇଏଫଏସ ଅଭୟ କାନ୍ତ ପାଠକଙ୍କୁ ବଡ଼ ଝଟକା । ଅଭୟ କାନ୍ତଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର । ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ରାଜ୍ୟ ସରକାର ସୁପାରିଶ କରିଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭୟଙ୍କୁ ବାଧ୍ୟତାମୂଳକ ଅବସରକୁ!-->…
ପରୀକ୍ଷାର୍ଥୀଙ୍କୁ କିଭଳି ମିଳିବ ମାଟ୍ରିକ ମାର୍କ?
ମହାମାରୀ କରୋନାପାଇଁ ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ବାତିଲ କରାଯାଇଥିବା ବେଳେ କେମିତି ହେବ ମୂଲ୍ୟାୟ ତା ଉପରେ ସମସ୍ତ ନଜର ରହିଛି । ତେବେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ମୂଲ୍ୟାୟନ ଚଳିତ ବର୍ଷ ସିବିଏସଇ ଢାଂଚାରେ ହେବ!-->…
ଖୋର୍ଦ୍ଧାରେ କମୁନି ସଂକ୍ରମଣ
ରାଜ୍ୟରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ଖୋର୍ଦ୍ଧାରୁ ପ୍ରତିଦିନ ସର୍ବାଧିକ ପଜିଟିଭ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଦୈନିକ ସଂକ୍ରମଣ ୮ ହଜାର ତଳକୁ ଖସୁନି । କରୋନା ଚେନ ଭାଙ୍ଗିବାକୁ ସରକାର ମେ’ ୫ରୁ ଲକଡାଉନ ଘୋଷଣା!-->…
ସାମ୍ବାଦିକ ସମ୍ମୁଖ କରୋନା ଯୋଦ୍ଧା
ସାମ୍ବାଦିକଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମହାମାରୀ ସମୟରେ ସାମ୍ବାଦିକଙ୍କ କାର୍ୟ୍ୟକୁ ପ୍ରଂଶସା କରିଛନ୍ତି ନବୀନ । ଯଦି କରୋନା କାରଣରୁ କୌଣସି ସାମ୍ବାଦିକଙ୍କର ମୃତ୍ୟୁ!-->…