Browsing Category
ରାଜ୍ୟ
ଟେଷ୍ଟ କମୁଛି , ସଂଖ୍ୟା କମୁଛି!
ରାଜ୍ୟରେ କରୋନା ଟେଷ୍ଟ କମୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା କମୁନି ତ ? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ, ଗତ କିଛି ଦିନ ହେବ ରାଜ୍ୟରେ କରୋନା ନମୂନା ପରୀକ୍ଷା କମିଛି । ତେଣୁ ସେଥିପାଇଁ ସଂକ୍ରମଣ ସଂଖ୍ୟା ସ୍ଥିର ରହିଥିବା!-->…
ମେ୧ନୁହେଁ ୩ରୁ ହେବ କି ଟିକାକରଣ?
କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ଆସନ୍ତା ମେ ପହିଲାରୁ ୧୮ରୁ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ମାଗଣା ଟିକା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଅଥାର୍ତ କୋଭିଡ ଟିକା ପାଇଁ ଜନସାଧାରଣଙ୍କୁ!-->…
ସ୍ୱାସ୍ଥ୍ୟ ମନ୍ତ୍ରୀ ଗଲେ କୁଆଡେ?
ମହାମାରୀ ସମୟରେ ମନ୍ତ୍ରୀଙ୍କ ଦେଖା ନାହିଁ । ସଂକଟ ବେଳେ କୁଆଡେ ଗଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ? ଆଜ୍ଞା ହଁ ଓଡିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଆଉ ଦେଖିବାକୁ ମିଳୁନାହିଁ । ସଂକ୍ରମଣ ସମୟରେ ଯେତେବେଳେ ରାଜ୍ୟରେ ସ୍ଥିତି ଖରାପ!-->…
‘ତୁରନ୍ତ ବାତିଲ କର ପରୀକ୍ଷା’
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ମାଟ୍ରିକ୍ ବୋର୍ଡ ପରୀକ୍ଷା ବାତିଲ ହୋଇଥିବା ବେଳେ ଯୁକ୍ତ ୨ ପରୀକ୍ଷାକୁ ବାତିଲ ପାଇଁ ଦାବି କରିଛନ୍ତି ଯୁକ୍ତ ଦୁଇ ଛାତ୍ରଛାତ୍ରୀ। ୪ ଦିନ ତଳେ ପରୀକ୍ଷା ବନ୍ଦ ଦାବିରେ ଧାରଣା!-->…
ମେ’୧ରୁ କେମିତି ନେବେ ଟିକା?
ଦେଶରେ ଗୋଟେ ପଟେ ସଂକ୍ରମଣ ବଢୁଥିବା ବେଳେ ଅନ୍ୟପଟେ ଟିକାକରଣ ପ୍ରକ୍ରିୟାକୁ ମଧ୍ୟ ଜୋରଦାର କରାଯାଉଛି । କିଭଳି ଅଧିକରୁ ଅଧିକ ଲୋକ ଟିକା ନେଇପାରିବେ ତା ଉପରେ ସରକାର ଫୋକସ ଦେଉଛନ୍ତି । ମେ’ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ!-->…
ପ୍ଲାଟୋ ଷ୍ଟେଜରେ କରୋନା..ଆଗକୁ କମିବ ନା ବଢିବ ସଂକ୍ରମଣ?
ସଂକ୍ରମଣର ଭୟ ମଧ୍ୟରେ କିଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଗତ ୨୪ ଘଂଟାରେ ୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଲଗାତର ୫ ଦିନ ହେବ ରାଜ୍ୟରେ ସ୍ଥିର ରହିଛି ସଂକ୍ରମଣ । ନୂଆ ଆକ୍ରାନ୍ତଙ୍କ ସହ ବେଶି ବୃଦ୍ଧି!-->…
ଆଜିଠୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା
ଆଜିଠାରୁ ଭକ୍ତଙ୍କ ପାଇଁ ଜଗା ଦୁଆର ବନ୍ଦ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଠାରୁ ମନ୍ଦିର ପ୍ରଶାସନର ନୂଆ ଏସଓପି ଲାଗୁ ହେଲା । ମେ ୧୫ ତାରିଖ ଯାଏ ଏହି ନିୟମ ବଳବତ୍ତର ରହିବ । ଏହି ସମୟରେ ଭକ୍ତ ମାନେ ମନ୍ଦିର ଭିତରକୁ!-->…
ସଂକ୍ରମଣରେ ଆଗରେ ଖୋର୍ଦ୍ଧା
ଓଡିଶାରେ ସଂକ୍ରମଣ ଉପରମୁହାଁ ରହିଛି । ଲଗାତର କିଛି ଦିନ ହେବ ୬ ହଜାର ଉପରେ ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି । ଗତ ୨୪ ଘଂଟାରେ ରାଜ୍ୟରେ ୬୧୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦିନକରେ ୯ଜଣଙ୍କର ମୃତ୍ୟୁ ହୋଇଛି । ତେବେ!-->…
ଅଲବିଦା ଅମଜାଦ…
ସଂକ୍ରମଣ ଫାଶରେ ସାମ୍ବାଦିକ । କରୋନାରେ ଆଖି ବୁଜିଲେ ପୁଣି ଜଣେ ସାମ୍ବାଦିକ । ଭୂତାଣୁ ତାର ଭୟାବହତା ବଜାର ରଖିଥିବା ବେଳେ ସାଧାରଣ ଲୋକଙ୍କ ସହ ଜଣେ ପରେ ଜଣେ କରୋନା ଯୋଦ୍ଧାଙ୍କ ଜୀବନ ନେଉଛି । ଆଉ ଏବେ ପୁଣି ଜଣେ କରୋନା ଯୋଦ୍ଧା!-->…
ମାଗଣା ମିଳିବ କରୋନା ଟିକା
ଓଡ଼ିଶାବାସୀଙ୍କୁ ମିଳିବ ମାଗଣା ଟିକା। ରାଜ୍ୟବାସୀଙ୍କୁ ସମ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ୧୮ ବର୍ଷରୁ ୪୫ ବର୍ଷର ଲୋକ ମାଗଣାରେ ନେବେ କୋଭିଡ୍ ଟିକା । ଟିକାକରଣ ପାଇଁ ରାଜ୍ୟ ସରକାର ମୋଟ ୨!-->…