THE BYAPINI
Browsing Category

ରାଜ୍ୟ

କଟକରେ ସୋମବାରଠୁ ନୂଆ କଟକଣା

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକରେ ସୋମବାରରୁ ଆରମ୍ଭ ହେବ ନୂଆ କଟକଣା । ସଂକ୍ରମଣର ଚେନ ଭାଙ୍ଗିବାକୁ ନିଆଯିବ ନୂଆ ପଦକ୍ଷେପ । ଆସନ୍ତା ସୋମବାରଠାରୁ ଦିନ ୨ଟା ପରେ ସହରର ସବୁ ଦୋକାନ ବଜାର ବନ୍ଦ ରହିବ। ଆଗାମୀ ୧୫ ଦିନ ପାଇଁ

ବନ୍ଦ ହେବ ନନ୍ଦନକାନନ

କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ କଟକଣା କଡାକଡି କରାଯାଇଥିବା ବେଳେ ବନ୍ଦ ହେବ ନନ୍ଦନକାନନ । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ବଟାନିକାଲ୍ ଗାର୍ଡେନ୍ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ମେ’

ପରିବାର ପୋଛି ଦେଉଛି କରୋନା

କରୋନା କୂଳ ଉଜାଡିଦେଉଛି, ସଂକ୍ରମଣ ସଂସାର ଭାଙ୍ଗିଦେଉଛି, ଗୋଟେ ଗୋଟେ ପରିବାରକୁ ନିଶ୍ଚିହ୍ନ କରିଦେଉଛି । ଯାହାର ଜ୍ୱଳନ୍ତ ଛବି ଆସିଛି ନୟାଗଡରୁ । କରୋନାର ଇଏ ଏମିତି ଏକ ଖବର ଯାହା ପାଇଁ ଯେତେ ଶବ୍ଦ ବ୍ୟବହାର କଲେ ବି କମ

ଟେଷ୍ଟିଂ ବଢୁଛି, ସଂକ୍ରମଣ ବଢୁଛି

ମାଡି ଚାଲିଛି ମହାମାରୀ । ରାଜ୍ୟରେ ଟେଷ୍ଟିଂ ବଢିବା ସହ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ସ୍ଥିତି ଅସମ୍ଭାଳ ହୋଇପଡିଛି । କାମ ଦେଉନି କଟକଣା । ନାଇଟକର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ ପରେ ବି ନିୟନ୍ତ୍ରଣ

କୁଆଡେ ଗଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ପାର୍ଟ ୨

ସଂକ୍ରମଣ ବ୍ୟାପୁଛି, ରୋଗୀ ଅମ୍ଲଜାନ ବିନା ଆଖି ବୁଜୁଛି, ହସ୍ପିଟାଲରେ ବେଡ ମିଳୁନି, ଟିକାକେନ୍ଦ୍ରରେ ତାଲା ଝୁଲୁଛି । ରାଜ୍ୟରେ ମହାମାରୀ ମୁକାବିଲା କିଛି ଏମିତି ଢଙ୍ଗରେ ଚାଲିଛି । ଏଭଳି ସାଂଘାତିକ ସ୍ଥିତିରେ

‘ସମାନ୍ତରାଳ ସ୍ଥିତିରେ ସଂକ୍ରମଣ’

ଓଡିଶାରେ ସଂକ୍ରମଣର ସମାନ୍ତରାଳ ଭଳି ସ୍ଥିତି ରହିଛି ।ସ୍ଥିତି ଢେଉ ଭଳି ରହୁଛି । କେତେବେଳେ ଅପ୍ ତ କେତେବେଳେ ଡ଼ାଉନ ସ୍ଥିତିରେ ବି ରହୁଛି । ଗତକାଲି ୮ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଏହା ୭ ହଜାରରେ ରହିଛି ।

କରୋନା ଦୌଡରେ ଖୋର୍ଦ୍ଧା ଆଗ

ଚିନ୍ତା ବଢାଉଛି ଖୋର୍ଦ୍ଧା । ମହାମାରୀ ସଂକ୍ରମଣ ଓ ମୃତ୍ୟୁ ରେସରେ ଆଗରେ ଖୋର୍ଦ୍ଧା । ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ ପରେ ବି ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ତେବେ ଖୋର୍ଦ୍ଧାରୁ ବାହାରୁଥିବା ଆକ୍ରାନ୍ତଙ୍କ ମଧ୍ୟରୁ

ସିଲ୍ ହେଲା ମାର୍କେଟ ବିଲ୍ଡିଂ

ନିୟମ ମାନିଲେନି , ସିଲ ହେଲା ମାର୍କେଟ । ସଂକ୍ରମଣ ବଢୁଥିବାରୁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂକୁ ସିଲ କରିଛି ବିଏମସି । ନିୟମ ପାଳନ ନହେଉଥିବା କାରଣରୁ ବିଏମସି ଓ କମିସନରେଟ୍ ପୋଲିସ ମିଳିତ ଭାବେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା

ଦିନ ୨ରୁ ସକାଳ ୫ ଯାଏଁ ଦୋକାନବଜାର ବନ୍ଦ

କରୋନାର ପ୍ରଥମ ପର୍ଯ୍ୟାୟରେ ଗଂଜାମରେ ଯେପରି ସ୍ଥିତି ସୃଷ୍ଟି ହୋଇଥିଲା । ଏବେ ସେମିତି ପରିସ୍ଥିତି ପୁଣି ସୃଷ୍ଟି ନହେଉ । ସେ ନେଇ ସତର୍କ ହୋଇପଡିଛି ଜିଲ୍ଲା ପ୍ରଶାସନ । ରାଜ୍ୟରେ ଏବେ ସଂକ୍ରମଣ ବଢୁଥିବା ବେଳେ ଗଂଜାମ ଜିଲ୍ଲାରେ

ଟ୍ୱିନସିଟିରେ ଗୋଷ୍ଠୀ ସଂକ୍ରମଣ!

ରାଜ୍ୟରେ ସଂକ୍ରମଣ ବଢ଼ିଥିବା ବେଳେ ଚିନ୍ତା ବଢାଇଛି ଟ୍ୱିନସିଟି । କଟକ, ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ତେବେ ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ପରିସ୍ଥିତି ଉପୁଜିଲାଣି । ଯେହେତୁ