THE BYAPINI
Browsing Category

ରାଜ୍ୟ

ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟବୀମା

ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟବୀମା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ସେବାୟତ ମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଘୋଷଣା କରିଛନ୍ତି ।ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରୁଥିବା ସମସ୍ତ ସେବାୟତଙ୍କୁ ୨

କାଳିଆ ! ପୁଣି କେବେ ଦେଖା ହେବ ?

ଆଉ କେତେ ଶାସ୍ତି ଦବୁରେ କାଳିଆ, କେତେ ଦଣ୍ଡ ଦବୁ… ତୋ ଦରଶନରୁ ବଞ୍ଚିତ ରହିବା ଅପେକ୍ଷା ମରିଯିବା ଭଲ । ତୋ କଳାବଦନ ନଚାହିଁଲେ, ତୋ ଚକାନୟନ ନଦେଖିଲେ କେମିତି କଟିବ ଦିନ ? କେମିତି ମାନିବ ଏ ମନ ? କହ କାଳିଆ କହ, ତୋ ବିନା ଗୋଟେ

ଖୋର୍ଦ୍ଧାରେ ମାଡୁଛି ସଂକ୍ରମଣ

କରୋନା ସଂକ୍ରମଣ ଏବେ ଉଦବେଗଜନକ ସ୍ଥିତିରେ ପହଚିଂଛି । ଲଗାତର ୪ ଦିନ ହେବ ରାଜ୍ୟରେ ୬ ହଜାର ଉପରେ ସଂକ୍ରମଣ ରହୁଥିବା ବେଳେ ପୂର୍ବ ତିନି ଦିନ ଅପେକ୍ଷା ଏହି ସଂଖ୍ୟା କମ୍‌ ରହିଛି । ଗତ ୨୪ ଘଣ୍ଟାରେ ୬,୧୧୬ ନୂଆ କରୋନା ଆକ୍ରାନ୍ତ

ଓଡିଶାରେ ଆବଶ୍ୟକ ପରିମାଣର ଅକ୍ସିଜେନ୍ ମହଜୁଦ ଅଛି ତ?

ଦେଶରେ କରୋନା ସଂକଟ ସମୟରେ ଓଡିଶା ଅନ୍ୟ ରାଜ୍ୟକୁ ବଢାଇଛି ସହାୟତାର ହାତ । ଅମ୍ଲଜାନ ଅଭାବ ଦୂର କରିବାକୁ ଓଡିଶା ଅମ୍ଲଜାନ ଯୋଗାଣ କରୁଛି । ୬ଟି ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ଅମ୍ଲଜାନ ପଠାଇ ରୋଗୀଙ୍କୁ ମୃତ୍ୟୁ ମୁଖରୁ ବଂଚାଉଛି

ଭୁବନେଶ୍ୱରରେ ଭୟଙ୍କର ବ୍ୟାପୁଛି ଭାଇରସ

ଭୁବନେଶ୍ୱରରେ ଭୟଙ୍କର ହେଉଛି ଭାଇରସ । କାହିଁକି ରାଜଧାନୀରେ ବଢୁଛି ସଂକ୍ରମଣ ? କଡା କଟକଣା, ନାଇଟ କର୍ଫ୍ୟୁ ସତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା କାହିଁକି ନିୟନ୍ତ୍ରଣ ହେଉନାହିଁ? କିଛି ଅମାନିଆ ଲୋକ ନିୟମ ମାନୁନଥିବାରୁଁ ବଢୁଛି କି

ସହରରେ ତାଲା

ରାଜ୍ୟର ସମସ୍ତ ସହରରେ ତାଲା । ଶୂନଶାନ ରାସ୍ତାଘାଟ । ଦୋକାନ ବଜାର ବନ୍ଦ । ଆଜିଠାରୁ ରାଜ୍ୟର ସବୁ ସହରରେ ସପ୍ତାହାନ୍ତ ସଟଡାଉନ ଲାଗୁ ହୋଇଛି । ସୋମବାର ସକାଳ ଯାଏ ଦୋକାନ ବଜାର ବନ୍ଦ ରହିବ । କଟକଣାରୁ କେବଳ ଜରୁରୀକାଳୀନ ସେବାକୁ

ଭାଇରସ ବଢାଉଛି ଭୟ

ରାଜ୍ୟରେ କ୍ରମାଗତ ତିନି ଦିନ ଧରି ୬ ହଜାରରୁ ଅଧିକ ଦୈନିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସଂକ୍ରମଣ ବଢୁଛି ମୃତ୍ୟୁସଂଖ୍ୟା ମଧ୍ୟ ବଢୁଛି । କଟକଣା ଲାଗୁ ପରେ ସଂକ୍ରମଣ ନିୟନ୍ତ୍ରଣରେ ଆସୁନାହିଁ । ସେହିପରି ଖୋର୍ଦ୍ଧାରୁ ହଜାର

ବନ୍ଦ ହେଲା ଜଗା ଦର୍ଶନ

ପୁଣି ଭକ୍ତଙ୍କ ପାଇଁ ବନ୍ଦ ହେଲା ଜଗା ଦୁଆର । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ମେ ୧୫ ପର୍ୟ୍ୟନ୍ତ ଶ୍ରଦ୍ଧାଳୁଙ୍କ ଜଗା ଦର୍ଶନ ଉପରେ କଟକଣା ଲଗାଯାଇଛି ।ମେ’ ୧୫

ବିଶ୍ବକେଶନ ପିପିଲିର କଂଗ୍ରେସ ପ୍ରାର୍ଥୀ

ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ନାଁରେ ମୋହର ମାରିଛି ଦଳ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅନୁମୋଦନ ପରେ ଦଳ ପକ୍ଷରୁ ବିଶ୍ବକେଶନଙ୍କୁ ପ୍ରାର୍ଥୀ

ସଟଡାଉନ ସମୟରେ ଘଂଟାଏ କୋହଳ

ଆସନ୍ତାକାଲିଠୁ ରାଜ୍ୟର ସବୁ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଆରମ୍ଭ ହେବ । ଶନିବାର ସକାଳୁ ସୋମବାର ସକାଳ ପର୍ୟ୍ୟନ୍ତ ସହରରେ ସଟଡାଉନ କରାଯିବ ।ତେବେ ସଟଡାଉନ ସମୟରେ ୧ ଘଣ୍ଟା ପାଇଁ କଟକଣାରେ କୋହଳ ନେଇ