Browsing Category
ରାଜ୍ୟ
ଆଜି ରାତିରୁ ସୋମବାର ସକାଳ..ଘରୁ ବାହାରିବା ମନା
ଆଜି ରାତିରୁ ସୋମବାର ସକାଳ ଯାଏ ଶୁନଶାନ ରହିବ ରାସ୍ତାଘାଟ । ସହରରେ ପଡିବ ତାଲା । କେବଳ ପଇଁତରା ମାରିବେ ପୁଲିସ । ଆସନ୍ତାକାଲିଠୁ ସପ୍ତାହନ୍ତ ସଟଡାଉନ୍ ସମସ୍ତ ସହରାଞ୍ଚଳରେ ଲାଗୁ ହେବ । ଆଜି ରାତିରୁ ନାଇଟ କର୍ଫ୍ୟୁ ଶନିବାର!-->…
ଜଳପଥରେ ବଢିଲା ପାଟ୍ରୋଲିଂ
ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ପ୍ରବାସୀ ଆଣିପାରନ୍ତି ବିପଦ । ଏଥିପାଇଁ ସମସ୍ତ ସୀମାବର୍ତୀ ଅଂଚଳ ଗୁଡିକର ପ୍ରବେଶ ପଥରେ ଚେକିଂ ଜୋରଦାର କରାଯାଇଛି । ତେବେ ଜଳପଥ ଦେଇ ଆସିପାରନ୍ତି ପ୍ରବାସୀ । ଏଥିପାଇଁ ବୋଟ ଏବଂ ମୋଟର!-->…
ଅକ୍ସିଜେନ ଦେଲା ଓଡିଶା
ସାରା ଦେଶରେ ଅକ୍ସିଜେନ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଓଡିଶା ବଢାଇଛି ସହାୟତାର ହାତ । ବିପଦ ବେଳର ବନ୍ଧୁ ସାଜିଛି ଓଡିଶା । ବିିଭିନ୍ନ ରାଜ୍ୟରେ ଦେଖାଦେଇଥିବା ଅମ୍ଲଜାନ ଅଭାବକୁ ପୂରଣ କରିବା ପାଇଁ ଆଗେଇ!-->…
ମାଡିଚାଲିଛି ମହାମାରୀ
ରାଜ୍ୟରେ କରୋନା ବେକାବୁ ଓ ବେଲଗାମ ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି । ୬ ହଜାର ଉପରେ ଆକ୍ରାନ୍ତ ଦିନକରେ ଚିହ୍ନଟ ହେଉଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।!-->…
ଭୟ ବଢାଉଛି ଟ୍ରିପଲ ମ୍ୟୁଟାଣ୍ଟ..ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍
ପଶ୍ଚିମବଙ୍ଗରେ କରୋନାର ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହେବାପରେ ରାଜ୍ୟ ସରକାର ସଜାଗ ହୋଇଛନ୍ତି । ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ଏଣିକି ପଶ୍ଚିମବଙ୍ଗରୁ ଯେକୌଣସି ଲୋକ ଓଡ଼ିଶା ଆସିଲେ ବାଧ୍ୟତାମୂଳକ ଭାବେ!-->…
ଏଣିକି କୋଭିଡ ପାଇଁ ଘରୋଇ ହସ୍ପିଟାଲରେ ୫୦% ବେଡ୍
ଦ୍ରୁତ ଗତିରେ ବଢିଚାଲିଛି କରୋନା । ଶୀର୍ଷକୁ ଆଡକୁ ମୁହାଁଉଛି ସଂକ୍ରମଣ । ଦେଶର ବିଭିନ୍ନ ରାଜ୍ୟରେ ସ୍ଥିତି ସଂଗୀନ । କେଉଁଠି ବେଡ଼ ନାହିଁ ତ କେଉଁଠି ଅକ୍ସିଜେନ ନାହିଁ । ସବୁଆଡେ ହାହାକାର ପରିସ୍ଥିତି । ରାଜ୍ୟରେ ଯେପରି ଏପରି!-->…
ବାତିଲ ହେବ କି ଯୁକ୍ତ ଦୁଇ ପରୀକ୍ଷା?
ଦଶମ ଶ୍ରେଣୀ ପରୀକ୍ଷା ବାତିଲ ପରେ ସମାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଭୁବନେଶ୍ୱର ଲୋୟର ପିଏମ୍ଜିରେ ଆନ୍ଦୋଳନ କରିଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ!-->…
ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନ ତାରିଖ
ପୁଣି ଘୁଞ୍ଚିଲା ପିପିଲି ଉପ ନିର୍ବାଚନ ତାରିଖ । ମେ ୧୩ ତାରିଖରେ ହେବନାହିଁ ଭୋଟଗ୍ରହଣ । ମେ ୧୩ ବଦଳରେ ୧୬ ତାରିଖରେ ହେବ ନିର୍ବାଚନ । ଏହାର ଦୁଇ ଦିନ ପରେ ଅର୍ଥାତ ୧୯ ତାରିଖରେ ଭୋଟ୍ ଗଣତି ହେବ। ୧୩ ତାରିଖରେ ଇଦ୍-ଉଲ୍-ଫିତର!-->…
ଅଣ୍ଟା ଭିଡିଲା ବିଏମସି
ରାଜ୍ୟରେ ଦୈନିକ ସଂକ୍ରମଣ ରେକର୍ଡ କରିଥିବା ବେଳେ ୪ ଅଙ୍କ ଛୁଇଁଛି ଖୋର୍ଦ୍ଧା । ଖୋର୍ଦ୍ଧାରୁ ସବାର୍ଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ଅବସ୍ଥା ସବୁଠାରୁ ଖରାପ ରହିଛି। ଗତ ୨୪!-->…
ସାବାଧାନ! ଚାରି ଅଙ୍କ ଛୁଇଁଲା ଖୋର୍ଦ୍ଧା
ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି । ପିକ ଆଡକୁ ମୁହାଁଉଛି ସଂକ୍ରମଣ । ଦୈନିକ ସଂକ୍ରମଣରେ କରୋନାର ନୂଆ ରେକର୍ଡ । ଲଗାତର କିଛି ଦିନ ହେବ ୪ ହଜାର ଉପରେ ରହୁଥିବା ସଂକ୍ରମଣ ଗତ ୨୪ ଘଂଟାରେ ୬ ହଜାର ପାର କରିଛି । ଆକ୍ରାନ୍ତଙ୍କ!-->…